ଦେଖନ୍ତୁ ଭିଡିଓ ! ଚର୍ଚ୍ଚାରେ ଏହି ଭାଇରାଲ ଯୁବତୀ..ଭିକ ମାଗୁ ମାଗୁ ମୁଁ ଶିଖିଛି ଇଂରାଜୀ…ପୁରା କାହାଣୀ ଶୁଣିବା ପରେ ଆପଣ ଆଶ୍ଚର୍ଯ୍ୟ ହେବେ

ଆପଣଙ୍କ ମନ ରେ ନିହାତି ଭାବେ ପ୍ରଶ୍ନ ଆସୁ ଥିବ ଯେ କାଠମାଣ୍ଡୁର ଭିକାରୁଣୀ ଏବଂ ତା ସହିତ ଅନୁପମ ଖିର ଙ୍କର କଣ ସମ୍ପର୍କ ରହିଛି | ତେବେ ସୂଚନା ଅନୁଯାଇ ଅନୁପମ ଖିର କାଠମଣ୍ଡୁଆ କୁ ଏକ ସୁଟିଂ ପାଇଁ ସେ ସେଠାକୁ ଯାଇ ଥିଲେ | ସେ ସେହି ସମୟ ରେ ଜଣେ ଭାରତୀୟ ଭିକାରୁଣୀ କୁ ଭେଟି ଥିଲେ ଏବଂ ଯାହାଙ୍କର ବୟସ ମାତ୍ର 13 ବର୍ଷ ଥିଲା | କିନ୍ତୁ ଭିକାରୁଣୀ ଙ୍କ ମୁହଁ ରୁ ଏମିତି ଭାବରେ ଇଂରାଜୀ ବାହାରୁ ଥିଲା ଏବଂ ଏତେ ଭଲ ଇଂରାଜୀ କହୁ ଥିଲେ ଯାହାକୁ ଦେଖି ଅନୁପମ ଖିର ଆଶ୍ଚର୍ଯ୍ୟ ହୋଇ ଯାଇ ଥିଲେ | ତେବେ ଅନୁପମ ଖିର ତାଙ୍କ ମୁହଁ ରୁ ଇଂରାଜୀ ଶୁଣିବା ପରେ ତାଙ୍କୁ ପ୍ରଶ୍ନ କରି ଥିଲେ ଯେ ତମେ ଏତେ ଭଲ ଇଂରାଜୀ ଜାଣିଲ କେମିତି |

ସେ କହି ଥିଲେ କି ମୁଁ ଯେତେବେଳେ କାଠମାଣ୍ଡୁର ଆସି ଥିଲି ଆଉ ଭିକ ମାଗିବା ଆରମ୍ଭ କଲି ଏବଂ ଭିକ ମାଗି ମାଗି ସେ ଏପରି ଇଂରାଜୀ କହିଲେ ବୋଲି ଯୁବତୀ ଜଣଙ୍କ ସିଧା ସିଧା କହିଛନ୍ତି |

ତେବେ ଏହି ଝିଅ ଟି ସେହି ସ୍ଥାନ ରେ ଭିକ୍ଷା ବୃତ୍ତି କରୁଛନ୍ତି ଏବଂ ଭିକ୍ଷା ମାଗି ମାଗି ହିଁ ଏଭଳି ସୁନ୍ଦର ଭାବେ ଇଂରାଜୀ କହିଛନ୍ତି | ସେ ଏତେ ସୁନ୍ଦର ଭାବେ ଇଂରାଜୀ କହୁଛନ୍ତି ଯାହାକୁ ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯିବେ ଏବଂ ବିଶ୍ୱାସ ମଧ୍ୟ କରି ପାରିବେ ନାହିଁ | ତେବେ ଅନୁପମ ତାଙ୍କୁ ବିଭିନ୍ନ ପ୍ରକାର ରେ ପ୍ରଶ୍ନ ପଚାରି ଥିଲେ ଏବଂ ତାଙ୍କର ପ୍ରଥମ ପ୍ରଶ୍ନ ଥିଲା କି ତମେ ଏଠାକୁ କେମିତି ଆସିଲ |


ଆଉ ଝିଅ ଟି ଉତ୍ତର ଦେବାକୁ ଯାଇ କହି ଥିଲେ ଯେ ମୁଁ ରାଜସ୍ଥାନ ରେ ଥିଲି ଆଉ ରାଜସ୍ଥାନ ରେ ମଧ୍ୟ ମୁଁ କେବେ ସ୍କୁଲ ଯାଇ ପାରି ନାହିଁ କି ପାଠ ପଢି ପାରି ନାହିଁ, ତେବେ ସାଙ୍ଗ ସାଥି ଯେତେବେଳେ କାଠମଣ୍ଡୁଆ ଆସି ଗଲେ ଭିକ୍ଷା ବୃତ୍ତି କରିବା ପାଇଁ ସେହି ସମୟ ରେ ମୁଁ ମଧ୍ୟ ସେମାନଙ୍କ ସହିତ ପଳାଇ ଆସିଲି |

କିନ୍ତୁ ସେ ଏହା ମଧ୍ୟ କହି ଥିଲେ ଯେ ତାଙ୍କର ସ୍କୁଲ ଯିବାକୁ ଆଉ ପାଠ ପଢିବାକୁ ବହୁତ ଇଚ୍ଛା ଅଛି ହେଲେ ସେପରି ସୁଯୋଗ ତାଙ୍କୁ ମିଳି ନାହିଁ | ଏହା ପରେ ତାଙ୍କୁ ପଚରା ଯାଇ ଥିଲା ଯେ ତମେ ରାଜସ୍ଥାନ ରେ ଭିକ୍ଷା ବୃତ୍ତି ନ କରି ନେପାଳ କୁ କଣ ପାଇଁ ଆସିଲ |

ଆଉ ଝିଅ ଜଣଙ୍କ କହି ଥିଲେ କି ସେହି ସ୍ଥାନ ଠାରୁ ମତେ ଏହି ସ୍ଥାନ ଅଧିକ ସୁରକ୍ଷିତ ଲାଗିଲା ଏବଂ ଇଂରାଜୀ କହି ପାରୁ ଥିଲେ ମଧ୍ୟ ମତେ କୌଣସି ଚାକିରୀ ଦେଲେ ନାହିଁ | ତେବେ ଏହି କଥା କୁ ସେ ପୁରା ସ୍ପଷ୍ଟ ଇଂରାଜୀ ରେ ହିଁ କହିଛନ୍ତି ଏବଂ ତାଙ୍କ ଇଂରାଜୀ କହିବାରେ ମଧ୍ୟ କୌଣସି ଭୁଲ ନାହିଁ |

ଇଂରାଜୀ କହିବା ପାଇଁ ସାଧାରଣ ସମୟ ରେ ଏବଂ ସାଧାରଣ ଲୋକଙ୍କୁ ଅନେକ କଷ୍ଟ ହୋଇ ଥାଏ ଓ ପାଠ ପଢି ସାରିବା ପରେ ମଧ୍ୟ ଅନେକ ଲୋକ ଅଛନ୍ତି ଯେଉଁ ମାନେ ଭଲ ଇଂରାଜୀ କହି ପାରନ୍ତି ନାହିଁ | କିନ୍ତୁ ଗୋଟିଏ ଝିଅ ଯିଏକି କେବେ ସ୍କୁଲ କୁ ଯାଇ ନାହିଁ ସିଏ କେତେ ସୁନ୍ଦର ଇଂରାଜୀ କହୁଛି ତାହା ସବୁଠୁ ଆଶ୍ଚର୍ଯ୍ୟ ଜନକ ଦୃଶ୍ୟ ଥିଲା |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।