Ollywood ଅଭିନେତା Swaraj ଙ୍କ ମହାନତା, କୋଳେଇ ନେଲେ ଦୁଇ ଅନାଥଙ୍କୁ, ହଠାତ Live ଆସି କହିଲେ ଏମାନଙ୍କର ଦାୟିତ୍ବ ମୋର ! ସ୍ବରାଜ ଙ୍କ ପାଇଁ ଗୋଟିଏ ସେୟାର କରନ୍ତୁ…

ତେଵେ ଏହି କରୋନା ମହାମାରୀ ଏବେ ସାରା ବିଶ୍ୱ ରେ ତାଣ୍ଡବ ଲୀଳା କରୁଛି ଏବଂ ଭାରତ ରେ ଏହା ବହୁତ ପ୍ରଭାବ ପକାଇଛି | ଏହି କରୋନା ପ୍ରଥମ ଲହରୀ ରେ ଭାରତ କୁ ଏତେ ଟା ପ୍ରଭାବିତ କରୁ ନଥିଲା କିନ୍ତୁ ଏହି ଦ୍ୱିତୀୟ ଲହରୀ ରେ ଅନେକ ଲୋକ ଆକ୍ରାନ୍ତ ହୋଇ ଲକ୍ଷ ଲକ୍ଷ ଲୋକ ମୃତ୍ୟୁ ବରଣ କରୁଛନ୍ତି | ତେଵେ ଏହି କରୋନା ସଂକ୍ରମଣ ରେ ଅନେକଙ୍କର ବହୁତ କ୍ଷତି ହେଲାଣି ଏବଂ ଜୀବିକା ନିର୍ବାହ ରେ ମଧ୍ୟ ଅସୁବିଧା ଆସି ଗଲାଣି | ଏହି କରୋନା ରୋଗ ରେ ସଂକ୍ରମିତ ହୋଇ ଅନେକ କୁନି କୁନି ପିଲା ମାନଙ୍କର ତାଙ୍କ ବାପା ମା ମୃତ୍ୟୁ ହେଉଛି ଏବଂ ସେମାନେ ଅନାଥ ହେଇ ଯାଉଛନ୍ତି |

ତେଵେ ଏହି ସମୟରେ ଏକ ସେହିଭଳି ଦୃଶ୍ୟ ଦେଖିବାକୁ ମିଳିଛି ଯେଉଁଠି ଦୁଇ କୁନି ଛୁଆ ତାଙ୍କ ବାପା ମା ଙ୍କୁ ଏହି କରୋନା ରେ ହରେଇ ଦେଇଛନ୍ତି ଏବଂ ଏହି କୁନି ଝିଅଟି ତା କୁନି ଭାଇ ର ଲାଳନ ପାଳନ କରୁଛି | ତେଵେ ଏହାକୁ ଦେଖି ଅଭିନେତା ସ୍ୱରାଜ ତାଙ୍କ ପାଇଁ ହାତ ବଢ଼ାଇଛନ୍ତି, ତେଵେ ଆସନ୍ତୁ ଜାଣିବା ଏହି ବିଷୟରେ |

ତେବେ ଓଡ଼ିଶାରେ ବାଲେଶ୍ୱର ଜିଲ୍ଲା ର ଭୋଗରାଇ ଠାରେ ଏପରି ଏକ ଘଟଣା ଦେଖିବାକୁ ମିଳିଛି, ତେବେ କିଛି ଦିନ ପୂର୍ବରୁ ଏକ ଭିଡ଼ିଓ ସାମ୍ନା କୁ ଆସି ଥିଲା ଯେଉଁଠି ଦୁଇଟି କୁନି ଛୁଆ ତାଙ୍କ ବାପା ମା ଙ୍କୁ ଏହି କରୋନା ରେ ହରାଇ ଦେଇଛନ୍ତି ଏବଂ ଅନାଥ ହୋଇ ଯାଇଛନ୍ତି | ତେବେ ସେମାନେ ଅନାଥ ହେବା ଫଳରେ ସେହି କୁନି ଝିଅ ଟି ତା କୁନି ଛୋଟ ଭାଇ ର ଲାଳନ ପାଳନ କରୁଥିବାର ନଜର ଆଖି ସାମ୍ନା କୁ ଆସିଛି |

ତେବେ ଏପରି ଚିତ୍ର ଦେଖିବା ପରେ ଓଲିଓଡ଼ ଅଭିନେତା ସ୍ୱରାଜ ସହାୟତା ର ହାତ ବଢ଼ାଇଛନ୍ତି | ଏହାକୁ ନେଇ ସ୍ୱରାଜ କହି ଥିଲେ ଯେ, ଏତେ କମ ବୟସ ରେ କରୋନା ତା ବାପା ମା ଙ୍କୁ ଛଡାଇ ନେଇଛି କିନ୍ତୁ ତାର ଆକାଂକ୍ଷା ଓ କର୍ତ୍ତବ୍ୟ ଛଡାଇ ପାରିନାହିଁ | ମାତ୍ର ସାତ ବର୍ଷ ର ହୋଇ ଥିଲେ ମଧ୍ୟ ସେ କୁନି ଭାଇ ପ୍ରତି କର୍ତ୍ତବ୍ୟ ଜାରି ରଖିଛି ଏବଂ ବାପା ମା ଙ୍କ କର୍ତ୍ତବ୍ୟ ସେ ବୁଝି ପାରିଛି ଏବଂ ଠିକ ସେ ତା ଭାଇର ଯତ୍ନ ମଧ୍ୟ ନେଉଛି |

ଏହା ସହିତ ସେ କହି ଥିଲେ ଯେ, ଆଜି ଠାରୁ ଏମାନେ ଦୁହେଁ ମୋର ଭାଇ ଭଉଣୀ ଏବଂ ତାଙ୍କର ପ୍ରତି ଟି ଦୁଃଖ କଷ୍ଟ ରେ ମୁଁ ସାଥିରେ ରହିବି ଏବଂ ଯେତେବେଳେ ବି ସେ ଭୋଗରାଇ ଯିବେ ତାଙ୍କ ସହ ଭେଟିବେ ବୋଲି ମଧ୍ୟ କହିଥିଲେ | ତେବେ ସ୍ୱରାଜ ଙ୍କର ଏଭଳି କାର୍ଯ୍ୟ ଦେଖି ସମସ୍ତେ ତାଙ୍କୁ ପ୍ରଶଂସା କରିଛନ୍ତି ଏବଂ ଭଲ ମଧ୍ୟ ପାଇଛନ୍ତି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।