ଐଶ୍ଵର୍ଯ୍ୟ ରାୟ ନିଜ ମୋବାଇଲ କଭର ରେ କିଛି ଏପରି ଲେଖିଲେ ଯାହାକୁ ଦେଖି ଆପଣ ଆଶ୍ଚର୍ଯ୍ୟ ହୋଇ ଯିବେ |

ତେବେ ଆଜି କାଲି ଏହି ଟେକନୋଲୋଜି ଯୁଗ ରେ ଯଦି ଏକ ବ୍ୟକ୍ତି ସବୁଠାରୁ କିଛି ଅଧିକ ଗୁରୁତ୍ୱ ଦେଇ ଥାଏ ତେବେ ତାହା ହେଉଛି ତାର ମୋବାଇଲ | ଛୁଆ ରୁ ଆରମ୍ଭ କରି ବୃଦ୍ଧ ବ୍ୟକ୍ତି ପର୍ଯ୍ୟନ୍ତ ସମସ୍ତେ ମୋବାଇଲ ଧରୁଛନ୍ତି, ଏମିତି କେହି ନାହାଁନ୍ତି ଯିଏ ସ୍ମାର୍ଟ ଫୋନ ୟୁଜ କରୁ ନାହିଁ | ତେବେ ଆପଣ ତ ଜାଣନ୍ତି ଯେ ତାଙ୍କ ମୋବାଇଲ କିପରି ଆହୁରି ଲୋକ ମାନଙ୍କୁ ସୁନ୍ଦର ଦେଖା ଯିବ ସେଥିପାଇଁ ସେମାନେ ମାର୍କେଟ ରୁ ସୁନ୍ଦର ସୁନ୍ଦର ମୋବାଇଲ ର କଭର କିଣି ଲଗାଇ ଥାଆନ୍ତି ଯାହା ଦ୍ୱାରା ମୋବାଇଲ ବହୁତ ସୁନ୍ଦର ଦେଖା ଯାଇ ଥାଏ | ତେବେ ସେ କେଉଁ ଫିଲ୍ମ ଷ୍ଟାର ହେଉ କି ସାଧାରଣ ଲୋକ ହେଉ ସମସ୍ତେ ନିଜ ମୋବାଇଲ କୁ ହିଁ ଗୁରୁତ୍ୱ ଦେଇ ଥାଆନ୍ତି ଏବଂ ସୁନ୍ଦର କଭର ଲଗାଇ ଥାଆନ୍ତି |

ତେବେ ଆଜି ଆମେ ଏକ ସେଲିବ୍ରେଟି ଙ୍କ ମୋବାଇଲ କଭର କଥା କହିବୁ ଯାହାକି ଏବେ ଖୁବ ଚର୍ଚ୍ଚା ର ବିଷୟ ପାଲଟିଛି | ତେବେ ଆପଣ ବଲିଓଡ଼ ଇଣ୍ଡଷ୍ଟ୍ରି ର ଐଶ୍ଵର୍ଯ୍ୟ ରାୟ ଙ୍କୁ ତ ବେସ ଭଲ ଭାବରେ ଜାଣିଛନ୍ତି ଯିଏ କି ବିଶ୍ୱ ର ସବୁଠାରୁ ପପୁଲାର ଆକ୍ଟର ଅଟନ୍ତି | ଏହା ସହିତ ସେ ପୁଣି 1994 ମସିହା ରେ ମିସ ୱାର୍ଲଡ ର ମୁକୁଟ ଜିତି ଥିଲେ ଯାହା ଫଳରେ ସେ ସମସ୍ତ ଙ୍କ ମନ ରେ ଏକ ସ୍ୱତନ୍ତ୍ର ଜାଗା ସୃଷ୍ଟି କରି ଥିଲେ |

ତେବେ ଐଶ୍ଵର୍ଯ୍ୟ ରାୟ ପାଠ ପଢି ଏକ ଡାକ୍ତର ହେବାକୁ ଚାହୁଁ ଥିଲେ କିନ୍ତୁ ତାଙ୍କର ସୁନ୍ଦରତା ଯୋଗୁଁ ଅନେକ ଅଫର ତାଙ୍କ ପାଖକୁ ଆସି ଥିଲା ଏଣୁ ସେ ଏହି କ୍ୟାରିୟର ପାଦ ପକାଇ ଥିଲେ | ଐଶ୍ଵର୍ଯ୍ୟ ରାୟ ଏବେ ପର୍ଯ୍ୟନ୍ତ 50 ରୁ ଅଧିକ ଫିଲ୍ମ ରେ କାମ ସାରିଲେଣି ଯାହା ଦ୍ୱାରା ସେ ଲୋକ ମାନଙ୍କର ଭଲ ପାଇବାକୁ ହାସଲ କରି ପାରିଛନ୍ତି | ତେବେ ତାଙ୍କର ଏକ ଫୋଟ କ୍ୟାପଚର ହୋଇ ଥିଲା ଯେଉଁଥିରେ ସେ ଏକ ଏୟାରପୋର୍ଟ ରେ ନିଜ ଝିଅ ସହ ନଜର ରେ ଆସି ଥିଲେ |

ତେବେ ସେ ସେହି ସମୟ ରେ ତାଙ୍କ ଝିଅ କୁ ନେଇ ବାଙ୍ଗାଲୋର ଯାଉ ଥିଲେ ଏବଂ ସେହି ସମୟ ରେ ଅନେକ ଫୋଟ ଉଠା ଯାଇ ଥିଲା | ତେବେ ଅନେକ ଫିଲ୍ମ ଷ୍ଟାର ଙ୍କ କଭର ତାଙ୍କ ନାଁ ଲେଖି ଥାଆନ୍ତି ସେହି ପରି ଐଶ୍ଵର୍ଯ୍ୟ ରାୟ ଙ୍କ ଫୋନ ର କଭର ଆଖି ସାମ୍ନା କୁ ଆସି ଥିଲା | ସେହି ଫୋନ କଭର ରେ ଲେଖା ହୋଇ ଥିଲା ARB ଯାହାର ଅର୍ଥ ହେଉଛି ଐଶ୍ଵର୍ଯ୍ୟ ରାୟ ବଚନ | ତେବେ ଏହାକୁ ଦେଖି ଲୋକ ମାନେ ଖୁବ ପସନ୍ଦ କରି ଥିଲେ ଏବଂ ଏହା ଖୁବ ଚର୍ଚ୍ଚିତ ହୋଇ ଥିଲା |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।