ଦେଖନ୍ତୁ LIVE ଭିଡିଓ ! ସୋସିଆଲ ମିଡିଆରେ ନିଆଁ ଭଳି ଘୂରି ବୁଲୁଛି ଏହି ଛାତି ଥରାଇଲା ଭଳି ସଡକ ଦୁର୍ଘଟଣା !

ସୋସିଆଲ ମିଡିଆରେ ନିଆଁ ଭଳି ଘୂରି ବୁଲୁଛି ଛାତି ଥରାଇଲା ଭଳି ସଡକ ଦୁର୍ଘଟଣା । କିନ୍ତୁ ଅଳ୍ପକେ ବଞ୍ଚିଗଲେ ମହିଳା ଜଣଙ୍କ । ତେବେ ବର୍ତ୍ତମାନ ସମୟରେ ସାଧାରଣତଃ ସଡକ ଦୁର୍ଘଟଣା ଏକ ସାଧାରଣ କଥା ପାଲଟି ଗଲାଣି । ଆଉ ଏହି ସଡକ ଦୁର୍ଘଟଣା ରେ କାହାର ଜୀବନ ଯାଉଛି ତ ପୁଣି କିଏ କ୍ଷତ ବିକ୍ଷତ ହୋଇ ହସ୍ପିଟାଲ ବେଡ୍ ରେ ଦିନ କାଟୁଛନ୍ତି, ପୁଣି କାହାର ଅନେକ ଧନଜୀବନ ମଧ୍ୟ ନଷ୍ଟ ହୋଇ ଯାଉଛି । କିନ୍ତୁ ଦେଖିବାକୁ ଗଲେ ପ୍ରତିଦିନ ହଜାର ହଜାର ଲୋକମାନେ ସଡକ ଦୁର୍ଘଟଣା ରେ ମୃତ୍ୟୁ ବରଣ କରୁଛନ୍ତି ।

ସରକାର ସଡକ ଦୁର୍ଘଟଣା କୁ ରୋକିବା ପାଇଁ ବିଭିନ୍ନ ନିତିନୀୟମ ତଥା ଆଇନ୍ ସବୁ ଜାରି କରିଲେ ମଧ୍ୟ ସଡକ ଦୁର୍ଘଟଣା କମିବାର ନାଁ ହିଁ ଧରୁନାହିଁ , ଆଉ ଏହାର ଏକ ମାତ୍ର କାରଣ ହେଉଛି ଲୋକମାନେ ଏଥିପ୍ରତି ନିଜେ ଆଦୌ ସତର୍କ ହେଉ ନାହାଁନ୍ତି । ତେଣୁ ପରିଶେଷରେ ସେମାନଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି ଏବଂ ଅକାଳରେ ବିୟୋଗ ମଧ୍ୟ ଘଟୁଛି ।

ତେବେ ଆଜିକାଲି ତ ସବୁ ଦିନେ ବହୁ ଅଜବ ଘଟଣା ସବୁ ଘଟୁଛି , ଆପଣ ଖବର ଶୁଣୁଥିବେ ଆଉ ନିଜ ଆଖ ପାଖରେ ମଧ୍ୟ ଦେଖୁ ଥିବେ । ବର୍ତ୍ତମାନ ସମୟରେ କୌଣସି ବି ଘଟଣା ଘଟିବାର କିଛି କ୍ଷଣ ମଧ୍ୟରେ ତାହା ସମସ୍ତଙ୍କ ପାଖରେ ପହଞ୍ଚି ଯାଉଛି ।

ଆଉ ଯାହା ଆଜିର ଏହି ଇଣ୍ଟରନେଟ ସଂଯୋଗ ପାଇଁ ସମ୍ଭବପର ହୋଇ ପାରୁଛି । ତେଣୁ କୌଣସି ବି ଘଟଣା ଆଉ ଜଣଙ୍କ ଭିତରେ ସୀମିତ ହୋଇ ରହିପାରୁନାହିଁ । ଦେଶ ଦୁନିଆରେ ଯେଉଁଠି ବି ଯାହା ଘଟୁଛି ତାହା ଆମେ ଘରେ ବସି ମଧ୍ୟ ତାହା ବିଷୟରେ ଜାଣି ପାରୁଛେ ।


ଆପଣ ମାନେ ତ ସମସ୍ତେ ସୋସିଆଲ ମିଡିଆ ସହ ନିଶ୍ଚିତ ଭାବରେ ଜଡିତ ଥିବେ । ତେବେ ସୋସିଆଲ ମିଡିଆରେ ପ୍ରତିଦିନ କିଛି ନାଁ କିଛି ଅଜବ ଘଟଣା ସବୁ ଘଟିଥିବାର ଭିଡିଓ ଏବଂ ଫୋଟ ସବୁ ଭାଇରାଲ ହୋଇଥାଏ । ବର୍ତ୍ତମାନ ସମୟରେ ସେହିପରି ଗୋଟିଏ ଗୋଟିଏ ଖବର ଆପ ପାଖରେ ପହଞ୍ଚିଛି । ଯାହା ଜାଣିବା ପରେ ଆପଣଙ୍କ ଛାତି ଥରି ଉଠିବ୍ ଏବଂ ଏହାକୁ ଦେଖିବା ପରେ ଆପଣ ସଂମ୍ପୂର୍ଣ୍ଣ ଭାବରେ ନିସ୍ତବ୍ଧ ହୋଇଯିବେ ।

ସ୍ବାର୍ଟ ସିଟିରେ ଘଟିଛି ଏପରି ସଡକ ଦୁର୍ଘଟଣା । ଭୂବନେଶ୍ବରରେ ରାସ୍ତା ପାର ହେଉଥିବା ସମୟରେ ଅଟୋଟି ନିଜର ନିୟନ୍ତ୍ରଣ ହରାଇ ଓଲଟି ପଡିଲା ଏବଂ ସେଥିରେ ଥିବା ମହିଳା ଜଣଙ୍କ ଗୁରୁତ୍ବର ଭାବରେ ଆହତ ହୋଇଛନ୍ତି । ତେବେ କିଛି ଲୋକମାନେ ତାଙ୍କୁ ରାସ୍ତାରୁ ଉଠାଇ ହସ୍ପିଟାଲ ନେଇଯାଇ ଥିବା ସୂଚନା ମିଳିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।