ଦେଖନ୍ତୁ LIVE ଭିଡିଓ ! ହଟାତ୍ ରାତି ଅଧ୍ୟରେ LIVE ରେ ଆସି ଲିପି ଏମିତି କାହିଁକି କହିଲେ ? …….

ଆପଣ ମାନେ ଜାଣିଛନ୍ତି ଉଭୟ ଛୋଟ ଏବଂ ବଡ ପରଦା ରେ ବଡ ଧମାକା ଦେଖାଉଥିବା କିଛି ଏମିତି ଅଭିନେତ୍ରୀ ଅଛନ୍ତି ଯେଉଁ ମାନେ ତାଙ୍କର ଅଭିନୟ ର ଯାଦୁ ରେ ବାନ୍ଧି ରଖିଥାନ୍ତି ତାଙ୍କର ଦର୍ଶକ ମାନଙ୍କୁ । ସେମାନଙ୍କର ସୁନ୍ଦରତା ଏବଂ ଅଭିନୟ ଦର୍ଶକ ମାନଙ୍କୁ ସେମାନଙ୍କ ଆଡକୁ ବିମୋହିତ କରିଥାଏ । ସେହିପରି ଓଡିଆ ଫିଲ୍ମ ଏବଂ ଧାରାବାହିକ ଜଗତର ଜଣେ ଚୁଲବୁଲି ସୁନ୍ଦରୀ ନାୟିକା ହେଉଛନ୍ତି ଅଭିନେତ୍ରୀ ଲିପି ମହାପାତ୍ର । ଯିଏକି ନିଜର ଜବରଦସ୍ତ ଅଭିନୟ ପାଇଂ ଅନେକ ପ୍ରଶଂସା ସାଉଁଟି ସାରିଛନ୍ତି ।

ଆପଣ ତ ଜାଣିଥିବେ ଏମିତି ରେ ବି ଅଭିନୟ ଜଗତରେ ସବୁବେଳେ କିଛି ନାଁ କିଛି ଭିନ୍ନ ରହସ୍ୟ ଭରି ରହିଥାଏ , କାରଣ ଏମାନଙ୍କର ଜୀବନ ଶୈଳୀ ଟିକେ ଅଲଗା ଧରଣର ।

ବାସ୍ତବିକ ଭାବରେ ଯେତେବେଳେ ସିନେମା ବା ଅଭିନୟ ଜଗତର କଥା ଆସେ ସେତେବେଳେ ସମସ୍ତେ ସାମାନ୍ୟ ଚକିତ୍ ହେବା ସାଧାରଣ କଥା । ଷ୍ଟାର ନାୟକ ଏବଂ ନାୟିକା ମାନେ ସେମାନଙ୍କର ଦୈନନ୍ଦିନ ତଥା ବ୍ୟକ୍ତିଗତ ଜୀବନକୁ ନେଇ କିଛି ନାଁ କିଛି କାର୍ଯ୍ୟ ପାଇଁ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ହୋଇ ରହିଥାନ୍ତି ।

ତେବେ ସେମାନେ କେତେବେଳେ ନିଜର ଲଭ୍ ଲାଇଫ୍ ପାଇଁ ତ କେତେବେଳେ ନିଜର ନାଚ ଗୀତ ପାଇଂ ଚର୍ଚ୍ଚା ରେ ରହିଥାନ୍ତି । ପୁଣି କେତେବେଳେ ନିଜର ଚଳଚିତ୍ର ପାଇଂ ତ ପୁଣି କେତେବେଳେ ନିଜର ଲାଇଫ୍ ଷ୍ଟାଇଲ୍ ଓ ବ୍ୟକ୍ତିଗତ ଜୀବନ ପାଇଂ , ସବୁବେଳେ ସେମାନେ ସୋସିଆଲ ମିଡିଆରେ ଚର୍ଚ୍ଚିତ ହୋଇଥାନ୍ତି । ପ୍ରତି ମୁହୂର୍ତ୍ତକୁ ସେମାନଙ୍କ ପ୍ରଶଂସକ ମାନଙ୍କ ସହିତ ଶେୟାର କରିଥାନ୍ତି ।


ତେବେ ସେହିଭଳି ଜଣେ ଅଭିନେତ୍ରୀ ହେଉଛନ୍ତି ଲିପି ମହାପାତ୍ର । ତେବେ ତାଙ୍କର ପର୍ସନାଲ ଲାଇଫ୍ କଥା ମଧ୍ୟ ଅଳ୍ପ ବହୁତ ଜାଣିଥିବେ । ଅଭିନେତ୍ରୀ ଲିପି ମହାପାତ୍ର ନିଜର ଚେଷ୍ଠା, ନିଷ୍ଠା ଏବଂ ସଘର୍ଷ ମାଧ୍ୟମରେ ଆଜି ଏ ପର୍ଯ୍ୟନ୍ତ ପହଞ୍ଚି ପାରିଛନ୍ତି । ତେବେ ଆଜି ସଫଳତାର ଶୀର୍ଷରେ ପହଞ୍ଚି ପାରିଛନ୍ତି କେବଳ ନିଜର ଆତ୍ମ ବିଶ୍ବାସ, ଦୃଢ ମନୋବଳ ଏବଂ କଠିନ୍ ପରିଶ୍ରମ ବଳରେ ।

ଲିପି ଆଲବମ୍ ଦୁନିଆରୁ ନିଜର କ୍ୟାରିୟର ଆରମ୍ଭ କରି ଅନେକ ଚଳଚିତ୍ର ତଥା ଟିଭି ସିରିଏଲ୍ ମଧ୍ୟ ଅଭିନୟ କରିବାର ସୁଯୋଗ ପାଇଂ ନିଜକୁ ବେଷ୍ଟ ପ୍ରମାଣିତ କରିସାରିଛନ୍ତି ।

ଅନେକ ସମୟରେ ସେ ବିଭିନ୍ନ ପ୍ରକାର ଭିଡିଓ ତାଙ୍କ ୟୁଟ୍ୟୁବ୍ ଚ୍ୟାନାଲରେ ଅପଲୋଡ କରିଥାନ୍ତି । ସେହିପରି ଏବେ ଏକ ଊିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ଦେଖିବାକୁ ମିଳିଛି ସେ ତାଙ୍କ ମାଆଙ୍କ ଭଲପାଇବାକୁ ଦେଖାଉଛନ୍ତି ଫୁଲେଇ ହୋଇ । ତାଙ୍କ ମାଆ ତାଙ୍କୁ କେତେ କାମ କରିବାକୁ କହୁଛନ୍ତି ଏବଂ କେତେ କାମ ଦେଉଛନ୍ତି ନିଷ୍ଠୁର ହୋଇ ତାହା ସେ ଏହି ଭିଡିଓରେ ଦେଖାଉଛନ୍ତି ।

ସେଥିପାଇଁ ସେ ତାଙ୍କ ମାଁଙ୍କୁ ନିଷ୍ଠୁର ବୋଲି କହୁଛନ୍ତି । ସେ ଫୁଲେଇ ହୋଇ ଭିନ୍ନଭିନ୍ନ ଭଙ୍ଗୀ ମଧ୍ୟ ଏଠାରେ ଦେଖାଉଛନ୍ତି । ସୁଟିଂ ବନ୍ଦ ପରେ ଘରେ ରହି ଏପରି ଅନୁଭୂତିକୁ ପ୍ରଶଂସକ ମାନଙ୍କ ସହ ଶେୟାର କରିଛନ୍ତି ଲିପି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।