ଦେଖନ୍ତୁ ଭିଡିଓ – ଖେଳୁଥିଲେ ନାଗ ନାଗୁଣୀ – ତେବେ ନାଗୁଣୀ ବାହାର କରିଦେଲା ନାଗମଣୀ ତାପରେ ଜଣେ ଯୁବକ ଯାହା କଲେ…

ତେଵେ ଆଜି କାଲି ର ସମାଜ ରେ କଣ ଘଟୁଛି ନ ଘଟୁଛି ତାହା ଆମେ ସବୁ ସୋସିଆଲ ମିଡ଼ିଆ ଦ୍ୱାରା ଜାଣି ପାରି ଥାଉ | ତେଵେ ସୋସିଆଲ ମିଡ଼ିଆ ରେ କିଛି ଏହି ଭଳି ଘଟଣା ବିଷୟରେ ଆମେ ଅବଗତ ହେଇ ଥାଉ ଯାହା ବହୁତ ଆଶ୍ଚର୍ଯ୍ୟ ଜନକ ହୋଇଥାଏ | ତେଵେ ଆପଣ ମାନେ ନିଶ୍ଚିତ ଭାବେ ଟିଭି ର ଫିଲ୍ମ ଏବଂ ସିରିଏଲ ଦ୍ୱାରା ଅନେକ ନାଗ ନାଗୁଣୀ ଙ୍କ କାହାଣୀ ବିଷୟରେ ଦେଖି ଥିବେ ନାଗମଣି ବିଷୟରେ ବି ଜାଣି ଥିବେ | ତେଵେ ଏହି ନାଗ ନାଗୁଣୀ ଙ୍କୁ ଆପଣ କେବଳ ଫିଲ୍ମ ଜରିଆରେ ଦେଖି ଥିବେ, କିନ୍ତୁ ଆଜି ଆମେ ଏଭଳି କିଛି ଦୃଶ୍ୟ କଥା କହିବୁ ତାହା କୌଣସି ଫିଲ୍ମ ନୁହେଁ ବରଂ ସତ୍ୟ |

ତେଵେ ଏକ ସ୍ଥାନ ରେ ଦେଖିବାକୁ ମିଳିଛି ଯେ ଏକ ବୁଦା ମୂଳେ ନାଗ ଏବଂ ନାଗୁଣୀ ଖେଳୁ ଥିଲେ ଏବଂ ଏକ ନାଗମଣି ତାଙ୍କ ପାଖରେ ଚମକି ଉଠୁଥିଲା, ତେଵେ ଆସନ୍ତୁ ଜାଣିବା ଏହି ସମ୍ପର୍କ ରେ |


ତେଵେ ଏହି ଆଶ୍ଚର୍ଯ୍ୟ ଜନକ ଘଟଣା ଟି ଜଣେ ବ୍ୟକ୍ତି ଦେଖି ତା ମୋବାଇଲ ରେ ଦୃଶ୍ୟ ଟି କୁ କଏଦ କରି ଥିଲେ | ତେଵେ ଏହି ଦୃଶ୍ୟ ଟି ନାଗପୁର ର ଏକ ବୁଦା ମୂଳେ ଦେଖିବାକୁ ମିଳିଛି | ତେଵେ ନାଗପୁର ର କସ୍ତୁରିବା ଗ୍ରାମର ଜଣେ ଯୁବକ ରାତି ରେ ସେହି ବାଟ ଦେଇ ଯାଉ ଥିଲେ, ହଠାତ ସେ ବୁଦା ମୂଳରେ ଏକ ଉଜ୍ଜଳ ରଶ୍ମି ଦେଖିବାକୁ ପାଇଲେ | ସେଠି ଏକ ନାଗ ନାଗୁଣୀ ଖେଳୁ ଥିବାର ମଧ୍ୟ ଦେଖି ଥିଲେ ଯାହାକୁ ଦେଖି ଯୁବକ ଜଣଙ୍କ ଚକିତ ହୋଇ ଯାଇଥିଲେ,

ତେଵେ ଏହି ଦୃଶ୍ୟ ଟିକୁ ଯେତେବେଳେ ସେ ମୋବଇଲ ରେ କଏଦ କରିବାକୁ ବାହାରିଲେ ସେତେବେଳେ ନାଗ ଏବଂ ନାଗୁଣୀ ଡରି ସେଠାରୁ ପଳାଇ ଯାଇ ଥିଲେ ଏବଂ ଏହା ପରେ ଯୁବକ ଜଣଙ୍କ ମଧ୍ୟ ଡ଼ରିକି ଦୌଡ଼ି କି ପଳାଇ ଆସିଥିଲେ | ଏହା ପରେ ସମସ୍ତ ଙ୍କୁ ତାଙ୍କ ଗ୍ରାମ ରେ ଘଟଣା ଟି କହି ସେହି ଭିଡ଼ିଓ ଟିକୁ ମଧ୍ୟ ଦେଖାଇଲେ |

ଏହା ଦେଖିବା ପରେ ଗାଁ ର ଜଣେ ବରିଷ୍ଠ ଲୋକ କହିଥିଲେ ଯେ ତେଵେ ଏହା ଦୁଇ ଇଚ୍ଛାଧାରୀ ନାଗ ନାଗୁଣୀ ଥିଲେ ଏବଂ ସେହି ଉଜ୍ଜଳ ରଶ୍ମି ଟି ନାଗମଣି ଥିଲା | ଆଉ ଏହା ମଧ୍ୟ କହି ଥିଲେ ଯେ ଯେଉଁ ନାଗ ନାଗୁଣୀ ଙ୍କ ପାଖରେ ଏହି ନାଗମଣୀ ଥାଏ ତେଵେ ସେମାନେ ବହୁତ ଶକ୍ତିଶାଳୀ ହେଇଥାନ୍ତି |

 

ତେଵେ ଏମିତି ବି କୁହାଯାଏ ଯେ ଯେଉଁ ନାଗ ନାଗୁଣୀ ଙ୍କ ପାଖରେ ଏହି ନାଗମଣୀ ଥାଏ ତେଵେ ସେମାନେ ଶିବଙ୍କର ଅଂଶ ହୋଇଥାନ୍ତି ଏବଂ ସେମାନଙ୍କର କେବେ ବି ମୃତ୍ୟୁ ହୋଇ ନଥାଏ | ତେଵେ ଏହିଭଳି ନାଗ ନାଗୁଣୀ ଆଗରୁ ଦେଖିବାକୁ ମିଳୁ ଥିଲା କିନ୍ତୁ ଏବେ ଏମାନଙ୍କ ଜାତି ଶେଷ ହୋଇ ଗଲାଣି | ତେଵେ ଭିଡ଼ିଓ ଟି ଏବେ ସବୁଆଡ଼େ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।