ଦେଖନ୍ତୁ Viral ଭିଡିଓ ! ପୁଣି ଜଣେ BDO ମାଡାମ୍ ଙ୍କ ରଙ୍ଗିନ୍ ଡ୍ୟାନ୍ସ ସୋସିଆଲ ମି଼ଡିଆରେ ଭାଇରାଲ ହେଉଛି ! ନାଚିକି ଧୂଆଁ ଉଡାଇଲେ ବିଡିଓ ମାଡାମ …..

ଡିଜିଟାଲ୍ ଯୁଗରେ ପ୍ରାୟତଃ ସମସ୍ତଙ୍କ ସ୍ମାର୍ଟ ଫୋନ ରହିଛି ଏବଂ ସମସ୍ତେ କିଛି ନା କିଛି କାର୍ଯ୍ୟ ପାଇଁ ଏହାର ବ୍ୟବହାର ମଧ୍ୟ କରୁଛନ୍ତି । ଯୁବପିଢି ସୋସିଆଲ୍ ମିଡିଆର ବ୍ୟବହାର ବହୁଳ ମାତ୍ରାରେ କରୁଥିବାର ଦେଖିବାକୁ ମିଳୁଛି । ତେବେ କିଛି ଖବର ଅଳ୍ପ ସମୟ ମଧ୍ୟରେ ପାଇବା ପାଇଁ ଏହା ଏକ ସହଜ ମାଧ୍ୟମ ପାଲଟିଛି ଇଣ୍ଟରନେଟ୍ , ଡିଜିଟାଲ୍ ସେବା ।ସେଥିପାଇଁ ଅନେକ କିଛି ଘଟଣାର ଭିଡିଓ ଆମେ ଘରେ ରହି ଅନେକ ସମୟରେ ଦେଖିବା ପାଇଁ ପାଉଛୁ । ଅନେକ ଘଟଣା ବିଷୟରେ ଅବଗତ ହୋଇ ପାରୁଛୁ । ଏହି କ୍ରମରେ ଆପଣ ସୋସିଆଲ୍ ମିଡିଆରେ ପ୍ରତିଦିନ ଅନେକ ଭାଇରାଲ୍ ଭିଡିଓ ନିଶ୍ଚିତ ଦେଖୁଥିବେ ।

ଆଉ ସେ ମଧ୍ୟରୁ ଖୁସି ହେଲା ଭଳି , ମଜା ମସ୍ତି କଲା ଭଳି ଏବଂ ଦୁଃଖ ବେଦନା ଓ ଭୟଭିତ କଲା ଭଳି ମଧ୍ୟ ଆପଣ ଏଠାରେ ନିୟମିତ ଭାବରେ ଦେଖିବାକୁ ପାଇଥିବେ । ତେବେ ସେଥି ମଧ୍ୟରୁ କିଛି ଭିଡିଓ ଏମିତି ଅଛି ଯାହା ଅନ୍ୟ ଭିଡିଓ ଠାରୁ ଟିକେ ଅଲଗା କାରଣ ଏହା ବହୁତ ମଜାଳିଆ ବା କୌତୁକିଆ ହୋଇଥାଏ ।

ସ୍ୱାଭବିକ ଭାବରେ ଆମେ ଅନେକ ପ୍ରକାର ର ଘଟଣାକୁ ନିଜେ ଦେଖିଥାଉ ଏବଂ ତାହା ସାଧାରଣ ହୋଇଥିବାରୁ ଆମେ ତାରୁ ବିଶ୍ୱାସ ମଧ୍ୟ କରିଥାଉ । ତେବେ କୌତୁକିଆ ଭିଡିଓ ଗୁଡିକ ସାଧାରଣତଃ ଆମକୁ ମନରଞ୍ଜନ ର ସୁରାକ ଯୋଗାଇଥାଏ ।

ଏହାକୁ ଦେଖିଲେ ଆମେ ବହୁତ କୁସି ହୋଇଥାଉ । ବିଭିନ୍ନ ସମୟରେ ଅନେକ ଲୋକ ସେମାନଙ୍କ ମତକୁ , ପସନ୍ଦ ନପସନ୍ଦକୁ ସୋସିଆଲ୍ ମିଡିଆରେ ସେୟାର କରିଥାନ୍ତି । ଏହା କିଛି ଜଣଙ୍କୁ ବହୁତ ଭଲ ଲାଗିଥାଏ ।

 ତେବେ ଏବେ ଆମେ ଜାଣିବା ଏବଂ ଦେଖିବା ଏକ ଏମିତି ଭାଇରାଲ୍ ଭିଡିଓ ବିଷୟରେ ଯାାହ ଆପଣଙ୍କୁ ଚକିତ କରିବା ସହିତ ଖୁସି ମଧ୍ୟ କରାଇବ । ତେବେ ବର୍ତ୍ତମାନ ପାର୍ବଣର ସମୟ ଚାଲିଛି । ସମସ୍ତଙ୍କ ଘରେ ଭଲ ମନ୍ଦ ପିଠା ପଣା ହସ ଖୁସି ଜୋର ସୋର ଲାଗି ରହିଛି । ବନ୍ଧୁ ବାନ୍ଧବ ମାନେ ମଧ୍ୟ ଆସିଥାଆନ୍ତି । ସମସ୍ତେ ପରସସ୍ପରକୁ ଦୁର୍ଗାପୂଜାର ଦାର୍ଦ୍ଦିକ ଅଭିନନ୍ଦନ ଜଣାଇ ଥାଆନ୍ତି ।

କିନ୍ତୁ ଏଠାରେ ଅଲଗା ପ୍ରକାର ଶୁଭେଚ୍ଛା ଦେଇଛନ୍ତି ପୁରୀ ଜିଲ୍ଲାର ଅସ୍ତରଙ୍ଗ ବ୍ଲକର ବିଡିଓ ବେବିତା ମଞ୍ଜରୀ ନାୟକ । ତାଙ୍କର ଡ୍ୟାନ୍ସ ଭିଡିଓ ବର୍ତ୍ତମାନ ଅସ୍ତରଙ୍ଗ ଅଞ୍ଚଳରେ ମୋବାଇଲ୍ ରୁ ମୋବାଇସ୍ କୁ ଘୂରି ବୁଲୁଛି । ବିିଡିଓ ବେବିତା ମଞ୍ଜରୀ ନାୟକ କୁଆଡେ ପାର୍ବଣ ପୂଜା ପାଇଁ ଏହି ଡ୍ୟାନ୍ସ ଭିଡିଓ ମାଧ୍ୟମରେ ବାର୍ତ୍ତା ଦେଇଥିବା ଜଣା ପଡିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।