ପ୍ରେମ ନଗରୀରେ ଚାଲିଛି ପ୍ରେମଲୀଳା, ଦେଖନ୍ତୁ ଏଠି କଣ ସବୁ ଚାଲିଛି…ଦେଖନ୍ତୁ ଭିଡ଼ିଓ

ପ୍ରେମ ଏକ ପବିତ୍ର ସମ୍ପର୍କ ହୋଇ ଥାଏ, ଯାହାକୁ ଲିଭେଇବା ପାଇଁ ମଣିଷ ଠିକ କଣ ଭୁଲ କଣ ତାହା ଜାଣି ପାରି ନାହିଁ | ପ୍ରେମ ପାଇଁ ମଣିଷ ତା ବାପା ମା ଏବଂ ସାରା ଦୁନିଆଁ କୁ ମଧ୍ୟ ଭୁଲି ଯାଇ ଥାଏ | ଆଗ କାଳ ରେ ପ୍ରେମ ଏକ ପବିତ୍ର ସମ୍ପର୍କ ଥିଲା ପ୍ରେମ ପାଇଁ ଜାତି ଧର୍ମ ମଧ୍ୟ ଦେଖୁ ନଥିଲେ, କୌଣସି ସ୍ୱାର୍ଥ ମଧ୍ୟ ରଖୁ ନଥିଲେ ପରସ୍ପର ପ୍ରତି ବିଶ୍ୱାସ ଏବଂ ସମ୍ମାନ ମଧ୍ୟ ରହୁ ଥିଲା ଏବଂ କେହି କାହାକୁ ଧକ୍କା ମଧ୍ୟ ଦେଉ ନଥିଲେ | ଆଜି କାଲି ର ସମାଜ ରେ ପ୍ରେମ ଏକ ଫ୍ୟାସନ ହୋଇ ଗଲାଣି, ଯାହା ଦିନ କୁ ଦିନ ଦୁନିଆଁ କୁ କଳୁଷିତ କରିବାରେ ଲାଗୁଛି |

ପ୍ରେମ କରିବା ଭୁଲ ନୁହେଁ କିନ୍ତୁ ପ୍ରେମ କରି ଯିଏ ଲଜ୍ୟା ଜନକ କାମ କରି ଥାଏ ତାହା ଭୁଲ ହୋଇ ଥାଏ | ବଡ଼ ମାନଙ୍କ ଠୁ ଏପରି ବ୍ୟବହାର ଦେଖି ଛୋଟ ଛୋଟ ଛୁଆ ମାନେ ବି ପ୍ରେମ କଣ ଜାଣିଲେଣି | ଆଜି ର ଯୁବ ପିଢ଼ି ମାନେ ପ୍ରେମ କରିବା କେବଳ ଶାରୀରିକ ସମ୍ପର୍କ ରଖିବା ବୋଲି ଭାବି ନେଇଛନ୍ତି | ତେବେ ପ୍ରେମ କୁ ନେଇ ଏକ ଲଜ୍ୟା ଜନକ ଘଟଣା ଆଖି ସାମ୍ନା କୁ ଆସିଛି |

ଆଜି ଏଭଳି ଏକ ଘଟଣା ବିଷୟ ରେ ଜଣାଇବୁ ଯାହାକୁ ଜାଣିଲେ ଆପଣ ମଧ୍ୟ ଲଜ୍ୟା ଅନୁଭବ କରିବେ ଏବଂ ଭାବିବେ ଯେ ଆଜି ର ଯୁବ ପିଢ଼ି ପ୍ରେମ କୁ କେଉଁ ସ୍ଥାନ ରେ ନେଇ ପହଞ୍ଚାଇ ସାରିଲେଣି | ତେବେ ଏପରି ଏକ ଭିଡ଼ିଓ ଭାଇରାଲ ହୋଇଛି ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇ ଯିବେ |

ସତେ ଯେଭଳି ସେହି ସ୍ଥାନ କୁ ପ୍ରେମୀ ଯୁଗଳ ମାନଙ୍କ ପାଇଁ ସ୍ଥାପନ କରା ଯାଇଛି ଏବଂ ପ୍ରେମୀ ଯୁଗଳ ମାନେ ବିନା ଭୟ ରେ ସେହି ସ୍ଥାନ ରେ ରାସଲୀଳା କରୁଛନ୍ତି | ତେବେ ସେହି ପ୍ରେମୀ ଯୁଗଳ ମାନେ ଏପରି ଅଶ୍ଳୀଳ ଭାବ ରେ କାର୍ଯ୍ୟ କରୁ ଥିଲେ ଯେ ଯାହାକୁ ଆପଣ ମାନେ ଦେଖିଲେ ଲଜ୍ୟା ଅନୁଭବ କରିବେ, କିନ୍ତୁ ତାଙ୍କର ନା ଭୟ ଥିଲା ନା ଲଜ୍ୟା ଥିଲା |

ତେବେ ଏହି ଦୃଶ୍ୟ କୁ କେହି ଜଣେ ନିଜ ମୋବଇଲ ରେ କଏଦ କରିଛି ଯାହା ଏବେ ଚାରି ଆଡେ ଭାଇରାଲ ହେବାରେ ଲାଗିଛି | ସେମାନେ ରାସଲୀଳା ରେ ଏତେ ବ୍ୟସ୍ତ ଥିଲେ ଯେ କେହି ଜଣେ ତାଙ୍କୁ ଭିଡ଼ିଓ କରୁଛି ବୋଲି ସେମାନେ ଜାଣି ମଧ୍ୟ ପାରୁ ନଥିଲେ | ତେବେ ଏଭଳି ଦୃଶ୍ୟ ଆଗାମୀ ପିଢ଼ି ଙ୍କ ପାଇଁ କଣ ପ୍ରଭାବ ପକେଇବ ତାହା ଆପଣ ମାନେ ହିଁ ଚିନ୍ତା କରନ୍ତୁ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।