ollywood news -ଦେଖନ୍ତୁ ଭିଡିଓ , ଓଡିଆ ହିରୋଇନ୍ ଦେବଜାନୀ ଙ୍କ ପରିବାର କୁ ଆସିଲା ଦୁଃଖ ଖବର ! ଦେଖନ୍ତୁ କେମିତି ଭୋ ଭୋ କାନ୍ଦିଲେ ହିରୋଇନ୍ ଦେବଜାନୀ..

ଫିଲ୍ମ ଇଣ୍ଡଷ୍ଟ୍ରି ର ସେଲିବ୍ରେଟି ମାନଙ୍କୁ ତ ଆପଣ ଜାଣିଛନ୍ତି ଯେଉଁ ମାନେ ତାଙ୍କ ଅଭିନୟ ଦ୍ୱାରା ଲୋକ ମାନଙ୍କର ଭଲ ପାଇବାକୁ ହାସଲ କରି ପାରିଛନ୍ତି | ତେବେ ସେମାନେ ତାଙ୍କର ଛୋଟ ଛୋଟ ଖୁସି ଓ ଦୁଃଖ କୁ ସୋସିଆଲ ମିଡ଼ିଆ ଦ୍ୱାରା ଜଣାଇ ଥାଆନ୍ତି ଯାହାକୁ ଦେଖି ଲୋକ ମାନେ ତାଙ୍କ ଖୁସି କୁ ପସନ୍ଦ କରିବା ସହିତ ଦୁଃଖ ରେ ଦୁଃଖୀ ମଧ୍ୟ ହୋଇ ଥାଆନ୍ତି | ତେବେ ସେହିଭଳି ଭାବରେ କିଛି ସୋସିଆଲ ମିଡ଼ିଆ ରେ ବର୍ତ୍ତମାନ ଦେଖିବା ପାଇଁ ମିଳିଛି ଯାହାକୁ ଦେଖି ଆପଣ ମଧ୍ୟ ଦୁଃଖ ପ୍ରକାଶ କରିବେ |

ତେବେ ଓଡ଼ିଆ ଚଳଚ୍ଚିତ୍ର ର ଜଣାଶୁଣା ହିରୋଇନ ଦେବଯାନୀ ଙ୍କୁ ତ ଆପଣ ବେସ ଭଲ ଭାବରେ ଜାଣି ଥିବେ | ଅଭିନେତ୍ରୀ ଦେବଯାନୀ ଆଲବମ ସହିତ ଅନେକ ଓଡ଼ିଆ ଚଳଚ୍ଚିତ୍ର ରେ ନିଜର ଅଭିନୟ ର ଯାଦୁ କରି ଦେଖାଇଛନ୍ତି |

ତେବେ ଦେବଯାନୀ ଙ୍କ ଘରକୁ ଏକ ବହୁତ ବଡ଼ ଦୁଃଖ ର ଖବର ଆସିଛି ଯାହାକି ଦେବଯାନୀ ଙ୍କୁ ପୁରା ଦୁଃଖ ରେ ଭାଙ୍ଗି ଦେଇଛି | ଓଡ଼ିଆ ଚଳଚ୍ଚିତ୍ର ଏବଂ ଆଲବମ ଜଗତ ରେ ନାଁ କରି ଥିବା ଦେବଯାନୀ ଏବେ ବହୁତ କୋହଭରା ରେ ଅଛନ୍ତି | ତେବେ ଏମିତି କିଛି ଅଭିନେତ୍ରୀ ଦେବଯାନୀ ଙ୍କ ସହ ଘଟିଛି ଯାହା ଦ୍ୱାରା ଦେବଯାନୀ କାନ୍ଦି କାନ୍ଦି ନିଜ ଲୁହ କୁ ରୋକି ପାରୁ ନାହାଁନ୍ତି |

 ଖବର ଅନୁଯାଇ ଶୁଣିବାକୁ ମିଳିଛି ଯେ ଦେବଯାନୀ ନିଜ ପ୍ରିୟ ର ପୋଷା କୁକୁର ସିମି କୁ ହରାଇଛନ୍ତି | ସିମି ହେଉଛନ୍ତି ଦେବଯାନୀ ଙ୍କର ବହୁତ ପ୍ରିୟ ଥିଲା ଏବଂ ସେ ବହୁତ ଦିନ ଧରି ସିମି କୁ ଲାଳନ ପାଳନ କରି ଆସୁ ଥିଲେ କିନ୍ତୁ ସିମି ର ଏପରି ହଠାତ ବିୟୋଗ ରେ ଦେବଯାନୀ ଦୁଃଖ ରେ ପୁରା ଭାଙ୍ଗି ପଡିଛନ୍ତି |

ତେବେ ଦେବଯାନୀ ଦୁଃଖ ରେ ଭାଙ୍ଗି ପଡିବା ସହିତ ସିମି ର ଶବ ସତ୍କାର କରିବାର ମଧ୍ୟ ନଜର ରେ ଆସିଛନ୍ତି | ଦେବଯାନୀ ତାଙ୍କ ପ୍ରିୟ ସିମି ଓ ସିମି ର ଆସବା ପତ୍ର ସହିତ ନଦୀ କୂଳ ରେ ଦେଖିବା ପାଇଁ ମିଳି ଥିଲେ |

ଯେଉଁଠି ସେ ସିମି କୁ ବହୁତ ଦୁଃଖ ଭରା କଣ୍ଠ ରେ ବିଦାୟ ଦେଇ ଥିଲେ ଏବଂ ବହୁତ କାନ୍ଦୁ ଥିବାର ମଧ୍ୟ ନଜର ରେ ଆସିଛନ୍ତି | ତେବେ ସେ ତାଙ୍କର ପ୍ରିୟ କୁତି ସିମି କୁ ହରାଇ ଦେବଯାନୀ ବହୁତ ଦୁଃଖ ଅଛନ୍ତି ଯାହାକି ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ଏହି ଫୋଟ କୁ ସେୟାର କରି ସେ ଜଣାଇଛନ୍ତି କାରଣ ସିମି ତାଙ୍କର ବହୁତ ଵାଫାଦାର ଥିଲା ଓ ସବୁ ସମୟ ରେ ସେ ଦେବଯାନୀ ଙ୍କର କଥା ମାନୁ ଥିଲା |

ତେବେ ତାଙ୍କର ଆଉ କଥା କିଏ ଶୁଣିବ କହି ଦେବଯାନୀ ବହୁତ କାନ୍ଦୁ ଥିବାର ନଜର ରେ ଆସି ଥିଲେ | ତେବେ ଆମେ ଜଗନ୍ନାଥ ଙ୍କ ନିକଟରେ ପାର୍ଥନା କରିବୁ ଯେ ଦେବଯାନୀ ଙ୍କୁ ଦୃଢ଼ ମନ ବଳ ଦିଅନ୍ତୁ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।