OLLYWOOD NEWS-ଶାଳୀ ସହ ମିଶି ଶଶୂର ଘର ପୋଛା ମାରିଲେ ଅଭିନେତା ସବ୍ୟସାଚୀ..ଦେଖନ୍ତୁ ଭିଡିଓ

ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଅନେକ କଳାକାର ଅଛନ୍ତି ଆଉ ଆମେ ମାନେ ମଧ୍ୟ ଏହି ଅନେକ କଳାକାର ଙ୍କ ମଧ୍ୟରୁ କାହାକୁ କାହାକୁ ବେଶୀ ପସନ୍ଦ କରି ଫ୍ୟାନ ହୋଇ ଯାଇ ଥାଉ | ତେବେ ଓଡ଼ିଆ ଚଳଚ୍ଚିତ୍ର ର ନାମିଦାମୀ ହିରୋ ସବ୍ୟସାଚୀ ଙ୍କୁ ତ ଆପଣ ବେସ ଭଲ ଭାବରେ ଜାଣି ଥିବେ, ଯିଏକି ଅନେକ ଫିଲ୍ମ ରେ ଅଭିନୟ କରି ଲୋକ ମାନଙ୍କର ଭଲ ପାଇବାକୁ ହାସଲ କରିଛନ୍ତି | ତେବେ ସେ କେବଳ ଏକ ଭଲ ଅଭିନେତା ନୁହେଁ ବରଂ ଏହି କରୋନା ସମୟ ରେ ସେ ଅନେକ ଲୋକ ଙ୍କୁ ସାହାଯ୍ୟ ମଧ୍ୟ କରିଛନ୍ତି ଯାହା ଦ୍ୱାରା ସମସ୍ତେ ତାଙ୍କର ଫ୍ୟାନ ହୋଇ ଯାଇଛନ୍ତି |

ଆପଣ ତ ଜାଣିଛନ୍ତି ସବ୍ୟସାଚୀ ଅଭିନେତ୍ରୀ ଅର୍ଚ୍ଚିତା ଙ୍କୁ ବିବାହ କରିଛନ୍ତି ଏବଂ ତାଙ୍କର ବିବାହ ହୋଇ ସାରିବା ପରେ ସେ ଅନେକ ଭିଡ଼ିଓ ରେ ମଧ୍ୟ ଚର୍ଚ୍ଚା କୁ ଆସିଛନ୍ତି | ତେବେ ଆଉ ଏକ ଭିଡ଼ିଓ ଦେଖିବାକୁ ମିଳିଛି ଯେଉଁଠି ସବ୍ୟସାଚୀ ତାଙ୍କ ପତ୍ନୀ ଅର୍ଚ୍ଚିତା ଙ୍କ ଭଉଣୀ ଅର୍ଥାତ ଶାଳୀ ଙ୍କ ସହ ମଜା ମସ୍ତି କରୁ ଥିବାର ଦେଖିବାକୁ ମିଳିଛି |

ଶାଳୀ ଙ୍କ ସହ ମିଶି ଓଡ଼ିଆ ଷ୍ଟାର ସବ୍ୟସାଚୀ ମିଶ୍ର ଘର ପୋଛା ମାରୁ ଥିବାର ନଜର ରେ ଆସିଛନ୍ତି | ତେବେ ଆପଣ ମାନେ ତ ଜାଣି ଥିବେ ଯେ ଓଡ଼ିଆ ର ଖୁବ ଜଣାଶୁଣା ଚେହେରା ହେଉଛନ୍ତି ସବ୍ୟସାଚୀ |

ସବ୍ୟସାଚୀ ମିଶ୍ର ବାହା ହେଲା ପର ଠାରୁ ଆପଣ ଦେଖି ଥିବେ ଅନେକ ରିଲ୍ସ ତାଙ୍କ ଶାଳୀ ମାନଙ୍କ ସହ କରୁ ଥିବାର ନଜର ରେ ଆସିଛନ୍ତି | ତେବେ ଏଭଳି ଏକ ରିଲ୍ସ ରେ ସବ୍ୟସାଚୀ ମିଶ୍ର ଓ ତାଙ୍କ ଶାଳୀ ଙ୍କୁ ଦେଖିବା ପାଇଁ ମିଳିଛି, ଯେଉଁଥିରେ କି ସବ୍ୟସାଚୀ ମିଶ୍ର ଘର ର ଗ୍ରାଉଣ୍ଡ ଫ୍ଲର କୁ ପୋଛା ମାରିବା ସମୟ ରେ ତାଙ୍କର ଶାଳୀ ଝାଡୁ ଧରି ଠିଆ ହୋଇଛନ୍ତି |

 ତେବେ ସୂଚନା ଅନୁଯାଇ ଏହା ଏକ ରିଲ୍ସ ଭିଡ଼ିଓ ଅଟେ ଆଉ ଯେଉଁଥିରେ ସବ୍ୟସାଚୀ ଓ ତାଙ୍କ ଶାଳୀ ମିଶି ମଜା କରୁ ଥିବାର ନଜର ରେ ଆସିଛନ୍ତି | ତେବେ ସବ୍ୟସାଚୀ ଓ ତାଙ୍କ ଶାଳୀ ପୋଛା ମାରି ମାରି ଗୀତ ଗାଉ ଥିବାର ନଜର ରେ ଆସିଛନ୍ତି |

ତେବେ ଏହି ରିଲ୍ସ କୁ ସବ୍ୟସାଚୀ ନିଜ ଇନ୍ଷ୍ଟଗ୍ରାମ ରେ ପୋଷ୍ଟ କରି ଥିଲେ ଏବଂ ଶାଳୀ ଓ ଭଣେଇ ଭାଇ ଙ୍କର ମଜା କୁ ଦେଖି ଅନେକ ଲୋକ ପସନ୍ଦ କରି ଥିଲେ | ଏହା ସହିତ ସବ୍ୟସାଚୀ ଙ୍କର ନଖରାମି କେବଳ ଫିଲ୍ମ ରେ ହିଁ ଦେଖିବାକୁ ମିଳି ଥିଲା କିନ୍ତୁ ଏଭଳି ରିୟାଲିଟି ରେ ମଧ୍ୟ ନିଜ ଶାଳୀ ଙ୍କ ସହିତ ହସ ଖୁସି ଲୋକ ମାନଙ୍କ ମୁହଁ ରେ ବି ହସ ଆଣି ଦେଇଛି | ତେବେ ଏଭଳି ଭିଡ଼ିଓ କୁ ନେଇ କିଛି ଲୋକ ଅଛନ୍ତି ଯେଉଁ ମାନେ ତାଙ୍କୁ ପ୍ରଶଂସା ମଧ୍ୟ କରିଛନ୍ତି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।