ଦେଖନ୍ତୁ viral ଭିଡିଓ , ଗୋଟେ ଝିଅର କରୁଣ କାହାଣୀ , ମୋ ବାପା ଜେଲ ଭିତରେ କିନ୍ତୁ ମୋ ମା ପ୍ରତିଦିନ ରାତିରେ Facebook ଫ୍ରେଣ୍ଡଙ୍କୁ ଡାକି ଘର ଭିକରେ ମଦ ପିଏ ଆଉ କବାଟ ବନ୍ଦ କରିଦିଏ ?

ତେବେ ସୋସିଆଲ ମିଡ଼ିଆ ଦ୍ୱାରା ଆମେ ଅନେକ ଘଟଣା ବିଷୟ ରେ ଜାଣି ଥାଉ, କିନ୍ତୁ ବେଳେ ବେଳେ ଏମିତି ଘଟଣା ଦେଖିବାକୁ ଯାହା ବହୁତ ଭୟଙ୍କର ଏବଂ ଆଶ୍ଚର୍ଯ୍ୟ ଜନକ ହୋଇ ଥାଏ | ଏହି ସୋସିଆଲ ମିଡ଼ିଆ ଦ୍ୱାରା ଆମେ ସଚେତନ ହୋଇ ପାରୁ, ଏଣୁ ସୋସିଆଲ ମିଡ଼ିଆ ଆମ ସମାଜ ରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି | ଆଜି କାଲି ର ଦୁନିଆଁ ଦିନ କୁ ଦିନ କଳୁଷିତ ହେବାରେ ଲାଗିଛି, ଦେଶ ଏତେ ଆଗକୁ ବଢ଼ିଲାଣି କିନ୍ତୁ ଦୁଷ୍କର୍ମ ଏବଂ ନାରୀ ନିର୍ଯାତନା ବନ୍ଦ ହେଉ ନାହିଁ, ଏହି ଦୁଷ୍କର୍ମ କୁ ନେଇ ପ୍ରତିଦିନ କିଛି ନା କିଛି ଖବର ଆଖି ସାମ୍ନା କୁ ଆସୁଛି |

ଏକ ପୁରୁଷ ନାରୀ କୁ ହିଁ ଦୁର୍ବଳ ଭାବି ତା ସହ ବହୁତ ଲଜ୍ୟା ଜନକ କାର୍ଯ୍ୟ କରି ଥାଏ | ତେବେ ଆମ ଜଗତ ରେ ମା ଏକ ବଡ଼ ଭୂମିକା ଗ୍ରହଣ କରିଛି, ଯାହା ସବୁଠୁ ସୁରକ୍ଷିତ ସ୍ଥାନ ହୋଇ ଥାଏ, କିନ୍ତୁ ଆଜିକା ସମାଜ ରେ କିଛି ଏମିତି ବି ମା ଅଛନ୍ତି ଯେଉଁ ମାନେ ନିଜ ଖୁସି ପାଇଁ ଛୁଆ ଙ୍କୁ ହିଁ ବଳି ପକେଇ ଦେଉଛନ୍ତି |

ତେବେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି, ଯେଉଁଠି ଜଣେ ଯୁବତୀ ନିଜ ମାଙ୍କ ନାଁ ରେ ଅଭିଯୋଗ ଆଣିଛନ୍ତି | ଅଭିଯୋଗ କରିଛନ୍ତି ଯେ ମୋ ମା ପର ପୁରୁଷ ଙ୍କ ସହ ସମ୍ପର୍କ ରଖିଛନ୍ତି ଏବଂ ସେହି ପୁରୁଷ ମତେ ଧର୍ଷଣ କରିବାର ଉଦ୍ୟମ କରିଛନ୍ତି | ତେବେ ଘଟଣା ଅନୁଯାଇ ଯୁବତୀ ଜଣଙ୍କ ମିଡ଼ିଆ ସାମ୍ନା ରେ କହିଛନ୍ତି ଯେ, ମୋ ମା ପ୍ରଥମେ ସୋସିଆଲ ମିଡ଼ିଆ ଦ୍ୱାରା ଅନେକ ପୁରୁଷ ଙ୍କ ସହ କଥା ହୁଏ ପରେ ପରେ ଅନେକ ଲୋକ ଘରକୁ ଆସିବା ଆରମ୍ଭ କଲେ |

 ମୋ ମାଙ୍କର ସାଙ୍ଗ ଅଛିନ୍ତି ଚନ୍ଦନ ବେହେରା ଓ ସଂଗ୍ରାମ ସେ ଆମ ଘର କୁ ଆସି ମୋ ମା ଙ୍କୁ ବଟିକା ଖୁଆଇ ଅଚେତ କରିବା ପରେ ମତେ ଧର୍ଷଣ କରିବାକୁ ଉଦ୍ୟମ କରିଥିଲା କିନ୍ତୁ ପରେ ମୋ ଭାଇ ଆସି ମତେ ବଞ୍ଚେଇ ଥିଲା | ମୋ ମା ଙ୍କୁ ଯେତେବେଳେ ଏକଥା ମୁଁ କହିଲି ସେ କହିଲା ଏ କଥା ଆଉ କାହାକୁ କହିବୁନି ମୁଁ ତାକୁ ଭଲ ପାଏ, ସିଏ ତୋ ସହ ଯଦି କିଛି କରିକି ମୋ ସହ ଖୁସିରେ ରହୁଛି ତେବେ ତୁ ବି ସେଇଟା କର |

ତେବେ ଯୁବତୀ ଜଣଙ୍କ ଏହା ମଧ୍ୟ କହି ଥିଲେ ଯେ ଏହା 2017 ମସିହା ରୁ କଲେଣି କିନ୍ତୁ ଯେତେବେଳେ ଅତିରିକ୍ତ ହେଲା ସେତେବେଳେ ଯାଇଁ ଆମେ ଅନ୍ୟ ମାନଙ୍କୁ କହି ଥିଲୁ କିନ୍ତୁ କେହି ସାହାଯ୍ୟ କରି ନଥିଲେ |

କାଳେ ମା କୁ କେହି ଖରାପ ଭାବିବେ ତେଣୁ ଯୁବତୀ ଜଣଙ୍କ ପରିବାର ଲୋକ ଙ୍କୁ ମଧ୍ୟ ଏ ବିଷୟ ରେ କିଛି କହି ନଥିଲେ କାରଣ ତାଙ୍କ ମା ଙ୍କୁ ସେ ବହୁତ ଭଲ ପାଉ ଥିଲେ, କିନ୍ତୁ ଏହା ଅତିରିକ୍ତ ହେବାରୁ ସେ ଥାନା ରେ ଅଭିଯୋଗ କରିଛନ୍ତି | ତେବେ ଦାବି କରି କହିଛନ୍ତି ଯେ ତାଙ୍କ ମା ଙ୍କୁ ଆଉ ତାଙ୍କ ବୟଫ୍ରେଣ୍ଡ ମାନଙ୍କୁ ଉଚିତ ଶାସ୍ତି ମିଳୁ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।