Breking News – କରୋନା ପାଇଁ ତନୁଜା ଖୁଡି ଙ୍କ ପରିବାର କୁ ଆସିଲା ଦୁଖଦଃ ଖବର, ଚାରିଆଡେ ଖେଳିଗଲା ଶୋକର ଛାୟା…

ବାସ୍ତବିକ୍ ଭାବରେ ଯେତେବଳେ ଓଡିଆ ସିନେମା ବା ଅଭିନୟ ଜଗତର କଥା ଆସେ ସେତେବଳେ ସମସ୍ତେ ବହୁତ ଖୁସି ହୋଇ ଯାଇଥାନ୍ତି ଓ ସମସ୍ତେ ମଧ୍ୟ ସାମାନ୍ୟ ଚକିତ ହୋଇ ଯାଇଥାନ୍ତି, ସେମାନଙ୍କର ପ୍ରିୟ ନାୟକ ଓ ନାୟିକା ମାନଙ୍କ ବିଷୟରେ ଜାଣିବା ପାଇଁ ।ଅଭିନୟ ଜଗତର କଳାକାର ମାନେ ସାଧରଣତଃ ସୋସିଆଲ୍ ମିଡିଆ ସହିତ ସବୁବେଳେ ଜଡିତ ହୋଇ ରହି ଥାନ୍ତି ।କଳାକାର ମାନେ ସେମାନଙ୍କ ର ପ୍ରତିଦିନ କାର୍ଯ୍ୟକଳାପକୁ ସବୁ ୟୁ-ଟ୍ୟୁବ,ଫେସବୁକ୍ ଓ ଇନଷ୍ଟାଗ୍ରାମ୍ ଆଦିରେ ସେମାନଙ୍କ ପ୍ରଶଂସକ ସହିତ ସେୟାର କରିଥାନ୍ତି ।

ଏହା ସହିତ ପ୍ରେମ କାହାଣୀ , ଅଭିନୟ କିମ୍ବା ସୁନ୍ଦରତା କି ଘରୋଇ କାର୍ଯ୍ୟ , ପ୍ରତିଟି ମୁହୂର୍ତ୍ତକୁ ସେମାନେ ସେମାନଙ୍କ ପ୍ରଶଂସକଙ୍କ ସହିତ ସେୟାର କରିଥାନ୍ତି ।ସେମାନେ ସେମାନଙ୍କ ଜୀବନକୁ ନେଇ ବହୁ ଚର୍ଚ୍ଚାରେ ଥାଆନ୍ତି ।

ଆପଣମାନେ ତ ତରଙ୍ଗ ଚ୍ୟାନେଲ୍ ରେ ପ୍ରସାରିତ ହେଉଥିବା ତାରା ତାରିଣୀ ଧାରାବାହିକ ର ତନୁଜା ଖୁଡୀ ଓରୋଫ ରଞ୍ଜିତା ପାଣିଗ୍ରାହୀ କୁ ତ ଜଣାଥିବେ । ତାଙ୍କ ପରିବାରକୁ ବର୍ତ୍ତମାନ ଆସିଛି ଗୋଟେ ବହୁତ ବଡ ଦୁଃଖଦ ଖବର ।ଅଚାନକ ମୃତ୍ୟୁ ପାଇଁ ଦୁଃଖରେ ଭାଙଅଗି ପଡିଛି ତାଙ୍କର ପରିବାର ।ତେବେ ଆପଣମାନଙ୍କ ପ୍ରିୟ ରଞ୍ଜିତା ପାଣିଗ୍ରାହୀ , ଯିଏ କି 2016 ମସିହାରେ ରଜ କୁଇନ୍ ରେ ବିଜେତା ହେବା ପରେ ଅଲିଉଡ୍ ଇଣ୍ଡଷ୍ଟ୍ରି ରେ ପାଦ ଦେଇଥିଲେ ।

ପରବର୍ତ୍ତୀ ସମୟରେ ସେ ଅଲିଉଡ୍ ଇଣ୍ଡଷ୍ଟ୍ରି ରେ ସେ ନଜର ଆସିଥିଲେ ।ତାରା ତାରିଣୀ ସିରିଏଲ୍ ରେ ତନୁଜା ଖୁଡୀ ଭାବରେ ଆପଣମାନେ ତ ତାଙଅକୁ ବେଶ୍ ଭଲ ଭାବରେ ଜାଣିଥିବେ ।ଦର୍ଶକମାନେ ମଧ୍ୟ ଏହି ସିରିଏଲ ଟିକୁ ମଧ୍ୟ ବହୁତ ପସନ୍ଦ କରୁଥିଲେ ।ଯଦିଓ ଏହି କିଛି ଦିନ ହେବ ତାରା ତାରିଣୀ ସିରିଏଲ୍ ଟି କରୋନା କଟକଣା ଯୋଗୁଁ ପ୍ରସାରିତ ହେଉ ନାହିଁ ।

କିନ୍ତୁ ଏପଟେ ଯଦି ଦେଖିବେ . ସେହି ରଞ୍ଜିତା ଖୁଡୀଙ୍କ ପରିବାରକୁ ଗୋଟିଏ ବହୁତ ବଡ ଦୁଃଖ ଆସିଛି । ଏହାକୁ ନେଇ ସେ ନିଜର ସୋସିଆଲ୍ ମିଡିଆ ଆକାଉଣ୍ଟ ଜରିଆରେ ତାଙ୍କର ଫ୍ୟାନ ମାନଙ୍କୁ ଜଣାଇଛନ୍ତି ।

ରଞ୍ଜିତା ପାଣିଗ୍ରାହୀ ଓରୋଫ ତନୁଜା ଖୁଡୀ ଙ୍କର ପିଇସା ଙ୍କର ଅଚାନକ ମୃତ୍ୟୁ ପାଇଁ ଭାଙ୍ଗି ପଡିଛନ୍ତି ପରିବାର ଲୋକେ । ଯଦିଓ ପିଇସା ଙ୍କର କେଉଁ କାରଣ ପାଇଁ ମୃତ୍ୟୁ ହୋଇଛି ସେ ସମ୍ପର୍କରେ କୌଣସି ବି ସ୍ପଷ୍ଟ ସୂଚନା ଏପର୍ଯ୍ୟନ୍ତ ସୁଦ୍ଧା ମିଳି ପାରି ନାହିଁ ।ସୂଚନା ମୁତାବକ ତାଙ୍କ ପିଇସା ଜଣେ ନାଟକ ଅଭିନେତା ଥିଲେ । କଳାକାର ଥିଲେ ।ହେଲେ ଅଚାନକ ତାଙ୍କର ଏମିତି କ ଣ ଘଟିଲା ଯେ ,ସେ ଦୁନିଆ ଛାଡି ଚାଲିଗଲେ ।