ପେଟରେ ଥିବା ଛୁଆ ( ପୁଅ ନା ଝିଅ ) – ୬ଟି ଉପାୟରୁ ଜାଣନ୍ତୁ ୧୦୦% ଗ୍ୟାରେଣ୍ଟି – Ramdev Health Tips

ବନ୍ଧୁ ଗଣ ଯେତେ ବେଳେ ମହିଳା ଟିଏ ଗର୍ଭବତୀ ଥାଏ ସେତେ ବେଳେ ତାର ମନରେ ଅନେକ ପ୍ରଶ୍ନ ଉଙ୍କି ମାରେ ଯେ ତାର ପେଟରେ ବଢୁଥିବା ପିଲାଟି ଝିଅ ନା ପୁଅ l କାରଣ ସେହି ଅନୁସାରେ ପିଲାର ଘରକୁ ଆଗମନରେ ସ୍ୱାଗତ କରାଯିବାର ପ୍ରସ୍ତୁତ କରାଯିବ l କିନ୍ତୁ ଅନେକ ସମୟରେ ୟେ ହୋଇଥାଏ l ଅନେକ ଲୋକ ପେଟରେ ଥିବା ଭୃଣ ଝିଅ ନା ପୁଅ ଜାଣି ତାହାର ହତ୍ୟା କରୁଛନ୍ତି l

କିନ୍ତୁ ଏହା ଆଇନ ଗତ ଅପରାଧ ହୋଇଥାଏ l ଆମର ଏହି ଯେଉଁ ଉପାୟ କହୁଛୁ ସେଥିରେ କିଛି ପ୍ରମାଣିକତା ନାହିଁ ଯେ ଭୃଣ ଟି ନିଶ୍ଚିତ ରୂପେ ଝିଅ ଅଥବା ପୁଅ ହେବ l

ଏହି ଉପାୟ ଗୁଡିକ ଦ୍ୱାରl ଆମେ ଅନୁମାନ ଲଗେଇ ପlରିବା l କିନ୍ତୁ ଅନେକ ସମୟରେ ଏହା ର ବିପରୀତ ହୋଇଥାଏ l ଆମେ ଯେଉଁ ଉପାୟ ଆପଣଙ୍କୁ କହିବୁ ଏହି ଉପାୟ ହେଉଛି ମନୋବିଜ୍ଞାନ ଆଧାରିତ ଅଟେ l ଅର୍ଥାତ ଏହା ଆମେ ଗର୍ଭବତୀ ମହିଳାର କେତେ ଗୋଟିଏ ବ୍ୟବହାର ତଥା ଲକ୍ଷଣ ଆଧାରରେ ଅନୁମାନ ଲଗେଇପାରିବl l ଯାହାଦ୍ୱାରା ଆମେ ଜାଣି ପlରିବା ଯେ ପିଲାଟି ପିଲାଟି ଝିଅ ଅଥବା ପୁଅ ଅଟେ l ତେବେ ଚାଲନ୍ତୁ ଜାଣିବା ଏହି ସବୁ ଲକ୍ଷଣ ଗୁଡିକ କଣ l ଯାହାଦ୍ୱାରା ଆମେ ଜାଣିବା ପିଲାଟି କଣ l

1-ଯଦି ଗର୍ଭବତୀ ମହିଳାର ବାହାରିଥିବା ପେଟଟି ଆଗକୁ ଗୋଲାକାର ହୋଇ ବାହାରିଥିବ l ତାହାଲେ ପିଲାଟି ପୁଅ ହୋଇପାରେ l ଯଦି ଗର୍ଭବତୀ ମହିଳାର ପେଟ ଗୋଲ ଏବଂ ବଡ଼ ହୋଇଥାଏ ତାହାଲେ ଝିଅ ହେବାର ସମ୍ଭାବନା ହୋଇ ଥାଏ l

2-ଯଦି କୌଣସି ମହିଳା ଗର୍ଭବତୀ ଥିଲା ବେଳେ ଖାଇବା ବlଛୁଥାନ୍ତି l ଯେମିତି କିଏ କିଛି ପରିବା ଅଥବା କିଛି ଫଳ ଖାଇବାକୁ ଇଛା କରୁନଥିବେ l ସେ ଖାଇବାକୁ ପସନ୍ଦ କରୁନଥିବେ ତାହାଲେ ପୁଅ ହୋଇଥାଏ l କିନ୍ତୁ ଯଦି ଗର୍ଭବତୀ ମହିଳା କୌଣସି ଖାଇବାକୁ ବାଛନ୍ତି ନାହିଁ l ସବୁବେଳେ ଖାଇବା ଠିକ ରେ ଖାଆନ୍ତି l ତେବେ ସେହି ମହିଳା ଙ୍କର ଝିଅ ହେବାର ଅଧିକ ସମ୍ଭାବନା ହୋଇ ଥାଏ l

3-ଯଦି ଜଣେ ମହିଳା ଗର୍ଭବତୀ ଥିଲା ବେଳେ ଅଧିକ ମିଠା ଖାଇବା କୁ ଇଛା କରନ୍ତି ତେବେ ସେହି ମହିଳା ଙ୍କର ଝିଅ ହେବ ବୋଲି ଜଣାଯାଏ l ଯଦି ଜଣେ ମହିଳା ଗର୍ଭବତୀ ଥିଲା ବେଲେ ଚଟପଟା ଜାତୀୟ ଖାଇବା ପସନ୍ଦ କରୁଥାନ୍ତି ଅଧିକ ଅମ୍ଳ ଖାଦ୍ୟ ଖାଇବାକୁ ଚାହୁଁଥାନ୍ତି l ଲୁଣି ଖାଦ୍ୟ ଖାଉଥାନ୍ତି ତେବେ ସେହି ମହିଳା ଙ୍କର ପୁଅ ହେବାର ଅଧିକ ସମ୍ଭାବନା ରହିଥାଏ l

4-ଯଦି ଜଣେ ମହିଳା ଙ୍କର ମୁହଁ ଅଧିକ ସୁନ୍ଦର ଦେଖା ଯାଉଥାଏ ତାହାଲେ ସେହି ପିଲାଟି ଝିଅ ହେବ l ଆଉ ଅସୁନ୍ଦର ଦେଖା ଗଲେ ପୁଅ ହେବ l

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।