ମୁଁ ବି Namita Agrawal ହେବି ରେ winner ହେଲେ ଏହି ଲୋକପ୍ରିୟ ପ୍ରତିଯୋଗୀ ..ଜାଣନ୍ତୁ କିଏ ହେଲେ ବିଜେତା

ଗତ କାଲି ସମସ୍ତ ଙ୍କ ଅପେକ୍ଷା ର ଅନ୍ତ ହୋଇ ଯାଇଛି ଆଉ ବିଜେତା ହୋଇ ଯାଇଛନ୍ତି ଆପଣ ଙ୍କର ସେହି ଅତି ପ୍ରିୟ ସିଙ୍ଗର, ଯାହାକୁ ଆପଣ ମାନେ କମେଣ୍ଟ ମାଧ୍ୟମ ରେ ଅନେକ ଭୋଟ ଦେଇ ଥିଲେ | ତେବେ କେବଳ ବିଜେତା କିଏ ତାହା ଜାଣିବାନି ବରଂ ତାଙ୍କ ଜୀବନ ରେ ଅତି ଦୁଖଃଦ ମୟ ଘଟଣା ସମ୍ପର୍କ ରେ ମଧ୍ୟ ଜାଣିବା, ଯାହାକୁ ଶୁଣିଲେ ଆପଣଙ୍କ ଆଖିରୁ ମଧ୍ୟ ଦୁଇ ଧାର ଲୁହ ନିଶ୍ଚୟ ଆସି ଯିବ | ତେବେ କିଏ ହେଲେ ସେହି ବିଜେତା ଏବଂ କଣ ରହିଛି ତାଙ୍କ ଜୀବନ ରେ ସବୁଠାରୁ ବଡ଼ ଦୁଃଖ, ତେବେ ଆସନ୍ତୁ ଏହି ସମ୍ପର୍କ ରେ ଜାଣିବା |

ତେବେ ଏହି ରିୟାଲିଟି ସୋ ମୁଁ ବି ନମିତା ଅଗ୍ରୱାଲ ହେବି ରେ ପ୍ରଥମ ବିଜେତା ଙ୍କ ନାମ ଘୋଷଣା କରିବା ପୂର୍ବରୁ ତୃତୀୟ ସ୍ଥାନ ଅଧିକାର କରି ଥିବା ବିଜେତା ଙ୍କ ନାମ ଘୋଷଣା କରାଯାଇ ଥିଲା |

ଆଉ ଯାହାଙ୍କର ନାମ ହେଉଛି ଦେବସ୍ମିତା ଆଚାର୍ଯ୍ୟ ଏବଂ ତାଙ୍କର ଘର ହେଉଛି ପୁରୀ | ଏହା ପରେ ଦ୍ୱିତୀୟ ବିଜେତା ଙ୍କ ନାମ ଘୋଷଣା କରାଯାଇ ଥିଲା ଯିଏ କି ମୁଁ ବି ନମିତା ଅଗ୍ରୱାଲ ହେବି ର ଦ୍ୱିତୀୟ ସ୍ଥାନ ଅଧିକାର କରି ଥିଲେ, ତେବେ ସେ ହେଉଛନ୍ତି ମୟୁରଭଞ୍ଜ ର ଉପାସନା ସାହୁ |

ତେବେ ଏହାପରେ ସମୟ ଆସି ଥିଲା ଉଇନର କିଏ ଜାଣିବା ପାଇଁ, ଆଉ ବିଭିନ୍ନ ପ୍ରକାର ର ସସପେନ୍ସ ପରେ ତାଙ୍କ ନାମ ଘୋଷଣା ହୋଇ ଥିଲା ଯାହାଙ୍କର ନାଁ ଥିଲା ସୋମ୍ୟାଶ୍ରୀ ଆଚାର୍ଯ୍ୟ |

 ତେବେ ଶେଷ ରେ ଏହି କୁନି ଝିଅ ଯେପରି ଟି ବଡ଼ ବଡ଼ ପ୍ରତିଯୋଗିତା ଙ୍କୁ ହରାଇ ନିଜେ ଉଇନର ର ସ୍ଥାନ ନେଇ ପାରିଲା ସେପରି ତା ଜୀବନ ରେ ମଧ୍ୟ ସେ ଅନେକ ଦୁଃଖ ସାମ୍ନା କରିଛି | ତେବେ ସେ ତାଙ୍କ ମା ଙ୍କର ଶେଷ ସ୍ୱପ୍ନ କୁ ସାକାର କରିବା ପାଇଁ ସେ ଆଜି ଏତେ ବଡ଼ ମ୍ୟୁଜିକ ରିୟାଲିଟି ସୋ ର ବିଜେତା ହୋଇ ପାରିଛନ୍ତି |

ସୋମ୍ୟାଶ୍ରୀ ତାଙ୍କ ପ୍ରଥମ ଅଡିସନ ରେ ଦୁଃଖ ମତେ ଦେଇଛୁ ମା ଗୀତ ଟିକୁ ଗାଇ ଥିଲେ ହେଲେ ଜଜ ମାନଙ୍କୁ ଦେଖି ସେ ନର୍ଭସ ହୋଇ ଯାଇ ଥିଲେ ଏବଂ ଗୀତ ର ଅନ୍ତରା ମଧ୍ୟ ସେ ଭୁଲି ଯାଇ ଥିଲେ |

ଫଳରେ ହାତ ଦେଖି ଦେଖି ଡରି ଡରି ଗୀତ ଟିକୁ ଗାଇବା ପାଇଁ ଚେଷ୍ଟା କରିବା ବେଳେ ଉଦରବାଦୀ ଗୀତା ମହାନ୍ତ ଆଦି ଜେଜେଶ ତାଙ୍କୁ ସପର୍ଟ କରି ଥିଲେ | ଫଳରେ ସେଦିନ ହାତ ଦେଖି ଗାଇ ଥିବା ଝିଅ ଟି ଆଜି ମୁଁ ବି ନମିତା ଅଗ୍ରୱାଲ ହେବି ର ଐତିହାସିକର ପ୍ରଥମ ବିଜେତା ହୋଇ ପାରିଛନ୍ତି | ତେବେ ସୋମ୍ୟାଶ୍ରୀ ତାଙ୍କ ବଡ଼ ମା ଙ୍କ ପାଖରେ ରୁହନ୍ତି ଏବଂ ଆମେ ଆଶା କରିବୁ ଯେ ସେ ଦିନେ ବହୁତ ବଡ଼ ସିଙ୍ଗର ହେବେ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।