ଦେଖନ୍ତୁ ଭିଡ଼ିଓ : ପୁଣି ଚର୍ଚ୍ଚାରେ ଭାଇରାଲ ବୟ ତୈଲକ୍ୟ ରାୟ କରୋନା ର ତୃତୀୟ ଲହରକୁ ନେଇ ଗାଇଲେ ଏମିତି ଗୀତ, ଭାଇରାଲ ହେଲା ଭିଡିଓ..

ତେବେ ଆପଣ ମାନେ ତ୍ରିଲୋକ୍ୟ ରାୟ ଙ୍କୁ ବେସ ଭଲ ଭାବରେ ଜାଣି ଥିବେ ଯିଏ କି ଏତେ ଛୋଟ ପିଲା ହୋଇ ମଧ୍ୟ ତାଙ୍କ ଗୀତ ରେ ସମସ୍ତ ଙ୍କ ମନ କିଣି ଆସିଛନ୍ତି | ତେବେ ଆପଣ ମାନେ ତ ଜାଣି ଥିବେ ଯେ ସେ କିପରି ମୁଁ ସ୍କୁଲ ରେ ପଢୁଛି, ମୁଁ ପ୍ରଥମ ଶ୍ରେଣୀ ରେ ପଢୁଛି ଏହିଭଳି କିଛି କଥା କହି ଲୋକ ମାନଙ୍କର ଭଲ ପାଇବା ହାସଲ କରି ପାରି ଥିଲେ | ତେବେ ଏହାକୁ ନେଇ ଏକ ଗୀତ ହୋଇ ଥିଲା ଯାହା ପ୍ରବଳ ମାତ୍ରା ରେ ଭାଇରାଲ ହେଇ ଥିଲା ଏବଂ ଲୋକ ମାନେ ମଧ୍ୟ ଏହି ଗୀତ କୁ ବହୁତ ପସନ୍ଦ କରି ଥିଲେ |

ତେବେ ଏହା ପରେ ଅନେକ ସଙ୍ଗୀତ ନିଦ୍ଧେଶକ ମାନେ ମଧ୍ୟ ତାଙ୍କ ସହ ଗୀତ ଗାଇବାକୁ ଆଗେଇ ଆସି ଥିଲେ | ତେବେ ସେ ଏବେ ତାଙ୍କ କଥା କୁ ନେଇ ଗୀତ ରେ ଭାଇରାଲ ହୋଇଛନ୍ତି ଯାହା ଦ୍ୱାରା ସେ ଏବେ ଫେମସ ହୋଇ ଯାଇଛନ୍ତି | ତେବେ ଆଗକୁ ତୃତୀୟ ଲହରୀ ଆସୁଛି ଯାହାକୁ ନେଇ ସେ ଏକ ଗୀତ ଗାଇଛନ୍ତି ଏବଂ ଏହି ଗୀତ ଟି ଏବେ ଖୁବ ଭାଇରାଲ ହେଉଛି, ତେବେ ଆସନ୍ତୁ ଜାଣିବା ଏହି ସମ୍ପର୍କ ରେ |

ତେବେ ଏହି ଛୋଟ ବାଳକ ଜଣଙ୍କ ତାଙ୍କ ସ୍କୁଲ କୁ ଅନ୍ୟତ୍ର ଉଠି ଯିବା ନିମନ୍ତେ ସେ ତାଙ୍କର ବୟାନ ଗଣ ମାଧ୍ୟମ ରେ ଦେଇ ଥିଲେ, ଯାହା ଦ୍ୱାରା ସେ ତାଙ୍କର କଥା କୁ ନେଇ ଲୋକ ପ୍ରିୟତା ହୋଇ ଥିଲେ | ତେବେ ତାଙ୍କର ଏହି ପରି ମଜାଳିଆ କଥା କୁ ଲୋକ ମାନେ ବେସ ପସନ୍ଦ କରିଛନ୍ତି ଏବଂ ସମସ୍ତ ଙ୍କ ହୃଦୟ କୁ ଏହା ଛୁଇଁଛି |

ଲୋକ ପ୍ରିୟତା ଅଭିଜିତ ମଜୁମଦାର ଏବଂ ହ୍ୟୁମାନ ସାଗର ତାଙ୍କର ଏହିଭଳି ମଜାଦାର କଥାକୁ ନେଇ ଅନେକ ଗୀତ ମଧ୍ୟ ଗାଇଛନ୍ତି | ତେବେ ବର୍ତ୍ତମାନ ଅଭିଜତ ଙ୍କ ସହ ଏହି ବାଳକ ତ୍ରିଲୋକ୍ୟ ରାୟ ମଧ୍ୟ ମିଶି ଏକ ଗୀତ ଗାଇଛନ୍ତି | ମୁଁ ଘର ଭିତରେ ରହୁଛି, ମୁଁ ସାବୁନ୍ ରେ ହାତ ଧୋଉଛି, ମୁଁ ମାସ୍କ୍ ପିନ୍ଧିକି ଯାଉଛି, ମୁଁ ସାନିଟାଇଯାର କରୁଛି, ମୁଁ କଣ ଶୁଣିଲି ତୃତୀୟ ଲହର ମାଡ଼ି ଆସୁଛି ଏହିଭଳି କିଛି ଗାଇଛନ୍ତି ଟି ସେ |

ଅଭିଜିତ ମଜୁମଦାର ଙ୍କ ସହିତ ତାଙ୍କର ଏହି ଗୀତ ଶୁଣିବାକୁ ବେଶ ସୁନ୍ଦର୍ ଲାଗୁଛି | ତେବେ ଏହି ଗୀତ ଟିକୁ ଲୋକ ମାନେ ମଧ୍ୟ ବେସ ପସନ୍ଦ କରିଛନ୍ତି ଏବଂ ତାଙ୍କ ଏହି ଭଳି ମଜାଦାର ଗୀତ ରେ ଲୋକ ମାନେ ମଧ୍ୟ ବହୁତ ମନରଞ୍ଜନ କରି ଥାନ୍ତି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।