Dr. Subhalaxmi Mishra – ଡାଇବେଟିସ, ଆଣ୍ଠୁ ଗଣ୍ଠି ବିନ୍ଧା, କମଜୁରୀ ଏବଂ ରକ୍ତ ହୀନତା ସବୁଦିନ ପାଇଁ ଗାଏବ ହୋଇଯିବ, କରନ୍ତୁ ଏହି ଗୋଟିଏ କାମ ୧୦୦% ଚେଲେଞ୍ଜ

ତେବେ ସୋସିଆଲ ମିଡ଼ିଆ ଦ୍ୱାରା ଆଜି କାଲି ର ଯେତେ ସବୁ ଭଲ ମନ୍ଦ ଖବର ଆମେ ଜାଣି ପାରି ଥାଉ, ଯାହାଦ୍ୱାରା ଆମେ ଆମ ନିଜକୁ ସୁରକ୍ଷିତ ଏବଂ ସଚେତନ କରି ପାରି ଥାଉ | ଏଣୁ ସୋସିଆଲ ମିଡ଼ିଆ ଆମ ସମାଜ ରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି | ତେବେ ଆମେ ଆମ ଶରୀର ର ଯତ୍ନ ପ୍ରଥମେ ନେଇ ଥାଉ, ଏଣୁ ଆମ ଶରୀର କୁ ସୁସ୍ଥ ରଖିବା ପାଇଁ ଡାକ୍ତର ଙ୍କ ପାଖରୁ ପରାମର୍ଶ ନେଇ ଅନେକ ଚିକିତ୍ସା କରି ଥାଉ ଏବଂ ଅନେକ ଔଷଧ ମଧ୍ୟ ଖାଇ ଥାଉ | ତେବେ ଡାଇବେଟିସ, ଆଣ୍ଠୁ ଗଣ୍ଠି ବିନ୍ଧା,କମଜୁରୀ ଏବଂ ରକ୍ତହୀନତା ଭଳି ରୋଗ ପ୍ରାୟ ଲୋକଙ୍କୁ ହୋଇ ଥାଏ,

ହାର ନିରାକରଣ ପାଇଁ ଆମେ ଅନେକ ମେଡ଼ିସିନ ଏବଂ ଟ୍ରିଟମେଣ୍ଟ ଜାରି ରଖି ଥାଉ | ତେବେ ଡାଇବେଟିସ ରୋଗ ପ୍ରାୟ ବୃଦ୍ଧ ବ୍ୟକ୍ତି ଙ୍କ ନିକଟରେ ଦେଖା ଯାଏ କିନ୍ତୁ ଏହା ଏବେ ଛୋଟ ପିଲା ଙ୍କ ଠି ବି ଦେଖିବାକୁ ମିଳିଲାଣି, ତେବେ ଏହି ରୋଗ ପାଇଁ ଅଧିକାଂଶ ଲୋକ ଚିନ୍ତିତ ମଧ୍ୟ ହୋଇ ପଡନ୍ତି | ତେବେ ଆଜି ଆମେ ଜାଣିବା ଏହି ରୋଗରୁ କିପରି ଆମେ ଆମ ନିଜକୁ ସୁରକ୍ଷିତ ରଖି ପାରିବା |

ତେବେ କିଛି କିସମିସ ନେଇ ଏକ ପାତ୍ର ରେ ଭିଜାଇ ରଖି ତାକୁ ପ୍ରତିଦିନ ସକାଳେ ଖାଇବା ଦ୍ୱାରା ଆମେ ଏହି ସବୁ ରୋଗ ରୁ ସୁରକ୍ଷିତ ହୋଇ ପାରିବା | କାରଣ କିସମିସକୁ ପାଣିରେ ଭିଜାଇ ଖାଇବା ଦ୍ୱାରା ଏଥିରେ ଆମକୁ କ୍ୟାଲସିୟମ ଏବଂ ଆଇରନ ମିଳିଥାଏ, ଯାହାଦ୍ୱାରା ଆମର ରୋଗ ପ୍ରତିରୋଧକ ଶକ୍ତି ବଢ଼ି ଥାଏ | ତେବେ ଏହା ସହିତ ଏହାକୁ ପ୍ରତିଦିନ ଖାଇବା ଦ୍ୱାରା ହୃତପିଣ୍ଡ ଜନିତ ଭଳି ରୋଗ ରୁ ମଧ୍ୟ ସୁରକ୍ଷିତ ହୋଇ ପାରିଥାଉ |

କିସମିସ ଆମ ଶରୀର ରେ ହାର୍ଟ କୁ ସୁରକ୍ଷିତ ରଖିବା ସହିତ ସନ୍ତୁଳିତ କରିବାରେ ମଧ୍ୟ ସାହାଯ୍ୟ କରି ଥାଏ | ତେବେ ଏହା ସହିତ ଯେଉଁ ମାନେ ଅଧିକ ମୋଟା ଅଛନ୍ତି ଏବଂ ବହୁତ ଚେଷ୍ଟା କଲା ପରେ ମଧ୍ୟ ନିଜର ମୋଟାପଣ ଦୂର କରି ପାରୁ ନାହାଁନ୍ତି ତେବେ ଏହି କିସମିସ କୁ ଭିଜାଇ ଖାଇବା ଦ୍ୱାରା ଚର୍ବି ମଧ୍ୟ କମି ଯାଇଥାଏ ଏବଂ ଆପଣ ଙ୍କର ଏହି ମୋଟା କୁ ନେଇ ଚିନ୍ତା କରିବା ସମସ୍ୟା ମଧ୍ୟ ଦୂର ହୋଇ ଯାଇଥାଏ |

ତେବେ କିସମିସ ଆମକୁ ଅନେକ ପ୍ରକାର ର ରୋଗ ରୁ ସୁରକ୍ଷିତ ରଖି ଥାଏ, ତେଣୁ ପ୍ରତିଦିନ ସକାଳେ କିଛି କିସମିସ କୁ ଭିଜାଇ ଖାଆନ୍ତୁ, ଏହାପରେ ଆପଣ ନିଜେ ହିଁ ଦେଖିବେ ଏହାର ଫଳାଫଳ |