ଧାତୁ ପତଳା ହେବାର କାରଣ କ’ଣ ? ଏବେ କଣ କରିବା ଉଚିତ ନିଶ୍ଚୟ ଜାଣି ରଖନ୍ତୁ, ନଚେତ ପସ୍ତେଇବେ…..ଆପଣ ଏ ଭୁଲ କରୁନାହାଁନ୍ତି ତ ?

ସୋସିଆଲ ମିଡ଼ିଆ ଦ୍ୱାରା ଆମେ ଏଭଳି କିଛି ଜାଣି ଥାଉ ଯାହା ଦ୍ୱାରା ଆମେ ଅନେକ କିଛି ଶିଖି ଥାଉ ଏବଂ ସଚେତନ ମଧ୍ୟ ହୋଇ ପାରୁ | ତେବେ ଆମେ ଆମ ଶରୀର କୁ ସୁସ୍ଥ ରଖିବା ପାଇଁ ଅନେକ କିଛି ଚେଷ୍ଟା ଜାରି ରଖି ଥାଉ | ଯଦି ଆମ ଶରୀର ରେ କୌଣସି ଖରାପ ଦେଖା ଯାଏ ତେବେ ଆମେ ଅନେକ ମେଡ଼ିସିନ ଖାଇ ଥାଉ ଏବଂ ଦେହ କି ସୁସ୍ଥ ଏବଂ ମଜବୁତ ରଖିବା ପାଇଁ ଆମେ ଯୋଗ ପ୍ରାଣାୟାମ ଆଦି କରିଥାଉ |

ତେବେ ଏହି ଯୋଗ ଏବଂ ପ୍ରାଣାୟାମ ଦ୍ୱାରା ଆମ ମନ କୁ ମଧ୍ୟ ଶାନ୍ତି ମିଳିଥାଏ | କିନ୍ତୁ ଆପଣ ଙ୍କର ଧାତୁ ପତଳା ହେଵାକୁ ଲାଗିଛି କି କିମ୍ବା ଆପଣଙ୍କୁ ବୀର୍ଜ ଶକ୍ତି କମ ହେବାରେ ଲାଗିଛି କି | ତେବେ ଏହା କିପରି ପ୍ରଭାବିତ ହୁଏ ଏବଂ ଏଥିରୁ ଆମେ କିପରି ମୁକ୍ତି ପାଇ ପାରିବା, ଆସନ୍ତୁ ଜାଣିବା ଏହି ସମ୍ପର୍କ ରେ |

ତେବେ ଏହି ଧାତୁ ପତଳା ହେବା ବା ବୀର୍ଜ ଶକ୍ତି କମ ହେବା ଦ୍ୱାରା ଆମ ଦେହ ଦୁର୍ବଳ ଲାଗିଥାଏ ଏବଂ ମୁଣ୍ଡ ଜୋର ରେ ବିନ୍ଧି ଥାଏ | ତେବେ ଏହାର କାରଣ ଜାଣିବା ବହୁତ ସହଜ ଏବଂ ଆପଣ ତାହା ଜାଣିଛନ୍ତି ମଧ୍ୟ | ତେବେ ଆଜି କାଲି ର ଯୁବ ପିଢ଼ି ପ୍ରାୟ ନିଜର ମନରଞ୍ଜନ ପାଇଁ ମୋବଇଲ ହେଉ କି ଟିଭି ରେ ଅନେକ ଖରାପ ଭିଡ଼ିଓ ଆଇଟମ ନାଚ ଗୀତ ଆଦି ଦେଖୁଛନ୍ତି |

ଆପଣ ତ ଜାଣି ଥିବେ ଯେ ଆଜି କାଲି ର ଯୁବ ପିଢ଼ି ମୋବଇଲ କୁ ଗୋଟେ ମିନିଟ ନିଜ ପାଖରୁ ଦୂରେଇ ରଖୁ ନାହାଁନ୍ତି | ତେବେ ମୋବଇଲ ଯେତେ ଦରକାରୀ ହେଉ ନା କାହିଁକି ଆମେ ଯଦି ତାକୁ ଖରାପ ମାଧ୍ୟମ ରେ ପ୍ରୟୋଗ କରିବା ତେବେ ଖରାପ ବାଟ କୁ ଯିବା ପାଇଁ ଆମକୁ ବେଶୀ ସମୟ ଲାଗିବ ନାହିଁ |

ଏହି ଯେଉଁ ସବୁ ଖରାପ ଫିଲ୍ମ ଏବଂ ଖରାପ ନାଚ ଗୀତ ଦେଖିବା ଦ୍ୱାରା ହିଁ ଆମର ଧାତୁ ପତଳା ହୋଇଥାଏ ଏବଂ ଆମ ମସ୍ତିଷ୍କ ରେ ବୀର୍ଜ ଶକ୍ତି କମ ହୋଇ ଯାଇଥାଏ | ତେବେ ଏହି ଲାଇଫ କୁ ବ୍ଲୁ ହୂଏଲ ଲାଇଫ କୁହାଯାଏ | ତେବେ ଦହି ହାଣ୍ଡି ରେ ଟୋପାଏ ବିଷ ପକାଇ ଦେଲେ ଯେମିତି ତାହା ଖରାପ ହୋଇ ଯାଇଥାଏ, ଠିକ ସେହିପରି କୁ ସଂସ୍କାର ଦ୍ୱାରା ଆମ ମନ ମଳିନ ହୋଇ ଯାଇଥାଏ |

ତେବେ ଏହିଭଳି ଖରାପ ଭିଡ଼ିଓ କରୁଥିବା ଅଭିନେତା ଏବଂ ଅଭିନେତ୍ରୀ ମାନେ ଭାବନ୍ତି ନାହିଁ ଯେ ଏହା ଯୁବ ପିଢ଼ି ଉପରେ କି ପ୍ରଭାବ ପଡ଼ିବ | ତେବେ ଏହି ଖରାପ ଫିଲ୍ମ ଏବଂ ନାଚ ଗୀତ ଦେଖିବାରୁ ଆମେ ଯେତେ ଦୂରେଇ ରହିବା ତାହା ଆମ ପାଇଁ ଭଲ | ତେବେ ଏହି ଖରାପ ଭିଡ଼ିଓ ଦେଖିବା ବଦଳ ରେ କିଛି ଭଲ ସଂସ୍କାର କାର୍ଯ୍ୟକ୍ରମ ଦେଖନ୍ତୁ ଯାହା ଦ୍ୱାରା ଆପଣଙ୍କ ମସ୍ତିଷ୍କ ଠିକ ରହିବ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।