ହ୍ଵାଟ୍ସଆପ ୟୁଜର୍ସ ଙ୍କ ପାଇଁ ଏକ ବଡ଼ ଖୁସି ର ଖବର ଆସିଲା, ଏଣିକି ହ୍ଵାଟ୍ସଆପ ରେ ଅନେକ ସୁବିଧା ମିଳିବ

ହ୍ଵାଟ୍ସଆପ ୟୁଜର୍ସ ଙ୍କ ପାଇଁ ଏକ ବଡ଼ ଖୁସି ର ଖବର ଆସିଲା, ଏଣିକି ହ୍ଵାଟ୍ସଆପ ରେ ଅନେକ ସୁବିଧା ମିଳିବ | ତେବେ ଗୋଟିଏ ନୁହେଁ ବରଂ ଏକାଧିକ ଡିଭାଇସ ରେ ହ୍ଵାଟ୍ସଆପ ଖୋଲି ହେବ, ତାହା କିପରି ହୋଇ ପାରିବ ଆସନ୍ତୁ ଏହି ସମ୍ପର୍କ ରେ ଜାଣିବା | ତେବେ ବ୍ୟବହାରିକାରୀ ଙ୍କ ପାଇଁ ହ୍ଵାଟ୍ସଆପ ମେସେଞ୍ଜର ଏକ ନୂଆ ସୁବିଧା ଆଣିଛି, ଜଣେ ୟୁଜର୍ସ ଏବେ ସେହି ହ୍ଵାଟ୍ସଆପ କୁ ଏକା ସଙ୍ଗେ ଏକାଧିକ ଡିଭାଇସ ରେ ଖୋଲି ପାରିବେ | ଏହି ବଶିଷ୍ଠ ସହାୟତା ରେ ୟୁଜର୍ସ ନିଜ ହ୍ଵାଟ୍ସଆପ ଆକାଉଣ୍ଟ ର ଲଗଇନ ସ୍ମାର୍ଟ ଫୋନ ସମେତ ଲ୍ୟାପଟପ, ଟାବଲେଟ ବା ଅନ୍ୟ କୌଣସି ଡିଭାଇସ ରେ କରି ପାରିବେ |

କେବଳ ଏତିକି ନୁହେଁ ବରଂ ଏହି ଆକାଉଣ୍ଟ କୁ ଲଗାଇନ କରି ରଖିବାକୁ ଆଉ ଇଣ୍ଟରନେଟ ର ଆବଶ୍ୟକତା ପଡ଼ିବ ନାହିଁ, ଉଭୟ ଆଣ୍ଡ୍ରଏଡ ଓ ଆଇଓଏସ ବ୍ୟବହାର କରି ଏହି ନୂଆ ସୁବିଧା ର ଫାଇଦା ନେଇ ପାରିବେ |

ପୂର୍ବରୁ ହ୍ଵାଟ୍ସଆପ ର ୱେବ ଦ୍ୱାରା ଲଗଇନ କରିବା ଇଣ୍ଟରନେଟ ର ଜରୁରୀ ଥିଲା ଏହା ସହିତ ପୁଣି ସ୍ମାର୍ଟ ଫୋନ ରେ ଇଣ୍ଟରନେର୍ଟ ଓ ହ୍ଵାଟ୍ସଆପ କୁ ଅନ ରଖିବାକୁ ପଡ଼ୁ ଥିଲା | ଏବେ କିନ୍ତୁ ପ୍ରାଇମେରୀ ଡିଭାଇସ ଓ ସ୍ମାର୍ଟ ଫୋନ ବିନା ଅନ୍ୟ ଡିଭାଇସ ଦ୍ୱାରା ହ୍ଵାଟ୍ସଆପ କୁ ଚଲା ଯାଇ ପାରିବ |

ୱେବ ୟୁଜର ମାନେ ସ୍ମାର୍ଟ ଫୋନ ରେ ଇଣ୍ଟରନେର୍ଟ କନେକ୍ସନ ନ କରି ମେସେଜ ପଠାଇ ପାରିବେ ଏବଂ ଗ୍ରହଣ ମଧ୍ୟ କରି ପାରିବେ | ତେବେ ଏଥିପାଇଁ ୟୁଜର ମାନଙ୍କୁ ବିଟୋ ପ୍ରଗ୍ରାମ ରେ ସାମିଲ ହେବାକୁ ପଡ଼ିବ |

ହ୍ଵାଟ୍ସଆପ ୟୁଜର ମାନେ ଚାରୋଟି ପ୍ରଯ୍ୟାୟ ରେ ଡିଭାଇସ ରେ ଲିଙ୍କ କରି ପାରିବେ ଏବଂ ମେସେଜ କଲ ଆଦି ପ୍ରାଇଭେଟ ରେ ରହିବ ଅର୍ଥାତ କୌଣସି ତୃତୀୟ ବ୍ୟକ୍ତି ଏହାକୁ ହାସଲ କରି ପାରିବ ନାହିଁ | ଫୋନ ରେ ହ୍ଵାଟ୍ସଆପ ଖୋଲିବା ପରେ ସ୍କ୍ରିନ ର ଉପରି ପାର୍ଶ୍ୱ ରେ ଡାହାଣ ରେ ଥିବା ତିନୋଟି ବିନ୍ଦୁ ଉପରେ ଟ୍ୟାବ କରିବାକୁ ପଡ଼ିବ | ଏହା ପରେ ଲିଙ୍କ ଡିଭାଇସ ରେ ଟ୍ୟାପ କରିବା ପରେ ଏକ ଲିଙ୍କ ଆସିବ ଯେଉଁଥିରେ ହ୍ଵାଟ୍ସଆପ ର ବିଭିନ୍ନ ତଥ୍ୟ ବିଷୟ ରେ ଥିବ |

ଏହା ପରେ ଜଏନ ବିଟୋ ବଟମ ରେ ଟ୍ୟାପ କରି ହ୍ଵାଟ୍ସଆପ ଖୋଲିବାକୁ ପଡ଼ିବ | ଏହା ପରେ ୟୁଜର ମାନେ ହ୍ଵାଟ୍ସଆପ କୁ କ୍ଯୁର କଡ଼ ରେ ସ୍କାନ କରି ଖୋଲି ପାରିବେ | ହ୍ଵାଟ୍ସଆପ ର ଏହି ସବୁ ସୁବିଧା ଦ୍ୱାରା ୟୁଜର୍ସ ନିଜେ ଆକାଉଣ୍ଟ କୁ ଏକାଧିକ ଡିଭାଇସ ରେ ଲଗଇନ କରି ପାରିବେ, ଏଥିପାଇଁ କମ୍ପାନୀ ମଲ୍ଟି ଡିଭାଇସ ର ଶୁଭ ଆରମ୍ଭ କରିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।