Ollywood news-ଦେଖନ୍ତୁ ଏକାଠି ଲଷ୍ମୀପୂରାଣ ପଢିଲେ ମାମା ମିଶ୍ର ଓ ଅର୍ଚ୍ଚିତା…

ଆମେ ଟିଭି ଏବଂ ମୋବାଇଲ ମାଧ୍ୟମ ରେ ହିଁ ଅନେକ କାର୍ଯ୍ୟକ୍ରମ ଦେଖି ଆମର ମନରଞ୍ଜନ କରାଇ ପାରି ଥାଉ | ଅନେକ ଫିଲ୍ମ ସିରିଏଲ ଆଦି ଆମେ ଦେଖୁ ଏବଂ ସେଥିରେ ଅଭିନୟ କରି ଥିବା ଅଭିନେତା ଓ ଅଭିନେତ୍ରୀ ମାନଙ୍କର ଫ୍ୟାନ ଆମେ ହୋଇ ଯାଇ ଥାଉ | ସେମାନେ ତାଙ୍କ ରୂପ ଏବଂ ଅଭିନୟ ଜରିଆ ରେ ସମସ୍ତ ଙ୍କର ଭଲ ପାଇବାକୁ ମଧ୍ୟ ହାସଲ କରି ପାରି ଥାଆନ୍ତି | ତେବେ ଏହି ଫିଲ୍ମ ଇଣ୍ଡଷ୍ଟ୍ରି ରେ କାମ କରୁ ଥିବା ସେଲିବ୍ରେଟି ମାନଙ୍କର ଜୀବନ ଶୈଳୀ ଟିକେ ଅଲଗା ଧରଣ ର ହୋଇ ଥାଏ କାରଣ ସେମାନେ ଅଧିକାଂଶ ଷ୍ଟାଇଲିସ ଜୀବନ ଯାପନ କରି ଥାଆନ୍ତି ଏବଂ ନିଜର ଛୋଟ ଛୋଟ ଖୁସି କୁ ମଧ୍ୟ ସୋସିଆଲ ମିଡ଼ିଆ ରେ ଉପଲୋଡ କରି ଥାଆନ୍ତି |

ତେବେ ତାଙ୍କ ଷ୍ଟାଇଲିସ ଜୀବନ ଯାପନ ମଧ୍ୟରେ କିଛି ସେଲିବ୍ରେଟି ଏମିତି ଅଛନ୍ତି ଯେଉଁ ମାନେ ନିଜର ସଂସ୍କୃତି ପରମ୍ପରା ଆଦି କୁ ଭୁଲି ନଥାନ୍ତି | ତେବେ ଆପଣ ମାନେ ତ ଜାଣିଛନ୍ତି ଆଗକୁ ମାର୍ଗଶିର ମାସ ଗୁରୁବାର ପଡୁଛି ଯେଉଁଥିରେ ବିବାହିତା ନାରୀ ମାନେ ମାତା ଲକ୍ଷ୍ମୀ ଙ୍କୁ ପୂଜା କରି ଲକ୍ଷ୍ମୀ ପୁରାଣ ପଢି ଥାଆନ୍ତି |

ତେବେ ଏହି ଲକ୍ଷ୍ମୀ ପୁରାଣ ପଢିବା ଏକ ନୂଆ ଢଙ୍ଗୀ ରେ ଟିଭି ରେ ପ୍ରସାରିତ ହେବାକୁ ଯାଉଛି ଏବଂ ଏହି ଲକ୍ଷ୍ମୀ ପୁରାଣ କୌଣସି ସିଙ୍ଗର ପଢିବେ ନାହିଁ ବରଂ ଦୁଇ ଅଭିନେତ୍ରୀ ପଢିବାକୁ ଯାଉଛନ୍ତି |

ତେବେ ଏଥର ଲକ୍ଷ୍ମୀ ପୁରାଣ ଗାଇବେ ଓଲିଓଡ଼ ର ଲୋକ ପ୍ରିୟତା ଅଭିନେତ୍ରୀ ଅର୍ଚ୍ଚିତା ଏବଂ ଲୋକ ପ୍ରିୟ ଅଭିନେତ୍ରୀ ମାମା ମିଶ୍ର | ତେବେ ଏହି ଦୁହିଁ ଅଭିନେତ୍ରୀ ଙ୍କୁ ତ ଆପଣ ବେସ ଭଲ ଭାବରେ ଜାଣିଛନ୍ତି, ମାମା ମିଶ୍ର ଯିଏ କି ପୁରୁଣା ଓଡ଼ିଆ ଚଳଚ୍ଚିତ୍ର ର ଏକ ଦମଦାର ହିରୋଇନ ଅଟନ୍ତି ଏବଂ ଅନେକ ଫିଲ୍ମ ରେ ମଧ୍ୟ ସେ ଅଭିନୟ କରି ଲୋକ ମାନଙ୍କ ମନ କୁ କିଣି ପାରିଛନ୍ତି ଆଉ ସିଦ୍ଧାନ୍ତ ମହାପାତ୍ର ଙ୍କର ସିଏ ଧର୍ମ ପତ୍ନୀ ମଧ୍ୟ ଅଟନ୍ତି |

 ତେବେ ମାମା ମିଶ୍ର ପୁଣି ଥରେ ଟିଭି ପରଦା କୁ ଫେରୁଛନ୍ତି, ବହୁତ ଦିନ ଧରି ମାମା ମିଶ୍ର ଟିଭି ପରଦା ରେ ଦେଖା ଯାଇ ନଥିଲେ | ତେବେ ଲକ୍ଷ୍ମୀ ପୁରାଣ ର ଭେଟି ନେଇ ପୁଣି ଥରେ ମାମା ମିଶ୍ର ସମସ୍ତ ଙ୍କ ସାମ୍ନା କୁ ଆସିବେ |

ତେବେ ତାଙ୍କ ସହ ନଜର ରେ ଆସୁଛନ୍ତି ନୂଆ ବିବାହିତା ସବ୍ୟସାଚୀ ଙ୍କ ଧର୍ମ ପତ୍ନୀ ବୋହୂ ରାଣୀ ଅର୍ଚ୍ଚିତା | ନିହାତି ଭାବରେ ଏହାର ଦୃଶ୍ୟ ସମସ୍ତ ଙ୍କୁ ଚକିତ କରିବା ସହିତ ଆକର୍ଷଣୀୟ ମଧ୍ୟ ହେବ | ଆପଣ ମାନେ ମାର୍ଗଶିର ମାସ ରେ ହିଁ ଦେଖି ପାରିବେ ଜି ସାର୍ଥକ ଚ୍ୟାନେଲ ରେ ଲକ୍ଷ୍ମୀ ପୁରାଣ ଏପିସଡ଼ ରେ ଅର୍ଚ୍ଚିତା ଏବଂ ମାମା ମିଶ୍ର ଯିଏ କି ଦୁହେଁ ମିଶି ଲକ୍ଷ୍ମୀ ପୁରାଣ ଗାଇବେ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।