ଦେଖନ୍ତୁ ଭି଼ି଼ଡିଓ ! ନାବାଳକ ଚା ଦୋକାନୀକୁ ଗୋଇଠାମାରିଲେ ପୋଲିସ Dcp , ତା ପରେ ଯାହା ହେଲା ଭି଼ଡିଓ ଦେଖିଲେ ଆଶ୍ଚର୍ଯ୍ୟ ହେବେ

ଆପଣ ମାନେ ତ ସମସ୍ତେ ସୋସିଆଲ ମିଡିଆ ସହ ନିଶ୍ଚିତ ଭାବରେ ଜଡିତ ଥିବେ । ତେବେ ସୋସିଆଲ ମିଡିଆରେ ପ୍ରତିଦିନ କିଛି ନାଁ କିଛି ଅଜବ ଘଟଣା ସବୁ ଘଟିଥିବାର ଭିଡିଓ ଏବଂ ଫୋଟ ସବୁ ଭାଇରାଲ ହୋଇଥାଏ । ଆପଣ ମାନେ ତ ଜାଣିଥିବେ ଆମ ଦେଶରେ ଅନେକ ଆଇନ୍ କର୍ମଚାରୀ ଅଛନ୍ତି । ଆଉ ଏମିତି ମଧ୍ୟ ଅନେକ ପୋଲିସ୍ ଅଛନ୍ତି ଯେଉଁ ମାନେ କି ପୋଲିସ୍ ପଦବୀରେ ବସିବା ପରେ ଆଉ ସାଧାରଣ ଲୋକଙ୍କ କଥା ବୁଝନ୍ତି ନାହିଁ , ସେମାନେ ପୋଲିସ୍ ବର୍ଦ୍ଧିର ଗରମ ଦେଖାଇ ଲୋକ ମାନଙ୍କୁ ହୀନମର୍ଣ୍ଣ୍ୟ ଭାବରେ ତଥା ହୀନ ନଜରରେ ଦେଖନ୍ତି ।

କିନ୍ତୁ ସମସ୍ତ ପୋଲିସ୍ ଏକାପରି ନୁହଁନ୍ତି, ଆଜି ବି ଅନେକ ପୋଲିସଙ୍କ ଭିତରେ ମାନବିକତା ଭରି ରହିଛି ତ ଆଉ କିଛି ପୋଲିସ୍ କର୍ମଚାରୀ ଭିତରେ ଅମାନବିକତା ଭରି ରହିଛି । ଆଜି ଆମେ ସେହିପରି ଜଣେ ପୋଲିସଙ୍କ ବିଷୟରେ ଆପଣଙ୍କୁ ଜଣାଇବୁ ।

ବର୍ତ୍ତମାନ ସମୟରେ ମଧ୍ୟ ସେମିତି ଏକ ବିରଳ ତଥା ଆଚମ୍ବିତ କରିବା ଭଳି ଘଟଣାର ଭିଡିଓ ସୋସିଆଲ ମିଡିଆରେ ନିଆଁ ଭଳି ଭାଇରାଲ ହେବାର ଲାଗିଛି ଆଉ ଯେଉଁ ଭିଡିଓ ଦେଖି ଲୋକମାନଙ୍କ ପାଟିରୁ ତାଙ୍କ ପ୍ରତି କେବଳ ନିନ୍ଦା ତଥା ଅପବାଦ ବାହାରୁଛି ।

ଆଜିକାଲି ତ ସବୁଦିନେ ବହୁ ଅଜବ ଘଟଣା ସବୁ ଘଟୁଛି , ଆପଣ ଖବର ଶୁଣୁଥିବେ ଆଉ ନିଜ ଆଖପାଖରେ ମଧ୍ୟ ଦେଖୁଥିବେ । ଯୁଗ ଏବେ ବଦଳିଲାଣି ଏବଂ ଯୁଗ ବଦଳିବା ସହିତ ଲୋକଙ୍କର ମାନସିକତା ମଧ୍ୟ ବହୁ ମାତ୍ରାରେ ବଦଳିଲାଣି ।

ଆପଣ ମାନେ ତ ଜାଣିଥିବେ ଆଜି ର ଏହି ଦୁନିଆରେ ଲୋକ ମାନଙ୍କ ପାଇଁ ଅନଲାଇନ୍ ର ଆବଶ୍ୟକତା କେତେ ମାତ୍ରା ରେ ରହିଛି, ଏବଂ ଏହି ଯୁଗ କୁ ଅନଲାଇନ ର ଯୁଗ ବୋଲି କହିଲେ ବି କିଛି ଭୁଲ୍ ହେବ ନାହିଁ।

ତେବେ ଆଜି କାଲିର ଯୁଗ ଏତେ ଆଗକୁ ଗଲାଣି ଯେ ଛୋଟ ଛୁଆ ଠାରୁ ଆରମ୍ଭ କରି ବୁଢା ପର୍ଯ୍ୟନ୍ତ ସମସ୍ତେ ସୋସିଆଲ୍ ମିଡିଆ ସହ ଯୋଡି ହୋଇଛନ୍ତି। ଆଜିକାଲି ଅନେକ ବହୁତ ସବୁ ସୋସିଆଲ୍ ସାଇଟ୍ ବାହାରିଲାଣି ଯାହା ଦ୍ୱାରା ଲୋକ ମାନେ ଯୋଡି ହୋଇ ଦେଶ ବିଦେଶରେ ଘଟୁଥିବା ଘଟଣା ସବୁ କୁ ଗୋଟେ ସେକେଣ୍ଡରେ ଜାଣି ଦେଉଛନ୍ତି।

ଘଟଣା ଅନୁସାରେ ଜଣେ ନାବାଳକ ଚା ଦୋକାନୀକୁ ଗୋଇଠାମାରି ବିଦା ହେଲେ ପୋଲିସ୍‌ ବାବୁ । ଆଉ ଏହାପରେ ସେହି ପୋଲିସ୍ କର୍ମଚାରୀଙ୍କୁ ଡିସିପି ତାଙ୍କ ପଦବୀରୁ Suspend କରିଛନ୍ତି । ତେବେ ବର୍ତ୍ତମାନ ଦାବି ହେଉଛି କି ଉପଯୁକ୍ତ ତଦନ୍ତ କରାଯାଇ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ । ତେଣୁ ପୋଲିସ୍ ତାର ତଦନ୍ତ ଜାରି ରଖିଛି ଏବଂ ଦୋଷୀକୁ ମଧ୍ୟ ଦଣ୍ଡ ସ୍ବରୂପ ତାଙ୍କ ପଦବୀର ବହିସ୍କୃତ କରାଯାଇଛି । ତେବେ ଜଣେ ପୋଲିସ୍ ଅଫିସର ହୋଇ ସାଧାରଣ ଜନତା ଅର୍ଥତା ଜଣେ ନାବାଳକଙ୍କ ପ୍ରତି ଏପରି ବ୍ୟବହାର ସଂମ୍ପୂର୍ଣ୍ଣ ପୋଲିସ୍ ଡିପାର୍ଟମେଣ୍ଟ ଉପରକୁ ଲଜ୍ଜିତ କରିଛି ।