ଦେଖନ୍ତୁ ଏହି VIRAL ଭିଡିଓ କୁ , ରାସ୍ତାରେ ଅଚେତ ଅବସ୍ଥାରେ ପଡି ରହିଛନ୍ତି ଯୁବକ , ଜଣେ ହଲୁଛନ୍ତି ହେଲେ ଉଠୁନାହାଁନ୍ତି … ପୁରା କାରନାମା ଜାଣିଲେ ହୋସ ରହିବନି….

ଆଜାକାଲି ଏହି କଳପଷିତ ସମାଜରେ ଲୋକମାନଙ୍କୁ ଯାହା ଆସୁଛି ସେଇଆ ହିଁ କରୁଛନ୍ତି ।ଲୋକମାନେ ପ୍ରତିଦିନ ବିଭିନ୍ନ ପ୍ରକାରର ନିଶା ଦ୍ରବ୍ୟ ସେବନ କରୁଛନ୍ତି ।ସେ ପୁରୁଷ ହେଉ କି ମହଳା ସମସ୍ତେ ନିଶା ଦ୍ରବ୍ୟ କରୁଛନ୍ତି ।ନିଶାରେ କେଉଁଠି ପଡି ରହୁଛି ତ କେଉଁଠି ଅଲଗା ସମସ୍ୟା ମାନ ଠିଆ କରୁଛି ।ଆଜିକାଲିର ସମାଜରେ ପିଲାମାନେ ପାଠ ପଢିବା ନାଁରେ ହଷ୍ଟେଲ୍ କିମ୍ବା ମେସ୍ ରେ ରହୁଛନ୍ତି । ଆଉ ସେଠାରେ କୌଣସି ଉତ୍ସବ ବା ପାର୍ଟି ଆଦିରେ ବିଭିନ୍ନ ପ୍ରକାରର ନିଶା ଦ୍ରବାୟ ସେବନ କରୁଛନ୍ତି ।ଏହା ସହିତ କୌଣସି ବିବାହ ଉତ୍ସବ ରେ ମଦ ଭଳି ଆହୁରି ଅନେକ ନିଶା ଦ୍ରବ୍ୟ ର ବ୍ୟବାହର କରୁଛନ୍ତି ।

ନିଶା ଦ୍ରବ୍ୟ ର ପ୍ରଭାବରେ ଲୋକମାନେ ବିଭିନ୍ନ ପ୍ରକାରର ଅପରାଧ କରି ଚାଲୁଛନ୍ତି । କେଉଁଠି ଲୋକଙ୍କ ସହିତ ମାରପିଟ୍ କରୁଛନ୍ତି ତ କେଉଁଠି ମଦ ନିଶାରେ ମହିଳା ଙ୍କୁ ଦୁଷ୍କର୍ମ କରୁଛି ।

ନିଶା ଦ୍ରବ୍ୟ ସେବନ କରି ଏହି ସମାଜର ଯୁବକ ଯୁବତୀ ମାନେ ଯାହା ମନକୁ ଆସୁଛି କରୁଛନ୍ତି । ନିଶାରେ କେଉଁଠି ରାସ୍ତା କଡରେ ପଡି ରହୁଛି ତ କେଉଁଠି ଆଉ ଅଲଗା ସମସ୍ୟା ସୃଷ୍ଟି କରୁଛି । ଏହା ସହିତ ବିଶେଷ କରି ଆଜିକାଲି ର ସ୍ୱାମୀ ମାନେ ରାତି ଅଧରେ ମଦ ପିଇ କରି ଆସି ସ୍ତ୍ରୀ ମାନଙ୍କୁ ମାଡ ମାରୁଥିବାର ଖବର ମଧ୍ୟ ଶୁଣିବାକୁ ମିଳିଥାଏ ।


ସରକାର ରାଜ୍ୟରେ କରୋନା ମହାମାରୀ ପାଇଁ ଲକ ଡାଉନ ଘୋଷଣା କରିଛନ୍ତି । ଏହା ସହିତ ସମସ୍ତ କଟକଣା ମଧ୍ୟ ଲଗେଇଛନ୍ତି । କିନ୍ତୁ ଏପରି କିଛି କିଛି ଲୋକ ଅଛନ୍ତି ସେମାନେ ସରକାରଙ୍କ କଟକଣା କୁ ମାନୁ ନାହାନ୍ତି ଓ ମଦ ପିଇ ରାସ୍ତାରେ ଗଡୁଛନ୍ତି । ତେବେ ସେହିଭଳି ଏକ ଭିଡିଓ ହେଉଛି ଯେଉଁଠି ଦୁଇ ଜଣ ଲୋକ ମଦ ପାଇ ରାସ୍ତାରେ ଗଡୁଛନ୍ତି ।

ତେବେ ସୂଚନା ଅନୁସାରେ , ଘଟଣାଟି ଘଟିଛି ଆମ ରାଜଧାନୀ ଭୁବନେଶ୍ୱର ରେ ।ସେଠାରେ ଦୁଇ ଜଣ ଲୋକ ମଦ ପିଇ କୋଭିଡ୍ ନିୟମକୁ ଭାଙ୍ଗି ରାସ୍ତାରେ ଗଢୁଥିଲେ । ରିପୋର୍ଟ ର ମାନେ ଏହା ଦେଖି ସେହି ମଦପିଇ ଥିବା ଯୁବକ କୁ ପଚାରିଲେ ଏହି ଲକଡାଉନ୍ ରେ ଏଠି କ ଣ କରୁଛ ଓ ଯୁବକ ଜଣକ ଉତ୍ତର ରେ କହିଲେ ଯେ ଆଜି ଲକଡାଉନ୍ ଖୋଲୁଛି , ଆଜି କ ଣ ହେଉଛି ଦେଖିବା ବୋଲି କହୁଛି ।

ରିପୋର୍ଟ୍ ର ମାନଙ୍କ ଠୁ ମାଇକ ଛଡାଇ ନେବାର ମଧ୍ୟ ଦେଖିବାକୁ ମିଳିଥିଲା ।ମଦ ପିଇ ରାସ୍ତାରେ ପାଗଳ ଙ୍କ ଭଳି କଥା ବାର୍ତ୍ତା କରୁଥିବାର ଦେଖିବାକୁ ମିଳିଥିଲା ଯାହା ଏବେ ବହୁତ ଭାବେ ଭାଇରାଲ୍ ହେବାରେ ଲାଗିଛି । ଏହା ସହ ଜଣେ ଯୁବକ ତାର ଅନ୍ୟ ଜଣେ ସାଙ୍ଗକୁ ଚପଲରେ ପିଟିଥିବାର ଦେଖିବାକୁ ମିଳିଥିଲା ।ଶେଷରେ ଜଣେ ଅଟୋବାଲା ଆସି ସେମାନଙ୍କୁ ନେଇଗଲେ ।