ଦେଖନ୍ତୁ ଭିଡ଼ିଓ । ନମିତା ଅଗ୍ରୱାଲ ଙ୍କୁ ଟକ୍କର ଦେଲେ ଗାଁ ର ଏହି ମହିଳା, ଗୀତ ଟି ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି…..

କୁହାଯାଏ କି , କେବେବି ବହିର କଭର କୁ ଦେଖି ତାର ଭିତରେ ଥିବା ଜ୍ଞାନକୁ ଅଣଦେଖା କରିବା ଉଚିତ୍ ନୁହେଁ। କାରଣ ସବୁବେଳେ ଯାହା ଆମକୁ ଦେଖାଯାଏ ତାହା ସତରେ ସେହିପରି ହୋଇନଥାଏ ।ତେଣୁ କୌଣସି ଜିନିଷ ଦେଖି ଦେଇ ତା ଉପରେ ଜଜମେଣ୍ଟ ଦେବା ଉଚିତ୍ ନୁହେଁ ।ତେବେ ସାଧାରଣତଃ ଭାବରେ ଆମେ ମାନେ ସବୁ ଆଧୁନିତ ଯୁଗର ମଣିଷ ।ଆମକୁ ମୋବାଇଲ୍ ଓ ଇଣ୍ଟରନେଟ୍ ମାଧ୍ୟମରେ ସବୁ କିଛି ମିଳି ପାରୁଛି । ଦେଶ ଦୁନିଆ ବିଷୟରେ ସବୁକିଛି ଜାଣି ପାରୁଛେ ।କେଉଁ ଜାଗାରେ କ ଣ ସବୁ ଘଟୁଛି ତାହା ବିଷୟରେ ଅବଗତ ହୋଇ ପାରୁଛେ ।

ତେଣ ୁପ୍ରାୟ ଏହି ଆଧୁନିକ ଯୁଗର ଯୁବପିଢି ମାନେ ପୁରଣା ଲୋକ ତଥା ବୃଦ୍ଧ ଓ ବୃଦ୍ଧା ଙ୍କୁ ଏତେ ପସନ୍ଦ କରନ୍ତି ନାହିଁ ।କିନ୍ତୁ ଆମେ ଆଜି ଆପଣଙ୍କୁ ଜଣେ ଭାଇରାଲ୍ ବୁଢୀ ମାଉସୀ ଙ୍କ ବିଷୟରେ ଜଣେଇବୁ ଯାହାକୁ ଦେଖିଲେ ଆପଣ ତାଙ୍କର ଟାଲେଣ୍ଟ କୁ ପ୍ରସଂଶା କରିବେ ।ତେବେ ବର୍ତ୍ତମାନ ଟେକ୍ନୋଲୋଜି ର ଦୁନିଆ ଯେଉଁଥିରେ ସବୁଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ନିର୍ବାହ କରିଥାନ୍ତି ସୋସିଆଲ୍ ମିଡିଆ ଏବଂ କ୍ୟାମେରା ।କୌଣସି ବି ଘଟଣା କୁ କ୍ୟାମେରାରେ ରେକର୍ଡ କରି ସୋସିଆଲ୍ ମିଡିଆରେ ପୋଷ୍ଟ କରିଥାନ୍ତି ।

ତାପରେ ସମସ୍ତ ଭିଡିଓ , ଫୋଟ ଆଦି ସବୁ ବହୁତ ଚର୍ଚ୍ଚାରେ ଥାନ୍ତି ।ତେବେ ଆଜି ଆମେ ଯେଉଁ ଭାଇରାଲ୍ ଭିଡିଓ ଟି ବିଷୟରେ କହିବାକୁ ଯାଉଛୁ ତାହା କୌଣସି ପ୍ରେମୀ ଯୁଗଳ ଙ୍କର ଭାଇରାଲ୍ ଭିଡିଓ ନୁହେଁ କି କୌଉ ଫିଲ୍ମ ଅଭିନେତା ଓ ଅଭିନେତ୍ରୀ ଙ୍କର ନୁହେଁ ।

ଏହା ଜଣେ ଗରିବ ସାଧାରଣ ବୁଢୀ ମାଉସୀର ଭିିଡଓ । ଏହି ବୁଢୀ ମାଉସୀ ଜଣକ ଏକ ସୁନ୍ଦର କବିତା ଗାଉଛନ୍ତି ବର୍ତ୍ତମାନ ର ସମାଜରେ ପରିସ୍ଥିତି କୁ ନେଇ । ଯେଉଁ କବିତାଟି ଶୁଣିଲେ ଆପଣ ମଧ୍ୟ କହିବେ ଅଲ୍ଡ ଇଜ୍ ଗୋଲ୍ଡ ବୋଲି ।

ତେେବ ଏହି ମାଉସୀ ଜଣଙ୍କ କବିତା ଟି କେଉଁ ପୁସ୍ତକ ରୁ ସଂଗ୍ରହ କରି ନାହାନ୍ତି । ବରଂଲବର୍ତ୍ତମାନ ର ଏହି କରୋନା ପରିସ୍ଥିତି , ସରକାରଙ୍କ ସମସ୍ତ ଯୋଜନା ଓ ସୁବିଧା ,ସହହଯୋଗ , ଯୁବପିଢୀ ଙ୍କ ଉପରେ ଟେକ୍ନୋଲୋଜି ର ପ୍ରଭାବ , ଲୋକମାନଙ୍କର ସମାଜ ରେ ପରିସ୍ଥିତି ଆଦିକୁ ଦେଖି ଜାଣି ଆଉ ତାକୁ ବୁଝି ନିଜେ ଗାଉଛନ୍ତି ଏହି କବିତାକୁ ।ସେ ତାଙ୍କର ଜ୍ଞାନ ବଳରେ କବିତାର ପ୍ରତିଶବ୍ଦ ର ସମାଜ ର ପ୍ରାକୃତିକ ପରିସ୍ଥିତି କୁ ବଖାଣିଛନ୍ତି ।

ଅତି ସୁନ୍ଦର ଭାବରେ ନିଜ ଏ ସ୍ୱର ଦେଇ ସେ ତାକୁ ଗାନ କରୁଛନ୍ତି କି ବର୍ତ୍ତମାନର କବି ସମ୍ରାଟ ମାନେ ତାଙ୍କ ଆଗରେ ହାର ମାନି ଯିବେ ।ତେବେ ସେହି ବୁଢୀ ମାଉସୀ ଙ୍କର ଏହି କବିତାକୁ ତାଙ୍କ ମୁହଁରେ ଗାନ କରୁଥିବା ସମୟରେ କେହି ଜଣେ ଏହାକୁ ରେକର୍ଡ କରି ସୋସିଆଲ୍ ମିଡିଆରେ ପୋଷ୍ଟ କରିଥିଲେ ।ଯାାହକି ବର୍ତ୍ତମାନ ନିଆଁ ପରି ଭାଇରାଲ୍ ହେବାରେ ଲାଗିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।