ଦେଖନ୍ତୁ viral ଭିଡିଓ ! ଅଚାନକ୍ ଆସିଲା ଘାଇଁ ଘାଇଁ ବୁଲେଇଲା..ଆଉ ତା ପରେ ଯାହା ହେଲା ଭିଡିଓ ଦେଖିଲେ ଭୟ କରିବେ

ଆଜି କାଲି ସମାଜ ରେ କାହାକୁ ବିଶ୍ୱାସ କରିବା ବହୁତ କଷ୍ଟକର ହୋଇ ପଡ଼ିଲାଣି, କାରଣ କେତେ ବେଳେ ଯେ କଣ ଏହି ଦୁନିଆଁ ରେ ଘଟୁଛି ତାହା ଅକାଳନ ମଧ୍ୟ କରାଯାଇ ପାରିବ ନାହିଁ | ଏହି ସମାଜ ରେ ମଣିଷ ମନୁଷର ହିଁ ଶତ୍ରୁ, ସବୁବେଳେ ହିଂସା, ତର୍କ, ଗର୍ବ, ଅହଂକାର, ପ୍ରତାରଣା ଓ ସ୍ୱାର୍ଥ ଆଦିରେ ରେ ମଣିଷ ବୁଡି ରହୁଛି | ମଣିଷ ଦିନ କୁ ଦିନ ଏମିତି ହିଂସ୍ର ହୋଇ ଯାଉଛି ଯେ ଯାହା ବହୁତ ଭୟଙ୍କର ମଧ୍ୟ ଆପଣ ଙ୍କୁ ଲାଗିବ |

ତେବେ ସମସ୍ତ ଙ୍କ ଭିତରେ ପ୍ରାୟ କିଛି ନା କିଛି କଳହ ହୁଏ ଏବଂ ଯୁକ୍ତି ତର୍କ ହୁଏ କିନ୍ତୁ ଏମିତି ବି କିଛି କିଛି ଲୋକ ଅଛନ୍ତି ଯେଉଁ ମାନେ ରାଗ ରେ କାହାର ଜୀବନ ନେବାକୁ ମଧ୍ୟ ପଛାଇ ନଥାନ୍ତି, ଯାହା ଏକ ମଣିଷ ହୋଇଏଭଳି କାର୍ଯ୍ୟ ଶୋଭା ଦେଇ ନଥାଏ ଅର୍ଥାତ ମନୁଷ୍ୟ ହୋଇ ପଶୁ ଭଳି କାର୍ଯ୍ୟ କରି ଥାଆନ୍ତି |

ତେବେ ସେଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହେବା ସହିତ ଭୟଭୀତ ମଧ୍ୟ ହୋଇ ଯିବେ | ତେବେ ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଦେଖିବାକୁ ମିଳିଛି ଯେ ଏକ ବ୍ୟକ୍ତି ଅଚାନକ ଭାବେ ଏକ ଟାଙ୍ଗିଆ ଧରି ଆଉ ଜଣେ ବ୍ୟକ୍ତି ମାରିବାର ଉଦ୍ୟମ କରିଛି | ଏହି ଭୟଙ୍କର ଘଟଣା ଟି କରଞ୍ଜିଆ ର ଏକ ସ୍ଥାନ ରେ ଦେଖିବାକୁ ମିଳିଛି ଯାହା ବହୁ ଚର୍ଚ୍ଚା ର ବିଷୟ ପାଲଟିଛି |

ଭିଡ଼ିଓ ଟିରେ ଦେଖିବାକୁ ମିଳି ଥିଲା ଯେ ଏକ ବ୍ୟକ୍ତି କୌଣସି ରାଗ ରେ ଏକ ଟାଙ୍ଗିଆ ଧରି ହଠାତ ଆସିଛି ଏବଂ ତାକୁ ମାରିବାକୁ ମଧ୍ୟ ଚେଷ୍ଟା କରିଛି, କିନ୍ତୁ ଲୋକ ଟି ତା ପ୍ରାଣ ବଞ୍ଚାଇବାକୁ ତା ଠୁ ଦୂରେଇ ଦୂରେଇ ଯାଇଛି |

ଘଟଣା ପରେ ବ୍ୟକ୍ତି ଜଣଙ୍କ କରଞ୍ଜିଆ ଥାନା ରେ ଅଭିଯୋଗ କରି ଥିଲେ ଏବଂ କହି ଥିଲେ ଯେ ତାଙ୍କ ସ୍ତ୍ରୀ ରାତି ଅଧରେ କାହା ସହ କଥା ହେଉଛି କିନ୍ତୁ ତାଙ୍କ ସ୍ୱାମୀ ମତେ ସନ୍ଦେହ କରି ହଠାତ ଏକ ଟାଙ୍ଗିଆ ଆଣି ମତେ ମାରିବାକୁ ଉଦ୍ୟମ କରୁ ଥିଲେ |

ତେବେ ଘଟଣା କଣ ତାହା ସ୍ପଷ୍ଟ ଜଣା ପଡି ନାହିଁ ଏହାକୁ ନେଇ ପୋଲିସ ପଚରା ଉଚରା ଜାରି ରଖିଛି, କିନ୍ତୁ ଘଟଣା ଟି ଯାହା ବି ହେଉ ମଣିଷ ର ଏଭଳି କାର୍ଯ୍ୟ ତାକୁ ଶୋଭା ଦେଉ ନାହିଁ | ତେବେ ଏହି ଦୃଶ୍ୟ ଟି ଏକ ସିସି ଟିଭି ରେ ରେକର୍ଡ ହୋଇଛି ଯାହା ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହୋଇଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।