Breking News – ଆଜି ପୁଣି ଚଳଚିତ୍ର ଜଗତକୁ ଆସିଲା ଦୁଃଖର ଲହରୀ । ଏହି ପ୍ରସିଦ୍ଧ ଅଭିନେତ୍ରୀ ଫାଶୀ ଦେଇ କଲେ ମୃତ୍ୟୁବରଣ ,,ସନ୍ଦେହ ଜନକ ମୃତ୍ୟୁ …

ପୁଣି ବଲିଉଡ୍ କୁ ଏକ ଦୁଃଖଦ ଖବର ଆସିଛି । ଗତ କାଲି ବିଜୟ ଚିତ୍ରା , ଯିଏ କି ସିରିଏଲେ ଜଗତରେ ଥିଲେ ଅଭିନେତ୍ରୀ ଆତ୍ମହତ୍ୟା କରିଛନ୍ତି ।ସେ ହିରୋଇନ୍ ଭାବରେ ଅନେକ ଗୁଡିଏ ସିରିଏଲ୍ ରେ କାମ କରିଥିଲେ । ସେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି ।ଚିତ୍ରା ଚେନ୍ନାଇ ସ୍ଥିତ ହୋଟେଲ୍ ରେ ରହୁଥିଲେ ଏବଂ ସେଠାରୁ ହିଁ ତାଙ୍କର ମୃତ ଶରୀର ଉଦ୍ଧାର କରା ଯାଇଛି ।ଚିତ୍ରା ଙ୍କ ମୃତ ଶରୀର ଚେନ୍ନାଇ ସ୍ଥିତ ହୋଟେଲ୍ ରୁମ୍ ର ଫ୍ୟାନ୍ ରେ ଝୁଲୁଥିବାର ଦେଖିବାକୁ ମିଳିଥିଲା ଏବଂ ପରବର୍ତ୍ତୀ ସମୟରେ ହୋଟେଲ୍ ର କର୍ମଚାରୀ ପୋଲିସ୍ କୁ ଏ ସମ୍ବନ୍ଧରେ ଖବର ଦେଇଥିଲେ ।ପୋଲିସ୍ ମଧ୍ୟ. ପରବର୍ତ୍ତୀ ସମୟରେ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ ମଧ୍ୟ କରି ଦେଇଛି ।

ଅଚାନକ ଏମିତି କ ଣ ଘଟିଲା ଯେ, ଏକ୍ଟିଙ୍ଗ କ୍ୟାରିୟର ରେ ସଫଳତା ହାସଲ କରି ସାରିଥିବା ଚିତ୍ରା ଫାଶୀ ଲଗାଇ ଆତ୍ମହତ୍ୟା କଲେ । ଏହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି ଓ ରହସ୍ୟମୟ ରେ ପକାଇ ଦେଇଛି । ଆପଣମାନେ ସମସ୍ତେ ଅଭବିନେତ୍ରୀ ଚିତ୍ରା ଙ୍କୁ ବେଳ୍ ଭଲ ଭାବରେ ଜାଣିଥିବେ ।

ଆଉ କିଛି ମଧ୍ୟ ଚିତ୍ରା ଙ୍କୁ ଏତେଟା ଜାଣି ନ ଥିବେ । ଚିତ୍ରା ଜଣେ ତାମିଲି ଅଭିନେତ୍ରୀ ଥିଲେ । ସେ ଅଧିକାଂଶ ସିରିଏଲ୍ ରେ ଆକ୍ଟିଙ୍ଗ କରିବା ସହିତ ସେ ମଧ୍ୟ ଅନେକ ଗୁଡିଏ ରିଆଲିଟି ସୋ ରେ ଏଙ୍କରିଙ୍ଗ କରିଛନ୍ତି ।ଚିତ୍ରା ଜଣେ ଆଗ ଧାଡିର ସଫଳ ଅଭିନେତ୍ରୀ ଥିଲେ । ସେ ତାଙ୍କର ଅଭିନୟ ଯାଦୁରେ ସମସ୍ତଙ୍କୁ ବାନ୍ଧି ରଖିଥିଲେ ।ତାଙ୍କୁ ଦର୍ଶକ ମାନେ ମଧ୍ୟ ବହୁତ ପସନ୍ଦ କରୁଥିଲେ ।

ତେବେ ପୂର୍ବରୁ ଆପଣମନାେ ବଲିଉଡ୍ ର ସୁପରଷ୍ଟାର ଶୁସାନ୍ତ ସିଂ ରାଜପୁତ ଙ୍କ ମୃତ୍ୟୁ ବିଷୟରେ ଜାଣିଥିବେ ।ତାଙ୍କର ସେମିତି ମୃତ ଦେହ ତାଙ୍କର ରୁମ୍ ରୁ ଉଦ୍ଧାର କରା ଯାଇଥିଲା ଏବଂ ସୁଶାନ୍ତ ସିଂ ଙ୍କର ରହସ୍ୟା ମୟ ମୃତ୍ୟୁ ପରି ଚିତ୍ରା ଙ୍କର ମଧ୍ୟ ଅଚାନକ ରହସ୍ୟ ମୟ ଭାବରେ ମୃତ୍ୟୁ ହୋଇଛି ।ଯାହା ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି ।

ଆପଣମାନେ ଜାଣିଥିବେ ଯେ, ସୁଶାନ୍ତ ସିଂ ନିଜ ରୁମ୍ ରେ ରସି ଲଗାଇ ଆତ୍ମହତ୍ୟା କରିଥିଲେ , ସେମିତି ଅଭିନେତ୍ରୀ ଚିତ୍ରା କ ଣ ପାଇଁ ଚେନ୍ନାଇ ସ୍ଥିତ ହୋଟେଲ୍ ରୁମ୍ ରେ ଆତ୍ମହତ୍ୟା କରିଛନ୍ତି , ତାହା ପୋଲିସ୍ ତଦନ୍ତ ଚଳାଇ ଛନ୍ତି ।କିନ୍ତୁ ଆମେ ଚିତ୍ରା ଙ୍କ ପାଇଁ ଭଗବାନ ଙ୍କ ନିକଟରେ ଏତିକି ପ୍ରାର୍ଥନା କରୁଛୁ କି ଚିତ୍ରା ଙ୍କ ଆତ୍ମାକୁ ସଦଗତି ମିଳୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।