ଏହି ଝିଅ ଏମିତି କହିଲା ଦେଖିଲେ ଆପଣ ଙ୍କ ହୋସ ଉଡିଯିବ…ଦେଖନ୍ତୁ ଭିଡ଼ିଓ –

ଡିଜିଟାଲ୍ ଯୁଗରେ ପ୍ରାୟତଃ ସମସ୍ତଙ୍କ ସ୍ମାର୍ଟ ଫୋନ ରହିଛି ଏବଂ ସମସ୍ତେ କିଛି ନା କିଛି କାର୍ଯ୍ୟ ପାଇଁ ଏହାର ବ୍ୟବହାର ମଧ୍ୟ କରୁଛନ୍ତି । ଯୁବପିଢି ସୋସିଆଲ୍ ମିଡିଆର ବ୍ୟବହାର ବହୁଳ ମାତ୍ରାରେ କରୁଥିବାର ଦେଖିବାକୁ ମିଳୁଛି । ତେବେ କିଛି ଖବର ଅଳ୍ପ ସମୟ ମଧ୍ୟରେ ପାଇବା ପାଇଁ ଏହା ଏକ ସହଜ ମାଧ୍ୟମ ପାଲଟିଛି ଇଣ୍ଟରନେଟ୍ , ଡିଜିଟାଲ୍ ସେବା ।ସେଥିପାଇଁ ଅନେକ କିଛି ଘଟଣାର ଭିଡିଓ ଆମେ ଘରେ ରହି ଅନେକ ସମୟରେ ଦେଖିବା ପାଇଁ ପାଉଛୁ । ଅନେକ ଘଟଣା ବିଷୟରେ ଅବଗତ ହୋଇ ପାରୁଛୁ । ଏହି କ୍ରମରେ ଆପଣ ସୋସିଆଲ୍ ମିଡିଆରେ ପ୍ରତିଦିନ ଅନେକ ଭାଇରାଲ୍ ଭିଡିଓ ନିଶ୍ଚିତ ଦେଖୁଥିବେ ।

ଆଉ ସେ ମଧ୍ୟରୁ ଖୁସି ହେଲା ଭଳି , ମଜା ମସ୍ତି କଲା ଭଳି ଏବଂ ଦୁଃଖ ବେଦନା ଓ ଭୟଭିତ କଲା ଭଳି ମଧ୍ୟ ଆପଣ ଏଠାରେ ନିୟମିତ ଭାବରେ ଦେଖିବାକୁ ପାଇଥିବେ । ତେବେ ସେଥି ମଧ୍ୟରୁ କିଛି ଭିଡିଓ ଏମିତି ଅଛି ଯାହା ଅନ୍ୟ ଭିଡିଓ ଠାରୁ ଟିକେ ଅଲଗା କାରଣ ଏହା ବହୁତ ମଜାଳିଆ ବା କୌତୁକିଆ ହୋଇଥାଏ ।

ସ୍ୱାଭବିକ ଭାବରେ ଆମେ ଅନେକ ପ୍ରକାର ର ଘଟଣାକୁ ନିଜେ ଦେଖିଥାଉ ଏବଂ ତାହା ସାଧାରଣ ହୋଇଥିବାରୁ ଆମେ ତାରୁ ବିଶ୍ୱାସ ମଧ୍ୟ କରିଥାଉ । ତେବେ କୌତୁକିଆ ଭିଡିଓ ଗୁଡିକ ସାଧାରଣତଃ ଆମକୁ ମନରଞ୍ଜନ ର ସୁରାକ ଯୋଗାଇଥାଏ ।


ଏହାକୁ ଦେଖିଲେ ଆମେ ବହୁତ କୁସି ହୋଇଥାଉ । ବିଭିନ୍ନ ସମୟରେ ଅନେକ ଲୋକ ସେମାନଙ୍କ ମତକୁ , ପସନ୍ଦ ନପସନ୍ଦକୁ ସୋସିଆଲ୍ ମିଡିଆରେ ସେୟାର କରିଥାନ୍ତି । ଏହା କିଛି ଜଣଙ୍କୁ ବହୁତ ଭଲ ଲାଗିଥାଏ । ତେବେ ଏବେ ଆମେ ଜାଣିବା ଏବଂ ଦେଖିବା ଏକ ଏମିତି ଭାଇରାଲ୍ ଭିଡିଓ ବିଷୟରେ ଯାାହ ଆପଣଙ୍କୁ ଚକିତ କରିବା ସହିତ ଖୁସି ମଧ୍ୟ କରାଇବ ।

ଏଠାରେ ଏକ ଯୁବତୀ ଏକ ଭିଡିଓ ରେ ତାଙ୍କ ର କ ଣ ମତ ଦେଇଛନ୍ତି ଆପଣ ଦେଖିବାକୁ ପାଇବେ । ଏହି ଝିଅଟି କ ଣ କହୁଛି ଥରେ ଶୁଣନ୍ତୁ । ଝିଅମାନଙ୍କର ସୁନ୍ଦରତା କୁ ନେଇ ସେ ଏକ ଗୀତ ମାଧ୍ୟମରେ ଏହାକୁ କହିଛନ୍ତି ।

ସେ ସମ୍ବଲପୁରୀ ଭାଷାରେ ଏହି ଗୀତକୁ ଏମିତି କହୁଛନ୍ତି ଯାହା ଶୁଣିବା ପାଇଁ ଯେତିକି ଭଲ ଲାଗୁଛି ସେତିକି ପ୍ରତିକ୍ରିୟା ମଧ୍ୟ ଲୋକେ ଦେଉଛନ୍ତି ଷ ଯୁବତୀ ଜଣଙ୍କ ତାଙ୍କ ଭାଷାରେ କହୁଛନ୍ତି ଯେ, କିଏ କହୁଛି ଯେତିକି ସୁନ୍ଦରୀ ଝିଅ ଅଛନ୍ତି ସବୁ ବଲାଙ୍ଗୀର ର ତଳେ । ଆଉ କିଏ କହୁଛି ସମ୍ବଲପୁର ର ତଳେ , ଆଉ କିଏ କହୁଛି ଝାରସୁଗୁଡା ର ତଳେ । କିନ୍ତୁ ଏଇଟା ଜାଣିଛ ସମ୍ବଲପୁରର ପିଲାମାନେ ମଝ୍ୟ ବହୁତ୍ ସୁନ୍ଦର୍ ।

ମୁଁ ମୋର ଗାଆଁ ପାଇଁ କହୁ ନାହିଁ । ଯେତିକି ସୁନ୍ଦର୍ ପିଲା ରହିଛନ୍ତି ସେମାନେ ସମ୍ବଲପୁରିଆ ପିଲାଙ୍କ ତଳେ ବୋଲି ସେ କହିଛନ୍ତି । ସେ ସମସ୍ତ ସମ୍ବଲପୁରର ପିଲା ମାନଙ୍କ ପାଇଁ ଏହା କହୁଛନ୍ତି ବୋଲି କହିଛନ୍ତି ।