ହେ ଭଗବାନ ! ବିଶ୍ବାସ ନହେଲେ ବି ସତ ଅଲୌକିକ ଘଟଣା, ପୁରୀ ରେ ଭାସୁଛି ପଥର ….ଦେଖନ୍ତୁ ପୁରା ଭିଡିଓ….

ଆଜି ଏଭଳି ଏକ ଚମତ୍କାର ଦୃଶ୍ୟ ସମ୍ପର୍କ ରେ କହିବୁ ଯାହାକୁ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବେ ଏବଂ ବିଶ୍ୱାସ ମଧ୍ୟ କରି ପାରିବେ ନାହିଁ | ତେବେ ପୁରୀ ରେ ଏକ ଅଲୌକିକ ଘଟଣା ଦେଖିବାକୁ ମିଳିଛି, ଯେଉଁଠି ମିଳି ଥିବା ଏକ ପଥର ପାଣିରେ ଭାସୁଛି | ଏହା କୌଣସି ଏକ ସାଧାରଣ ପଥର ନୁହେଁ ଏହା ରାମସେତୁ ପଥର ବୋଲି କେହି କେହି କହୁଛନ୍ତି | ଏହା ପଛରେ କଣ ବୈଜ୍ଞାନିକ କାରଣ ରହିଛି ତାହା ଜଣା ପଡି ନାହିଁ | ତେବେ ଏହା ଏବେ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେବାରେ ଲାଗିଛି |

ତେବେ ସେଠାରେ ପୁରୀ ବାସିନ୍ଦା କହିଛନ୍ତି ଯେ, କାଲି ଯେତେବେଳେ ବିସର୍ଜନ କରିବାକୁ ବାସିନ୍ଦା ମାନେ ଯାଇ ଥିଲେ ତ ସେତେବେଳେ ବିସର୍ଜନ କରି ସାରିବା ପରେ ସେଠାରେ ଜଣେ ଜଗନ ନାମକ ବ୍ୟକ୍ତି ଯିଏ କି ଅଟୋ ଡ୍ରାଇଭର ଅଟନ୍ତି, ସିଏ ଏକ ପଥର କୁ ଲୋକ ମାନଙ୍କୁ ଦେଖାଇ ଥିଲେ ଯେଉଁ ପଥର ଯାହା ପାଣିରେ ଭାସିବାକୁ ଲାଗୁଛି |

ତେବେ ଏହି ଅଲୌକିକ ଦୃଶ୍ୟ ଟି ସେମାନେ ମାର୍କଣ୍ଡ ପୋଖରୀ ରେ ଦେଖିବା ପାଇଁ ପାଇ ପାରି ଥିଲେ | ତେବେ ସେହି ମାର୍କଣ୍ଡ ପୋଖରୀ କୂଳ ରେ ବର୍ଷା ସମୟ ରେ ପହଞ୍ଚି ଥିଲେ ଏବଂ ବର୍ଷା କୁ ଖାତିର ନ କରି ପୁଣି ଆଉ ଥରେ ସେହି ପଥର କୁ ପାଣିରେ ପକାଇ ଥିଲେ ଏବଂ ତାହା ଭାସିବାରେ ଲାଗି ଥିଲା |

 ତେବେ ଆପଣ ମାନେ ଜାଣି ମଧ୍ୟ ଥିବେ ଯେ ପୌରାଣିକ ତ୍ରେତୟା ଯୁଗ ରେ ଆଗରୁ ପୁରାତନ କାଳ ରେ ପ୍ରଭୁ ରାମଚନ୍ଦ୍ର ଯେତେବେଳେ ସେତୁ ବନ୍ଧ କରି ଥିଲେ, ସେତେବେଳେ ଏହି ପରି ଭାବେ କିଛି ପଥର ଭାସମାନ ଅବସ୍ଥା ରେ ଥିଲା ଏହି କଥା କେତେ ପୁରାଣ ରେ ମଧ୍ୟ ଲେଖା ହୋଇଛି |

କିନ୍ତୁ ଆଜି କାଲି ଦୁନିଆ ଏଭଳି ଏକ ଦୃଶ୍ୟ ବହୁତ ବିସ୍ମୟ କର ଅଟେ, ତେବେ ଏହି ପଥର କୁ ପରୀକ୍ଷା ନିରୀକ୍ଷା କରି ଦେଖିଲେ ହିଁ ଜଣା ପଡିବ ଯେ ଏହା ଭିତରେ କଣ ଅଛି | ତେବେ ଏହା ମଧ୍ୟ ଜଣା ପଡିଛି ଯେ ସେହି ପଥର କୁ ଛୁଇଁଲେ ମଧ୍ୟ ଦେହ ରେ ସିଂହରଣ ଖେଳି ଯାଉଛି |

 

ଆଉ ଗ୍ରାମ ବାସୀ ମାନେ ଏହା ମଧ୍ୟ ଦାବି କରି କହି ଥିଲେ ଯେଉଁ ବ୍ୟକ୍ତି ଜଣଙ୍କ ଏହି ପଥର ପାଇଛନ୍ତି ତାର ଉଚିତ ମୂଲ୍ୟ ଦେଇ ଏହି ପଥର ଟିକୁ ରଖାଯାଉ | କାରଣ ସେ ବ୍ୟକ୍ତି ହେଉଛନ୍ତି ଏ ପଥର ର ସନ୍ଧାନ ପାଇଛନ୍ତି ଏବଂ ସେ ଏକ ବଡ଼ ଭକ୍ତ କାରଣ ଭକ୍ତ ହୋଇ ନଥିଲେ ସେ ଏହି ରାମ ସେତୁ ପଥର ପାଇ ପାରି ନଥାନ୍ତେ ତେଣୁ ଏହା କହି ସେ ମଧ୍ୟ ଗଣ ମାଧ୍ୟମ କୁ ଅନୁରୋଧ କରିଛନ୍ତି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।