Sadhu Bani – ମହିଳା ମାନେ ତାଙ୍କ ସ୍ୱାମୀଙ୍କୁ ଏହି ୬ଟି କଥା କେବେବି କୁହନ୍ତି ନାହିଁ !

ଆମର ପୁରାଣ ଶାସ୍ତ୍ର ଅନୁସାରେ ମଣିଷ ଜୀଵନ ର ସମସ୍ତ ଶୁଭ ଅଶୁଭ , ଭଲ ମନ୍ଦ ଆଦି ଯାହାସବୁ ଘଟିଥାଏ ତାହା ସବୁବେଳେ ଆମର କର୍ମ ଉପରେ ନିର୍ଭର କରିଥାଏ ।କେବେକେବେ ଆମେ ନିତିଦିନ ମାନି ଆସୁଥିବା କେତେକ ଧାର୍ମିକ ଗୁଣ ଉପରେ ମଧ୍ୟ ଆମର ବଞ୍ଚିବାର ଶୋଇଲି ଉଲ୍ଲେଖ ହୋଇଥାଏ ।

ଆମେ ଆପଣ ଙ୍କୁ ଏହି ପୋଷ୍ଟ ମାଧ୍ୟମ ରେ ଆମ ପୁରାଣ ରେ ବର୍ଣ୍ଣିତ ଥିବା କେତେକ ରୀତିନୀତି ବିଷୟରେ ଜଣେଇବୁ ।ଯାହାକି ଆମର ପ୍ରତିଦିନ ଜିବନ ରେ କାର୍ଯ୍ୟ ରେ ଆସିବ ।କେବେକେବେ ଆମେ ଅଜାଣତରେ ଏମିତି କିଛି ଅଭ୍ୟାସ କରିନେଇଥାଉ ଯାହା ପାଇଁ ଆମ କୁ ବହୁତ ପସ୍ତେଇବାକୁ ପଡିଥାଏ ।ତେବେ ଆମେ ଆଜି ଆପଣଂକୁ ଜଣେଇବୁ ଏହିପରି କେତେକ କାର୍ଯ୍ୟ ବିଷୟରେ ଯାହାକୁ କରିବା ଦ୍ୱାରା ଆପଣଙ୍କ ଜୀଵନ ସୁଖମୟ ହେବ।

ତେବେ ଆପଣମାନେ ଜାଣିଥିବେ ସ୍ବାମୀ-ସ୍ତ୍ରୀ ସଂପର୍କରେ ବିଶ୍ବାସ ଏବଂ ଭଲପାଇବା ସବୁବେଳେ ରହିବା ଆବଶ୍ୟକ । ଆଉ ସେହି ବିଶ୍ବାସ ଭଲପାଇବାକୁ ବଜାୟ ରଖିବା ପାଇଁ ସ୍ବାମୀ-ସ୍ତ୍ରୀ ସଂପର୍କରେ ବେଳେବେଳେ କିଛି କଥା ଲୁଚେଇବାକୁ ବା ମିଛ କହିବା ପାଇଁ ମଧ୍ୟ ପଡିଥାଏ । ତେବେ ଆଜି ଆମେ ଆପଣଙ୍କୁ କିଛି ଏମିତି କଥା କହିବୁ ଯାହା ସ୍ତ୍ରୀ ମାନେ ତାଙ୍କ ସ୍ବାମୀଙ୍କୁ ଭୁଲରେ ବି କୁହନ୍ତି ନାହିଁ ।

ଆପଣ ମାନେ ଜାଣିଥିବେ ଆମ ସମାଜରେ ସବୁ ସଂପର୍କ ଅପେକ୍ଷା ସ୍ତ୍ରୀ ଏବଂ ସ୍ବାମୀଙ୍କୁ ଅଧିକ ଗୁରୁତ୍ବ ଦିଆଯାଏ, କାରଣ ଏହି ମାନଙ୍କ ଠାରୁ ହିଁ ସମାଜ ଆଗକୁ ତଥା ସମାଜରେ ମଣିଷ ନିଜର ବଂଶ ବିସ୍ତାର କରିଥାଏ ।ସ୍ତ୍ରୀମାନେ ନିଜ ସ୍ବାମୀଙ୍କ ପାଇଁ ଜୀବନ ଦେବାକୁ ବି ପଛାନ୍ତି ନାହିଁ କିନ୍ତୁ ଏମିକି କିଛି କଥା ଅଛି ଯାହାକୁ ଗୋଟି ସ୍ତ୍ରୀ ତା ସ୍ବାମୀ କୁହେ ନାହିଁ ।

1. ସ୍ତ୍ରୀ ନିଜର ଖୁସି ବେଳେ ସେ କେମିତି ଅନୁଭବ କରେ ସେ ବିଷୟରେ ଯଦି ନିଜର ସ୍ବାମୀ ପଚାରେ ତେବେ ସ୍ତ୍ରୀ କେବେ ବି ନିଜର ସ୍ବାମୀଙ୍କୁ କହେ୍ ନାହିଁ , ଆଉ ଯଦି ବି କହେ ତାହେଲେ ମିଛ ହିଁ କହିଥାଏ ।

2. ସ୍ତ୍ରୀ ନିଜର ପୁରୁଣା ପ୍ରେମିକ ବିଷୟରେ ସ୍ବାମୀ କହେ ନାହିଁ । କାହିଁକି ନାଁ ସ୍ତ୍ରୀ ତା ସ୍ବାମୀକୁ ଯେତେ ଭଲପାଇଲେ ମଧ୍ୟ ତା ପୁରୁଣା ପ୍ରେମିକ ବା ପ୍ରଥମ ପ୍ରେମ ପାଇଁ ତା ହୃଦୟରେ କେଉଁଠି ନାଁ କେଉଂଠି ଭଲପାଇବା ଭରି ରହିଥାଏ ।

3. ସ୍ତ୍ରୀମାନେ ନିଜ ମନରେ କାମନାର ଭାବନା ଥିଲେ ମଧ୍ୟ ନିଜର ସ୍ବାମୀକୁ କେବେ କୁହନ୍ତି ନାହିଁ ।

4. ସ୍ତ୍ରୀମାନେ କେବେ ବି ନିଜଚର ସଂଞ୍ଚିତ ଧନ ବିଷୟରେ ତାଙ୍କ ସ୍ବାମୀକୁ କୁହନ୍ତି ନାହିଁ ।

5. ସ୍ବାମୀ ମାନେ ଯଦି ନିଜ ସ୍ତ୍ରୀ ସାମ୍ନାରେ ପର ସ୍ତ୍ରୀର ଚର୍ଚ୍ଚା କରନ୍ତି ତେବେ ସେ ଏହାକୁ ସହ୍ୟ କରି ପାରନ୍ତି ନାହିଁ କିନ୍ତୁ ଏହାକୁ ସ୍ବାମୀଙ୍କ ଠାରୁ ଲୁଚେଇ ରଖନ୍ତି ।

6. ଝିଅମାନେ ଝଗଡାରେ କେବେ କାହା ଠାରୁ ହାରିବାକୁ ପସନ୍ଦ କରନ୍ତି ନାହିଁ କିନ୍ତୁ ସେ ନିଜ ସ୍ବାମୀ ଠାରୁ ଜାଣିଜାଣି ହାରି ଯାଆନ୍ତି, କାରଣ ଝଗଡା ଆଗକୁ ବଢେଇବାକୁ ତାହାଁନ୍ତି ନାହିଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।