ollywood news- ଦେଖନ୍ତୁ ପୁରା ଭିଡିଓ ଆଜି ପ୍ରସିଦ୍ଧ କଣ୍ଠଶିଳ୍ପୀ ତପୁ ମିଶ୍ର ଙ୍କର ଦଶାହ କାର୍ଯ୍ୟ …କେମିତି ତାଙ୍କ ଫଟୋ ପାଖରେ ବସି ମା କୁ ମନେ ପକାଇ ଝରୁଛି. ପୁଅ…

ତେବେ ଓଡ଼ିଆ ପ୍ରସିଦ୍ଧ କଣ୍ଠଶିଳ୍ପୀ ତପୁ ମିଶ୍ର ଙ୍କୁ ତ ଆପଣ ମାନେ ସମସ୍ତେ ଜାଣି ଥିବେ, ଯିଏ କି ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଏକ ନାମୀ ଦାମୀ ଗାୟିକା | ତେବେ ଅନେକ ଓଡ଼ିଆ ଫିଲ୍ମ ଏବଂ ଆଲବମ ରେ ଗୀତ ଗାଇ ତାଙ୍କର ମଧୁର କଣ୍ଠ ରେ ସମସ୍ତ ଙ୍କୁ ବାନ୍ଧି ରଖିଛନ୍ତି | ତାଙ୍କ କଣ୍ଠ ଯେପରି ସୁନ୍ଦର ସେ ଦେଖିବାକୁ ମଧ୍ୟ ସେତିକି ସୁନ୍ଦର ଏବଂ ତାଙ୍କ ହୃଦୟ ମଧ୍ୟ ସୁନ୍ଦର | ତେବେ ଆପଣ ମାନେ ତ ଜାଣି ଥିବେ ଯେ କରୋନା ରୋଗ ରେ ମାସେ ହେବ ଆକ୍ରାନ୍ତ ହୋଇ ସେ ଚିକିତ୍ସିତ ଅବସ୍ଥା ରେ ଏହି କିଛି ଦିନ ପୂର୍ଵ ରୁ ତାଙ୍କର ମୃତ୍ୟୁ ହୋଇଛି, ଏହା ଓଡ଼ିଆ ଇଣ୍ଡଷ୍ଟ୍ରି ପାଇଁ ବହୁତ ପ୍ରଭାବ ପକାଇଛି |

ତେବେ ତପୁ ମିଶ୍ର ଙ୍କର ଦେହାନ୍ତ ରେ ତାଙ୍କର ପରିବାର ଏବଂ ସମସ୍ତ ଦର୍ଶକ ବନ୍ଧୁ ଦୁଃଖ ପ୍ରକାଶ କରି ଥିଲେ ଏବଂ ଏହା ତାଙ୍କର ଫ୍ୟାନ ମାନଙ୍କ ପାଇଁ ଓ ଓଡ଼ିଆ ଇଣ୍ଡଷ୍ଟ୍ରି ପାଇଁ ବହୁତ ଦୁଃଖ ର ଖବର | ତେବେ ତପୁ ମିଶ୍ର ଙ୍କ ଦେହାନ୍ତ ରେ ଏବେ 10 ଦିନ ପୁରିଛି ଏବଂ ତାଙ୍କ ଘରେ ତାଙ୍କର ଦଶାହ କାର୍ଯ୍ୟ ହୋଇଛି, ତେବେ ଆସନ୍ତୁ ଜାଣିବା ଏହି ସମ୍ପର୍କ ରେ |

ତେବେ ଓଡ଼ିଆ ପ୍ରସିଦ୍ଧ ଗାୟିକା ତପୁ ମିଶ୍ର ଙ୍କ ଦେହାନ୍ତ ରେ 10 ଦିନ ପୁରିଛି | ତାଙ୍କର ଦଶାହ କାର୍ଯ୍ୟ ତାଙ୍କରି ଘରେ ହିଁ କରାଯାଇଛି ଏବଂ ଏହି ଦଶାହ କାର୍ଯ୍ୟ ରେ ଅନେକ ଲୋକ ସାମିଲ ହୋଇଛନ୍ତି | ତେବେ ଅନେକ ଓଡ଼ିଆ ଇଣ୍ଡଷ୍ଟ୍ରି ର ସେଲିବ୍ରେଟି ମାନେ ମଧ୍ୟ ତାଙ୍କ ଦଶାହ ଦିନ ରେ ଯୋଗ ଦେଇଛନ୍ତି |

ତେବେ ତାଙ୍କ ଆତ୍ମା କିପରି ସଦଗତି ହେବ ଏବଂ ଶାନ୍ତି ପାଇବ ସେଥି ପାଇଁ ପୂଜା ଅର୍ଚନା ତାଙ୍କ ପରିବାର ଲୋକ ଏବଂ ତାଙ୍କ ସ୍ୱାମୀ କରିଛନ୍ତି | ତେବେ ଓଡ଼ିଆ ଇଣ୍ଡଷ୍ଟ୍ରି ର ସେଲିବ୍ରେଟି ଏବଂ ତପୁ ମିଶ୍ର ଙ୍କର ଫ୍ୟାନ ମଧ୍ୟ ତାଙ୍କ ଆତ୍ମା ର ସଦଗତି ପାଇଁ ପାର୍ଥନା କରିଛନ୍ତି | ତେବେ ଓଡ଼ିଆ ପ୍ରସିଦ୍ଧ ଗାୟିକା ତପୁ ମିଶ୍ର ଏକ ନାମୀ ଦାମୀ ଗାୟିକା ଥିଲେ ଏବଂ ତାଙ୍କର ମଧୁର କଣ୍ଠ ରେ ସେ ଗୀତ ଗାଇ ସମସ୍ତ ଙ୍କ ମନକୁ ଜିଣି ରଖୁ ଥିଲେ |

ଓଡ଼ିଶା ଲୋକ ମାନେ ମଧ୍ୟ ତପୁ ମିଶ୍ର ଙ୍କୁ ବହୁତ ଭଲ ପାଉ ଥିଲେ କିନ୍ତୁ ତାଙ୍କର ଆଜି ଏହି ମୃତ୍ୟୁ ରେ ସାରା ଓଡ଼ିଶା ରେ ଶୋକ ର ଛାୟା ଖେଳି ଯାଇଛି | ତେବେ ଏହି ଓଡ଼ିଆ ପ୍ରସିଦ୍ଧ ଗାୟିକା ଙ୍କର ମୃତ୍ୟୁ ପରେ ଵି ସେ ସମସ୍ତ ଙ୍କ ମନ ଭିତରେ ରହିବେ ଏବଂ ସାରା ଜୀବନ ପାଇଁ ସେ ଅମର ହୋଇ ରହିବେ |