ollywood news ସିଙ୍ଗର ଇସ୍ପିତା ଙ୍କୁ ବିବାହ କରିବେ ଲୋକପ୍ରିୟ ଓଡ଼ିଆ ସିଙ୍ଗର କୁଳଦୀପ |

ଆମେ ଯେଉଁ ଟିଭି ଏବଂ ମୋବାଇଲ ରେ ସବୁ ଫିଲ୍ମ ବା ସିରିଏଲ ଦେଖି ଥାଉ ସେଥିରେ ଆପଣ ଦେଖି ଥିବେ ନିହାତି ଯେ କିଛି ନା କିଛି ସୁନ୍ଦର ସୁନ୍ଦର ଗୀତ ରହି ଥାଏ, ଯାହାକୁ ଶୁଣିଲେ ମନ କୁ ମଧ୍ୟ ତୁପ୍ତି ମିଳି ଯାଇ ଥାଏ | ତେବେ ଆମ ଓଲିଓଡ଼ ଇଣ୍ଡଷ୍ଟ୍ରି ରେ ଅନେକ ଗାୟକ ଗାୟିକା ଅଛନ୍ତି ଯେଉଁ ମାନେ ତାଙ୍କ ସୁନ୍ଦର କଣ୍ଠ ରେ ଅନେକ ସୁନ୍ଦର ସୁନ୍ଦର ଗୀତ ଗାଇ ଲୋକ ମାନଙ୍କର ଭଲ ପାଇବାକୁ ହାସଲ କରି ପାରିଛନ୍ତି |

ତେବେ ଆପଣ ମାନେ ତ ଜାଣିଛନ୍ତି ସେଲିବ୍ରେଟି ଙ୍କ ଜୀବନ ସାଧାରଣ ଲୋକ ଙ୍କ ଠାରୁ ଟିକେ ଅଲଗା ଧରଣ ର ହୋଇ ଥାଏ ଏବଂ ସେମାନେ ବହୁତ ଷ୍ଟାଇଲିସ ଜୀବନ ଯାପନ କରି ଥାଆନ୍ତି | ତେବେ ତାଙ୍କର ଛୋଟ ଛୋଟ ଖୁସି କୁ ମଧ୍ୟ ସେମାନେ ସୋସିଆଲ ମିଡ଼ିଆ ରେ ସେୟାର କରି ଥାଆନ୍ତି ଯାହାକୁ ଦେଖି ଲୋକ ପସନ୍ଦ ମଧ୍ୟ କରି ଥାଆନ୍ତି

ତେବେ ଆମେ ଆଜି ଏଭଳି ଗାୟକ ଓ ଗାୟିକା ଙ୍କ କଥା କହିବୁ ଯାହାଙ୍କର ଗୀତ ଶୁଣିଲେ ବହୁତ ମଧୁର ଲାଗି ଥାଏ | ତେବେ ଆପଣ ଗାୟକ କୁଳଦୀପ ଙ୍କୁ ତ ଭଲ ଭାବରେ ଜାଣି ଥିବେ ଯିଏ କି ଅନେକ ସୁପରହିଟ ଫିଲ୍ମ ରେ ଗୀତ ଗାଇଛନ୍ତି ଏବଂ ତାଙ୍କ ଗୀତ ଯିଏ ବି ଶୁଣେ ସେ କେବଳ ପ୍ରଶଂସା ହିଁ କରେ |

ତେବେ ତାଙ୍କର ବର୍ତ୍ତମାନ ବିବାହ ହେବାକୁ ଯାଉଛି ଏବଂ ଯାହା ସହିତ ସେ ବିବାହ ବନ୍ଧନ ରେ ବାନ୍ଧି ହେବାକୁ ଯାଉଛନ୍ତି ତାଙ୍କୁ ଜାଣିଲେ ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ହେବା ସହିତ ଖୁସି ମଧ୍ୟ ଅନୁଭବ କରିବେ | ଆପଣ ପ୍ରସିଦ୍ଧ କଣ୍ଠଶିଳ୍ପୀ ଇସ୍ପିତା ଙ୍କୁ ବେସ ଭଲ ଭାବରେ ଜାଣି ଥିବେ ଯିଏ କି କେବଳ ଫିଲ୍ମ ରେ ଗୀତ ଗାଆନ୍ତି ନାହିଁ ବରଂ ଅନେକ ଭଜନ ବି ସେ ଖୁବ ସୁନ୍ଦର ଭାବେ ପରିବେଷଣ କରିଛନ୍ତି |

ତେବେ ଲୋକପ୍ରିୟ ଗାୟକ କୁଳଦୀପ ଏବଂ କଣ୍ଠଶିଳ୍ପୀ ଇସ୍ପିତା ଦୁହେଁ ବିବାହ ବନ୍ଧନ ରେ ବାନ୍ଧି ହେବାକୁ ଯାଉଛନ୍ତି | ତେବେ ଦୁହେଁ କେବଳ ସୁନ୍ଦର ଗୀତ ଗାଆନ୍ତି ନାହିଁ ବରଂ ଏହି ଦୁଇ ଯୋଡି ଦେଖିବାକୁ ମଧ୍ୟ ବହୁତ ସୁନ୍ଦର |

ସୂଚନା ଅନୁଯାଇ ଦୁହେଁ ପରସ୍ପର ଙ୍କୁ ଭଲ ପାଉ ଥିଲେ, କିନ୍ତୁ ଏବେ ସେ ଭଲ ପାଇବା ବିବାହ ରେ ପରିଣତ ହେବାକୁ ଯାଉଛି | ତେବେ ଦୁହିଁଙ୍କର ବର୍ତ୍ତମାନ ନିର୍ବନ୍ଧ ସରି ଯାଇଛି, ଯାହାକି ଏହି ଖୁସି କୁ ଦୁଇ ଜଣ ନିଜେ ସୋସିଆଲ ମିଡ଼ିଆ ର ନିଜ ଆକାଉଣ୍ଟ ରେ ପୋଷ୍ଟ କରି ଏହି ଖୁସି କୁ ଜଣାଇଛନ୍ତି | ତେବେ ଲୋକ ମାନେ ମଧ୍ୟ ଏହି ଯୋଡି କୁ ବେସ ପସନ୍ଦ କରିଛନ୍ତି ଏବଂ ଏହି ଯୋଡି ସର୍ବଦା ଖୁସି ରୁହନ୍ତୁ ଏହା ହିଁ ଆମର କାମନା |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।