ଶୁଣନ୍ତୁ ଭାଇରାଲ Audio Call : ପୋଲିସ୍ ବାବୁଙ୍କ ଜଣେ ଛାତ୍ରୀଙ୍କ ସହିତ ଅସଂଜତ କଥାବାର୍ତ୍ତା ର

ଆମର ଏହି ନିତିଦିନିଆ ସମାଜ ଦିନ କୁ ଦିନ ଏତେ କଳୁଷିତ ହେଵାକୁ ଲାଗିଲାଣି ଯେ ଯାହା କଳ୍ପନା ମଧ୍ୟ କରି ହେବ ନାହିଁ | କାରଣ ପ୍ରତିଦିନ କିଛି ନା କିଛି ଘଟଣା ଶୁଣିବାକୁ ମିଳୁଛି, ତାହା ପୁଣି ଏମିତି ଘଟଣା ଯାହା ବହୁତ ହିଁ ଲଜ୍ୟା ଜନକ ହୋଇ ଥାଏ | ଯୁଗ ଏତେ ବଦଳିଲାଣି ଏତେ ଆଗକୁ ଗଲାଣି କିନ୍ତୁ ନାରୀ କୁ ସମ୍ମାନ ଦେବା କିଛି ବ୍ୟକ୍ତି ଅଛନ୍ତି ଶିଖି ପାରିଲେ ନାହିଁ | ତେବେ ଆମ ସମାଜ ର ଶୃଙ୍ଖଳା ପାଇଁ ପୋଲିସ ମାନେ ରହିଥାନ୍ତି ଏବଂ ଜନ ସେବା ର ଦାୟିତ୍ୱ ଓ କର୍ତ୍ତବ୍ୟ ପାଇଁ ସରକାର ପୋଲିସ କୁ ପ୍ରତିମାସ ରେ ଦରମା ମଧ୍ୟ ଦେଉଛନ୍ତି | ତେବେ ଆଜି କାଲି ର ସମାଜ ରେ ଯଦି ପୋଲିସ ହିଁ ରକ୍ଷକ ବଦଳ ରେ ଭକ୍ଷକ ସାଜିବ ତେବେ ଏକ ମନୁଷ୍ୟ ସାହାଯ୍ୟ ପାଇଁ ଯିବ ତ ଯିବ କୁଆଡେ |

ତେବେ ଆଜି କାଲି ର କେତେକ ପୋଲିସ ଅଛନ୍ତି ଯେଉଁ ମାନେ ଅପବ୍ୟବହାର କରୁଛନ୍ତି, ବର୍ଦୀ ର କୌଣସି ସମ୍ମାନ ମଧ୍ୟ ରଖୁ ନାହାଁନ୍ତି | ତେବେ କେଉଁଠି ପୋଲିସ ନିଜର କାମ ପାଇଁ ପ୍ରଂଶସା ପାଇ ଥାଏ ତ ପୁଣି କେଉଁଠି ନିଜର ଅପବ୍ୟବହାର ପାଇଁ ଗାଳି ମଧ୍ୟ ଶୁଣିଥାଏ ଏବଂ ଲଜ୍ଜିତ ମଧ୍ୟ ହୋଇ ଥାଏ |

ତେବେ ସେଭଳି ଏକ ଲଜ୍ୟା ଜନକ ଘଟଣା ଦେଖିବା ପାଇଁ ମିଳିଛି ଯେଉଁଠି ପୋଲିସ ହିଁ ଏକ ଛାତ୍ରୀ ଙ୍କୁ ଖରାପ ଭାବରେ ଫୋନ ରେ କଥା ବାର୍ତା କରିଛି, ଯାହା ଏବେ ରେକର୍ଡ ହୋଇ ଭାଇରାଲ ହେବାରେ ଲାଗିଛି | ଏହି ଘଟଣା ଟି କେଉଁ ସ୍ଥାନ ରେ ତାହା ସଠିକ ଭାବେ ଜଣା ପଡ଼ି ନାହିଁ |

ତେବେ ଘଟଣା ଟି ହେଉଛି ଜଣେ ପୋଲିସ ଅଫିସର ଏକ ଛାତ୍ରୀ ଙ୍କ ସହ ଯେଭଳି ଅଶ୍ଳୀଳ ଭାବ ରେ କଥା କହିଛନ୍ତି ଯାହାକୁ ଯିଏ ନାଇ ଶୁଣିଲେ ଆଶ୍ଚର୍ଯ୍ୟ ହୋଇ ଯିବ ଏବଂ ଏହି ସମାଜ ପାଇଁ ପୋଲିସ ପଛରେ ଲୁଚି ରହି ଥିବା ରାକ୍ଷସ କୁ ଘୃଣା କରିବ |

ତେବେ ଛାତ୍ରୀ ଜଣଙ୍କ ଏହି ଘଟଣା କୁ ତାଙ୍କ ଘରେ ଜଣାଇ ଥିଲେ ଏବଂ ସେହି କଲ ରେକର୍ଡ ଟିକୁ ଏସପି ଙ୍କୁ ଶୁଣାଇ ଅଭିଯୋଗ କରି ଥିଲେ | ଏହା ପରେ ଖୋଦ ଏସପି ଏହି କଲ ରେକର୍ଡ କୁ ଶୁଣି ସେହି ରସିକିଆ ପୋଲିସ ଅଫିସର ଙ୍କୁ ସସପେଣ୍ଡ କରି ଦେଇ ଥିଲେ | ତେବେ ଯଦି ପୋଲିସ ହିଁ ଏମିତି କରିବ ତେବେ ଜଣେ ମଣିଷ ନିଜର ସୁରକ୍ଷା ପାଇଁ କାହା ପାଖକୁ ଯିବ ଏବଂ କାହାକୁ ବିଶ୍ୱାସ କରିବ | ତେବେ ଏଭଳି ଲଜ୍ୟା ଜନକ ଘଟଣା ଘଟାଉ ଥିବା ଲୋକ ମାନଙ୍କୁ କଠୋର ଦଣ୍ଡ ମିଳିବା ଉଚିତ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।