ଦେଖନ୍ତୁ ଭିଡିଓ : ହଠାତ ରାତି ଅଧ୍ୟରେ Live ଆସି କାହିଁକି Lipi କହିଲେ ଏମିତି.. ଆସନ୍ତୁ ଦେଖିବା .

ଓଡିଆ ଫିଲ୍ମ ଓ ଧାରାବାହିକ ଜଗତର ଜଣେ ଚୁଲବୁଲି ସୁନ୍ଦରୀ ନାୟିକା ଭାବେ ଅଭିନେତ୍ରୀ ଲିପି ମହାପାତ୍ର ଙ୍କୁ ସମସ୍ତେ ଜାଣିଛନ୍ତି ।ଯିଏକି ନିଜର ଜବରଦସ୍ତ ଅଭିନୟ ପାଇଁ ଅନେକ ପ୍ରଶଂସା ସାଉଁଟି ସାରିଛନ୍ତି ।ଲିପି ଉଭୟ ଛୋଟ ପରଦା ହେଉ କି ବଡ ପରଦା ବଡ ଧମାକା ଦେଖାଇଛନ୍ତି । ସେ ତାଙ୍କର ଅଭିନୟ ଯାଦୁରେ ଦର୍ଶକମାନଙ୍କୁ ବାନ୍ଧି ରଖିଛନ୍ତି । ସେ ତାର ସୁନ୍ଦର ଅଭିନୟ ସହ ନୃତ୍ୟ ରେ ମଧ୍ୟ ଦର୍ଶକଙ୍କୁ ବିମୋହିତ କରିଛନ୍ତି । ସେ ତାର କଠିନ ପରିଶ୍ରମ ଓ ନିଷ୍ଠା ବଳରେ ଅଲିଉଡ୍ ରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରି ସାରିଛନ୍ତି । ତାଙ୍କୁ ଦର୍ଶକମାନେ ବହୁତ ପସନ୍ଦ କରନ୍ତି ।

ବାସ୍ତବିକ୍ ଭାବରେ ଯେତେବେଳେ ସିନେମା ବା ଅଭିନୟ ଜଗତ ର କଥା ଆସେ ସେତେବେଳେ ସମସ୍ତେ ସାମାନ୍ୟ ଚକିତ ହେବା ସାଧାରଣ କଥା ।ଆପଣମାନେ ତ ଜାଣିଛନ୍ତି ଏମିତିରେ ବି ଅଭିନୟ ଜଗତରେ ସବୁବେଳେ କିଛି ନା କିଛି ଭିନ୍ନ ରହସ୍ୟ ଭରି ହୋଇଥାଏ ।କାରଣ ଏମାନଙ୍କର ଜୀବନ ଶୈଳୀ ଟିକେ ଅଲଗା ଧରଣର ।

ନାୟକ ନାୟିକା ମାନେ ସେମାନଙ୍କର ଦୈନନ୍ଦିନ ଏବଂ ବ୍ୟକ୍ତିଗତ ଜୀବନକି ନେଇ ସୋସିଆଲ୍ ମିଡିଆରେ ବହୁତ ଚର୍ଚ୍ଚା ରେ ରହି ଆସିଛନ୍ତି ।ପ୍ରେମ କାହାଣୀ ହେଉ କି ଅଭିନୟ କିମ୍ବା ସୁନ୍ଦରତା କି ଘରୋଇ କାର୍ଯ୍ୟ କଳାପ ର କଥା ହେଉ , ପ୍ରତି ମୁହୂର୍ତ୍ତକୁ ସେମାନେ ସେମାନଙ୍କ ପ୍ରଶଂସକ ମାନଙ୍କ ସହିତ ସେୟାର କରିଥାନ୍ତି ।

ସେହିଭଳି ଆମେ ଆଜି ଓଢିଶାର ଲୋକପ୍ରିୟ ଅଭିନେତ୍ରୀ ଲିପି ମହାପାତ୍ର ଙ୍କ ବିଷୟରେ କହୁଛୁ ଯିଏ କି ଓଡିଆ ଫିଲ୍ମ ଓ ସିରିଏଲ୍ ଇଣ୍ଡଷ୍ଟ୍ରୀ ରେ ନାମୀଦୀମୀ କଳାକାର ଅଟନ୍ତି ।ସେ ଅନେକ ଧାରାବାହିକ ରେ ମଧ୍ୟ ସୁନ୍ଦର ଅଭିନୟ କରି ଲୋକଲୋଚନକୁ ଆସିଛନ୍ତି । ସେଥି ମଧ୍ୟରୁ ତାଙ୍କର ଅଭିନୟ ଝଲକ ତରଙ୍ଗ ରେ ପ୍ରାସରିତ ତାରା ଓ ତାରିଣୀ ସିରିଏଲ୍ ଗୋଟିଏ । ଯେଉଁଥିରେ କି ତାଙ୍କ ଅଭିନୟ ନିଛକ ଭଳି ଲାଗିଥାଏ । ସେ ସବୁବେଳେ ନିଜ ଚରି6 ରେ ହଜି ଯିବାକୁ ଚେଷ୍ଟା କରନ୍ତି ଓ ଦର୍ଶକମାନଙ୍କ ମନକୁ ଛୁଇଁବାକୁ ଚେଷ୍ଟା କରିଥାନ୍ତି ।

ଲିପି ଅନେକ ସମୟରେ ତାଙ୍କର ବିଭିନ୍ନ ପ୍ରକାର ଭିଡିଓ ୟୁ ଟ୍ୟୁବ୍ ରେ ଅପଲୋଡ କରିଥାନ୍ତି ।ସେହିପରି ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ଦେଖିବାକୁ ମିଳୁଛି କି ସେ ତାଙ୍କ ମାଆ ଙ୍କ ଭଲ ପାଇବାକୁ ଦେଖାଉଛନ୍ତି ଫୁଲେଇ ହୋଇ ।ତାଙ୍କ ମାଆ ତାଙ୍କୁ କେତେ କାମ କରିବାକୁ ଦେଉଛନ୍ତି ନିଷ୍ଠୁର ହୋଇ ବୋଲି ସେ ଫୁଲେଇ ହୋଉ ବିଭିନ୍ନ ଭାବ ଢଙ୍ଗୀ ଦେଖାଇଛନ୍ତି ।ସୁଟିଂ ବନ୍ଦ ପରେ ଘରେ ରହି ଏପରି ଅନୁଭୂତି କୁ ପ୍ରଶଂସକମାନଙ୍କ ସହିତ ସେୟାର କରିଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।