ଦେଖନ୍ତୁ shocking ଭିଡିଓ.. cctv ରେ ରେକର୍ଡ ହୋଇଗଲା ନହେଲେ ବିଶ୍ବାସ କରିନଥାନ୍ତେ ! ଦୟାକରି ଏହି ଭିଡିଓ କୁ ଅଧିକ ମାତ୍ରାରେ ସେୟାର କରନ୍ତୁ….

ସମଗ୍ର ବିଶ୍ୱର ଯାନ ଜନ ସଂଖ୍ୟାର ପ୍ରାୟ ଏକ ପ୍ରତିଶତ ଭାରତ ଅଟେ । 2020 ଅନୁସାରେ , ଭାରତରେ ସଡକ ଦୁର୍ଘଟଣା ଯୋଗୁଁ ହାରାହାରି 151 ହଜାର ଲୋକ ମୃତ୍ୟୁବରଣ କରିଥିଲେ । ଅବଶ୍ୟ ଏହା ବିଶ୍ୱର ସଡକ ଦୁର୍ଘଟଣା ର ପ୍ରାୟ ଶୂନ ପ୍ରତିଶତ ଅଟେ । ଦେଶରେ ପ୍ରତିଦିନ କେଉଁଠି ନା କେଉଁଠି ସଡକ ଗୁର୍ଘଟଣା ଲୋକେ ମୃତ୍ୟୁବରଣ କରୁଛନ୍ତି । ତେବେ ଏପରି ଭାବରେ ସଡକ ଦୁର୍ଘଟଣା ହେବାର ମୁଖ୍ୟ କାରଣ ହେଉଛି , ଲୋକମାନେ ବେପାରୁଆ ଭାବରେ ଗଡି ଚାଳନା । ତେଣୁ ପ୍ରତିବର୍ଷ ସଡକ ଦୁର୍ଘଟଣା କୁ ରୋକିବା ପାଇଁ ଓ ସଡକ ଦୁର୍ଘଟଣା ରେ ମୃତ୍ୟୁହାରକୁ କମାଇବା ପାଇଁ ସରକାର ବିଭିନ୍ନ ପ୍ରାକାର ନିୟମ ମାନ ପ୍ରଣୟ କରିଛନ୍ତି ।

ଯେପରି ଦୃତ ଗତିରେ ଗାଡି ଚଳାଇବା, ଦୁଇ ରୁ ଅଧିକ ଜଣ୍ ଗାଡିରେ ବସିବା , ହେଲମେଣ୍ଟ ନ ପିନ୍ଧିବା ଭଳି ସମସ୍ୟା କୁ ଦୃଷ୍ଟିରେ ରଖି ସରକାର ଫାଇନ୍ ବ୍ୟବସ୍ଥା କରିଛନ୍ତି । ତେବେ ସରକାର ଙ୍କ ଏହି ନିୟମ କରିବା ସତ୍ତ୍ୱେ ବି ଲୋକମାନେ ଏହାକୁ ନ ମାନି ଦୁର୍ଘଟଣା ର ଶିକାର ହୋଇ ପ୍ରତିଦିନ ହଜାର ହଜାର ଲୋକ ମୃତ୍ୟୁବରଣ କରୁଛନ୍ତି । ତେବେ ଆଜି ଆମେ ଏହିଭଳି ଏକ ଦୁର୍ଘଟଣା ବିଷୟରେ କହିବାକୁ ଯାଉଛୁ . ଯାହାକୁ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇ ଯିବେ ।

ଜଣଏ ଲୋକ ରାସ୍ତା ଫାଙ୍କା ଥିବାର ଦେଖି ସ୍କୁଟି ଚଳାଇ ରାସ୍ତା ପାର ହେଉଥିଲା । କିନ୍ତୁ ସେ ଆଗକୁ ଦେଖିନଥିଲା । ଆଉ ଜଣେ ବ୍ୟକ୍ତି ବାଇକ୍ ଚଳାଇ ଦୃତ ବେଗରେ ଆଗରେ ଆସୁଥିଲା । କିନ୍ତୁ ତାଙ୍କ ସାମ୍ନା ରେ ସ୍କୁଟି ଥିବା ଦେଖି ହଢାତ୍ ତାକୁ ବଞ୍ଚାଇବା ପାଇଁ ସେ ରାସ୍ତାର ଆରପଟେ ଥିବା ଏକ ବାରଣ୍ଡାରେ ପିଟି ହୋଇଗଲା । ସେ କିଛି ଦୂରରେ ପଡିଲା । ତାଙ୍କ ବାଇକ୍ ରାସ୍ତା ମଝିରେ ପଡିଗଲା ଏବଂ ଆଗରେ ଆସୁଥିବା ଆଉ ଜଣେ ଲୋକ ସେହି ବାଇକରେ ପିଟି ହେଇ ଅଳ୍ପକେ ବଞ୍ଚିଗଲା ।

ତେବେ ଦୋକାନ ବାରଣ୍ଡାରେ ପିଟି ହୋଇ ପ୍ରାୟ 15 ଫୁଟ୍ ଦୂରରେ ପଡିଥିଲା ଏବଂ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । କିନ୍ତୁ ଯିଏ ରାସ୍ତା ପାର ହେଉଥିଲା ତାଙ୍କର ଜୀବନ ବଞ୍ଚିଗଲା । ଯାହା ପାଇଁ ଦୁର୍ଘଟଣା ହେଲା ଅର୍ଥାତ୍ ସ୍କୁଟି ବାଲାର ଜୀବନ ବଞ୍ଚିଗଲା କିନ୍ତୁ ବାଇକ୍ ବାଲାର ଗାଡି ଦୃତ ଗତିରେ ଥିବା ହେତୁ ତାଙ୍କର ଜୀବନ ଚାଲିଗଲା ।

ତେଣୁ ଗାଡି ଚଳାଇବା ସମୟରେ ନିୟମ ମାନନ୍ତୁ । ହେଲମେଣ୍ଟ ପିନ୍ଧନ୍ତୁ । ଧୀରେ ଧୀରେ ଗାଡି ଚଳାନ୍ତୁ । ଏହା ଦ୍ୱାରା ନିଜେ ନିଜର ଜୀବନ ବଞ୍ଚାଇବା ସହିତ ଅନ୍ୟର ଜୀବନ ମଧ୍ୟ ବଞ୍ଚାଇ ପାରିବ ।