ମହା ପଞ୍ଚୁକ – ଏହି 4ଟି ରାଶିର ଭାଗ୍ୟ ବଦଳିବ | ଏହି କାମ କଲେ ସର୍ବନାଶ | Panchuka 2021

ପ୍ରତିବର୍ଷ ହେଉଥିବା ପର୍ବ ରେ ଏମିତି କିଛି ରାଶି ଅଛି ଯାହା ଲୋକମାନଙ୍କ ଭାଗ୍ୟ କୁ ବଦଳେଇଦେଇଥାଏ। ଚଳିତ ବର୍ଷ ପଞ୍ଚୁକ ର ପାବନ ପର୍ବ ଆରମ୍ଭ ହୋଇସାରିଛି। ପଞ୍ଚୁକ ରେ ଏହି ୪ ଟି ରାଶିର ଭାଗ୍ୟ ବଦଳିବାକୁ ଯାଉଛି। ଏମିତି କିଛି କାର୍ଯ୍ୟ ଅଛି, ଯାହାକୁ ଆପଣ କେବେବି ପଞ୍ଚୁକ ଦିନ କରିବେ ନାହିଁ। କାର୍ତ୍ତିକ ମାସ ଶୁକ୍ଳପକ୍ଷ ଏକାଦଶୀ ଠାରୁ ପୁରୁଷ, ସ୍ତ୍ରୀ, ଯୁବକ, ଯୁବତୀ ସମସ୍ତେ ମିଶି ପ୍ରାତଃ ସ୍ନାନ କରି ପଞ୍ଚ ଦିନ ଧରି ପଞ୍ଚୁକ ପାଳନ କରିଥାନ୍ତି।

ପିତାମହ ଭୀଷ୍ମ ବାସୁଦେବ ଶ୍ରୀ କୃଷ୍ଣଙ୍କ ଠାରୁ ପ୍ରତିବର୍ଷ କାର୍ତ୍ତିକ ମାସର ଶେଷ ୫ ଦିନ ବ୍ରତ ରଖି ପଞ୍ଚୁକ ପାଳନ କରିବାକୁ କହିଥିଲେ। ସେହି ଅନୁଯାୟୀ ବ୍ରତ ର ନାମକରଣ ଭୀଷ୍ମ ପଞ୍ଚକ ବୋଲି ହୋଇଅଛି।

ଭାରତୀୟ ପରମ୍ପରା ଅନୁସାରେ ଜ୍ୟୋତିଷ ଗଣନା ଦ୍ୱାରା ଶୁଭ ଅଶୁଭ ସମୟ ନିର୍ଦ୍ଧାରଣ ହୋଇଥାଏ। ଶୁଭ ସମୟରେ ନିର୍ଧାରିତ ହେଉଥିବା କାମ କୁ କଲେ ସେହି କାମଟି ସଫଳ ହୋଇଥାଏ। ଅଶୁଭ ସମୟରେ ହେଉଥିବା କାମ ଅଶୁଭ ଫଳ ଦେଇଥାଏ। ପଞ୍ଚୁକ ରେ ଭୁଲ୍ ରେ ବି ଏହି ୫ ଟି କାମ କରନ୍ତୁ ନାହିଁ। ତାହା ହେଉଛି,

୧- ପଞ୍ଚୁକ ଦିନ ଖଟ ଉପରେ ବସି କୌଣସି ବି ମନ୍ତ୍ର ଉଚ୍ଚାରଣ କରିବା ଉଚିତ ନୁହେଁ। କାରଣ ଏହା ଶୁଭ ହୋଇନଥାଏ। ଏହା କରିବା ଦ୍ୱାରା ବିଭିନ୍ନ ସଙ୍କଟ ଆସିଥାଏ।

୨- ପଞ୍ଚୁକ ରେ ଯେତେବେଳେ ଧନୀଷ୍ଟ ନକ୍ଷତ୍ର ର ସମୟ ଆସିଥାଏ ,ଏହି ସମୟରେ ଘାସ, କାଠ ଏବଂ ଜଳୁଥିବା ବସ୍ତୁ ଏକାଠି କରନ୍ତୁ ନାହିଁ। ଏହା ଅଶୁଭ ହୋଇଥାଏ। ଏହା ବ୍ୟତୀତ ପଞ୍ଚୁକ ରେ ଦକ୍ଷିଣ ଦିଗକୁ ଯିବାର ଉଚିତ ମାନାଯାଏ ନାହିଁ।

୩- ପଞ୍ଚୁକ ରେ ଯେବେ ରେବତୀ ନକ୍ଷତ୍ର ଲାଗିଥାଏ ,ସେହି ସମୟରେ ଘରର ଛାତ ବନାଇବା ଉଚିତ ନୁହେଁ।

୪- ପଞ୍ଚୁକ ରେ ଶବ ର ଅନ୍ତିମ ସଂସ୍କାର କରିବା ପୂର୍ବରୁ କୌଣସି ଜ୍ଞାନୀ ପଣ୍ଡିତ ର ପରାମର୍ଶ ନେବା ଦରକାର। ଏହା ବ୍ୟତୀତ କୌଣସି ଶୁଭ କାର୍ଯ୍ୟ ପଞ୍ଚୁକ କରିବା ଉଚିତ। ତେଣୁ ଏହି ଦିନ ଗୁଡ଼ିକରେ ବ୍ୟାପାର, ନିର୍ବନ୍ଧ, ବିବାହ ଆଦି କରିଲେ ଶୁଭ ହୋଇଥାଏ।

ଏବେ ବର୍ତ୍ତମାନ ସେହି ୪ ଗୋଟି ରାଶି ବିଷୟରେ ଜାଣିବା ଯାହା ପଞ୍ଚୁକ ଦିନ ଠାରୁ ଆପଣଙ୍କ ଭାଗ୍ୟ ସଂମ୍ପୁର୍ଣ୍ଣ ଭାବେ ବଦଳିଯିବ।

୧- ବୃଷ ରାଶି

ଏହି ରାଶି ଥିବା ବ୍ୟକ୍ତିମାନଙ୍କ ଭାଗ୍ୟ ପଞ୍ଚୁକ ଠାରୁ ଶୁଭମୟ ହେବାକୁ ଯାଉଛି। ଏହି ରାଶି ମାନଙ୍କ ଭବିଷ୍ୟତ ରେ ରାଜଯୋଗ ବନିବାର ସମ୍ଭବ ରହିଛି।

୨- କର୍କଟ ରାଶି
ଏହି ରାଶିର ବ୍ୟକ୍ତିଙ୍କ ଦାମ୍ପତ୍ୟ ଜୀବନ ସୁଖମୟ ହୋଇଥାଏ। ଏହି ରାଶି ମାନଙ୍କ ଜୀବନରେ ଥିବା ପାରିବାରିକ ସମସ୍ୟା ଦୂର ହୋଇଥାଏ। ଏହି ରାଶିର ବ୍ୟକ୍ତି ମାନେ ସେମାନଙ୍କ ଜୀବନ ସାଥୀ ସହିତ ସମୟ ଅତିବାହିତ କରିବେ।

୩- ତୁଳା ରାଶି

ଏମାନଙ୍କ ଜୀବନରେ ଶୁଭ ସମୟ ଆସୁଅଛି। ଏହି ରାଶିର ବ୍ୟକ୍ତି ମାନେ ଯଦି ନୂତନ କାର୍ଯ୍ୟ କରିବେ, ତାହା ମଧ୍ୟ ସଫଳ ହେବ। ଏହି ରାଶି ର ବ୍ୟକ୍ତି ମାନଙ୍କ ଉପରେ ମା ଲକ୍ଷ୍ମୀ ଙ୍କର କୃପା ଥିବାରୁ ସେମାନଙ୍କ ଜୀବନରେ କୌଣସି ଆର୍ଥିକ ସମସ୍ୟା ଦେଖାଯାଏ ନାହିଁ।

୪- କୁମ୍ଭ ରାଶି
ପଞ୍ଚୁକ ଠାରୁ ଏହି ରାଶିର ବ୍ୟକ୍ତି ମାନଙ୍କ ଭାଗ୍ୟ ବଦଳିବାକୁ ଯାଉଛି। ଏହି ରାଶିର ଜାତକ ଖୁବ୍ ଶୀଘ୍ର ମାଲାମାଲ ହେବାକୁ ଯାଉଛି। ଏମାନଙ୍କ ଜୀବନରେ ଯଦି କୌଣସି ସମସ୍ୟା ଥିବ, ତେବେ ତାହା ମଧ୍ୟ ଦୂର ହୋଇଯିବ।