Bikiniରେ ବଲିଉଡ ଡ୍ୟାନ୍ସର Nora Fatehi ମସ୍ତି କରୁଥିବା ସମୟରେ Shoot କଲେ ବୋଲଡ଼ ନଜର ର ଫୋଟୋ Video, ରାତାରାତି ହେଉଛି ଭାଇରାଲ

ବାସ୍ତବିକ ଭାବରେ ଯେତେବେଳେ ସିନେମା ବା ଅଭିନୟ ଜଗତର କଥା ଆସେ ସେତେବେଳେ ସମସ୍ତେ ଖୁସି ହୋଇଯାନ୍ତି। ସେମାନଙ୍କର ପ୍ରିୟ ନାୟକ ନାୟିକା ମାନଙ୍କ ବିଷୟରେ ଜାଣିବା ପାଇଁ। ଅଭିନୟ ଜଗତର କଳାକାର ମାନେ ସାଧାରଣତଃ ସୋସିଆଲ ମିଡ଼ିଆରେ ଜଡ଼ିତ ହୋଇରହିଥାନ୍ତି। କଳାକାର ମାନେ ସେମାନଙ୍କର ପ୍ରତିଦିନ କାର୍ଯ୍ୟକଳାପ କୁ ୟୁ ଟୁବ୍, ଫେସବୁକ, ଇନଷ୍ଟାଗ୍ରାମ୍ ରେ ତାଙ୍କ ଫ୍ୟାନ୍ ଙ୍କ ସହିତ ସେୟାର କରିଥାନ୍ତି। ସେମାନେ ସେମାନଙ୍କ ଜୀବନ ଶୈଳୀ କୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଦିନକୁ ଦିନ ସୋସିଆଲ ମିଡ଼ିଆରେ ସେମାନଙ୍କର ଲୋକପ୍ରିୟତା ବଢ଼ିଥାଏ। ତେବେ ପ୍ରତିଦିନ କିଛି ନା କିଛି ଭିଡିଓ ସୋସିଆଲ ମିଡ଼ିଆରେ ଦେଖିବାକୁ ପାଇଥାଉ।

ତେବେ ଆପଣ ମାନେ ସମସ୍ତେ ନୋରା ଫତେହି ଙ୍କୁ ଜାଣିଥିବେ। ଯିଏକି ଆଜିର ସମୟରେ ବଲିଉଡ ର ଆଗ ଧାଡିର ଡ୍ୟାନ୍ସର ଏବଂ ଅଭିନେତ୍ରୀ ମଧ୍ୟ। ନୋରା ଫତେହି ବିଭିନ୍ନ ପୋଜ ଦେଇ ବୋଲଡ଼ ନଜରର ବିକିନି ପିନ୍ଧା ଫଟୋ ସୋସିଆଲ ମିଡ଼ିଆରେ ଏବେ ଭାଇରାଲ ହେବାରେ ଲାଗିଛି। ସେ ତାଙ୍କ ଅଭିନୟ ର ଚମତ୍କାର ଯାଦୁରେ ସମସ୍ତ ଦର୍ଶକ କୁ ବାନ୍ଧି ରଖିବା ସହିତ ଦର୍ଶକ ଙ୍କ ମନରେ ତାଙ୍କ ପ୍ରତି ଏକ ସ୍ୱତନ୍ତ୍ର ଜାଗା ସୃଷ୍ଟି କରିପାରିଛି।

ନୋରା ଏପରି ଏକ ଜଣେ ଅଭିନେତ୍ରୀ ଯିଏ ଭାରତକୁ ଡ୍ୟାନ୍ସ କରିବାକୁ ଆସିଥିଲେ। ଲୋକମାନେ ତାଙ୍କ ଡ୍ୟାନ୍ସ କୁ ଏତେ ଭଲ ପାଇବା ଦେଲେ ଯେ, ସେ ଏହିଠାରେ ହିଁ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ତେବେ ସେ ଗୋଟିଏ ପରେ ଗୋଟିଏ ସଫଳତାର ସିଢ଼ି ଚଢ଼ି ବର୍ତ୍ତମାନ ସମୟରେ ବଲିଉଡ଼ ରେ ନିଜ ପାଇଁ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି।

ବର୍ତ୍ତମାନ ଆପଣ ନୋରା ଫତେହି ଙ୍କୁ କୋକା କୋଲା ସଙ୍ଗ ରେ ଡ୍ୟାନ୍ସ କରିବାର ଦେଖିବାକୁ ପାଇବେ। ବର୍ତ୍ତମାନ ଯାଏ ଏହା ତାଙ୍କର ଶେଷ ଡ୍ୟାନ୍ସ ରହିଛି। ତାଙ୍କର ଅନ୍ୟ ଏକ ଫିଲ୍ମ କିଛି ଦିନ ମଧ୍ୟରେ ରାଣୀ ଖୁଡ଼ି ଙ୍କ ସହିତ ଦେଖିବାକୁ ମିଳିବ। ଏହି ଗୀତ ତାଙ୍କୁ ଲୋକପ୍ରିୟ କରାଇବା ସହିତ ବହୁ ପ୍ରଶଂସା ମଧ୍ୟ ଆଣିଦେଇଛି। ତାଙ୍କର ଏକ ଫଟୋ ଓ କିଛି ସ୍ମୃତି ସୋସିଆଲ ମିଡ଼ିଆରେ ସେ ଅପଲୋଡ଼ କରିଥିଲେ। ତାହା ଏବେ ଭାଇରାଲ ହେବାରେ ଲାଗିଛି ଏବଂ ତାଙ୍କର ଏବେ 3M ବା ୩ କୋଟିରୁ ଊର୍ଦ୍ଧ୍ବ ଫୋଲୱେର ଅଛନ୍ତି।

ନୋରା ଫତେହି ଏହି ଭିଡିଓ ରେ ଏକ ଟାଇଗର ପ୍ରିଣ୍ଟ ର ହାଇ ନେକ ଥିବା ଏକ ଡ୍ରେସ୍ ଓ ତଳେ ଏକ ସ୍କଟ୍ ପିନ୍ଧିଥିଲେ। ସେ ନିଜର ଭିନ୍ନ ପୋଜ ଦେଇ ବୋଲଡ଼ ନଜର ରେ ମୋରାକା ରେ ଫଟୋ ଉଠାଇଛନ୍ତି। ଯାହାକୁ ସେ ତାଙ୍କ ଇନଷ୍ଟାଗ୍ରାମ୍ ରେ ଅପଲୋଡ଼ କରିଛନ୍ତି। ଲୋକମାନେ ତାଙ୍କର ଏହି ପୋଷ୍ଟ କୁ ବହୁତ ପସନ୍ଦ କରିଛନ୍ତି। ନୋରା ନିଜର ଡ୍ୟାନ୍ସ ,ଅଭିନୟ ସହିତ ଷ୍ଟାଇଲିସ୍ ଲୁକ୍ ସହିତ ଗ୍ଲାମୋର ପାଇଁ ମଧ୍ୟ ନିଜ ପ୍ରଶଂସକଙ୍କ ମନ ଜିତିଥାନ୍ତି

।କିନ୍ତୁ ତାଙ୍କର ଏହି ପୋଷ୍ଟରୁ ଜଣା ଯାଉଛି କି, ସେ ବର୍ତ୍ତମାନ ଛୁଟି କାଟୁଛନ୍ତି। ସେ ପ୍ରଥମ ଭିଡ଼ିଓ ରେ ସନ ବାଟ ନେଉଥିବାର ଦେଖିବାକୁ ମିଳିଛି। ଅନ୍ଯ ଏକ ଭିଡିଓ ରେ ସେ ଆଇସ ଡିଉ କଲର ର ଏକ ବିକିନି ପିନ୍ଧି ବହୁତ ପୋଜ ଦେବା ସହ ନିଜ ଦେହରେ ବାଲି ରଖୁଥିବା ଓ ପରେ ଏକ ବାଥ୍ ରୁମ୍ ରୁ ବାହାରୁଥିବାର ଦେଖିବାକୁ ମିଳିଛି।