ଦେଖନ୍ତୁ ଏହି SPECIAL ଭି଼ଡିଓ -ନଈକୁ ମାଛ ଧରିବାକୁ ଯାଇଥିଲେ ଯୁବକ ହେଲେ ସେଠାରେ ଏମିତି ଜିନିଷ ଦେଖିବାକୁ ପାଇଲେ ଜାଣିଲେ ଆପଣଙ୍କ ହୋସ ରହିବନି….

ନଈରେ ଭାସୁଛି ଅଜଣା ଯୁବକ ଙ୍କ ର ମୃତ ଦେହ, ଗ୍ରାମ ବାସୀ ଶବ ଦେଖି ତାଜୁବ୍ । ତେବେ ଆଜି କାଲି ତ ସବୁ ଦିନେ ବହୁ ଅଜବ ଘଟଣା ସବୁ ଘଟୁଛି , ଆପଣ ଖବର ଶୁଣୁଥିବେ ଆଉ ନିଜ ଆଖ ପାଖରେ ମଧ୍ୟ ଦେଖୁ ଥିବେ । ଏହା ଛଡା ଆପଣ ମାନେ ତ ସମସ୍ତେ ସୋସିଆଲ ମିଡିଆ ସହ ନିଶ୍ଚିତ ଭାବରେ ଜଡିତ ଥିବେ । ତେବେ ସୋସିଆଲ ମିଡିଆରେ ପ୍ରତିଦିନ କିଛି ନାଁ କିଛି ଅଜବ ଘଟଣା ସବୁ ଘଟିଥିବାର ଭିଡିଓ ଏବଂ ଫୋଟ ସବୁ ଭାଇରାଲ ହୋଇଥାଏ ।

ଆଉ ଆଜି ଆମେ ଆପଣଙ୍କୁ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏମିତି ଏକ ଭିଡିଓ ବିଷୟରେ ଜଣେଇବୁ ଯାହା ଜାଣିଲା ପରେ ଆପଣ ସଂମ୍ପୂର୍ଣ୍ଣ ଭାବରେ ଆଶ୍ଚର୍ଯ୍ୟଚକିତ ହୋଇଯିବେ । ତେବେ ଏମିତି ଏକ ଖବର ସାମ୍ନାକୁ ଆସିଛି ଯାହାକୁ ଶୁଣି ଆପଣ ଜିଭ କାମୁଡି ଦେବେ ।

ତେବେ ଏପରି ଏକ ଅଭାବନୀୟ ତଥା ଚକିତ୍ କରିବା ଭଳି ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ସୋର ଥାନା ତଳନଗର ପଞ୍ଚାୟତ ବ୍ରାହ୍ମଣ ସବିରା କାଂଶବାଂଶ ନଈରେ । ଘଟଣା ଅନୁସାରେ ବ୍ରାହ୍ମଣ ସବିରା କାଂଶବାଂଶ ନଈରେ ଜଣେ ଅଜଣା ଲୋକ ଙ୍କ ର ମୃତ ଦେହ ଭାସୁ ଥିବାର ଲୋକ ମାନେ ଦେଖି ଥିଲେ ଏବଂ ଏହା ପରେ ସେମାନେ କାଳ ବିଳମ୍ବ ନ କରି ମୃତ ଦେହ ନଈରେ ଭାସୁ ଥିବା ଖବର ପୋଲିସ୍ ଙ୍କୁ ଦେଇ ଥିଲେ ।

 ଗାଁ ର କିଛି ଲୋକ ମାନେ ନଈ କୁ ମାଛ ଧରିବା ପାଇଁ ଆସି ଥିବା ବେଳେ ଏହି ଶବ ଟି କୁ ଦେଖି ଥିଲେ । ସେହି ଶବଟି ପାଖ ପାଖି ଦୁଇ ତିନି ଦିନ ତଳ ର ହେବ ବୋଲି ଅନୁମାନ କରାଯାଉଛି ।ଗ୍ରାମବାସୀ ଙ୍କ କହିବା କଥା ସେମାନେ ସକାଳ ସମୟ ରେ ନଈ କୂଳ କୁ ଶୌଚ ହେବା ପାଇଁ ଆସି ଥିବା ବେଳେ କାଂଶବାଂଶ ନଦୀର ପୋଲ ତଳେ ଜଣେ ଅଜଣା ଯୁବକ ଙ୍କ ର ମୃତ ଦେହ ଦେଖଲେ ଏହା ପରେ ସେମାନେ ପୋଲିସ୍ କୁ ଖବର ଦେଲେ ।

ଏହାପରେ ପୋଲିସ୍ ସେଠାରେ ପହଞ୍ଚି ଥିଲେ । ତେବେ ନଈ ରେ ଭାସୁ ଥିବା ଯୁବକ ଜଣ ଙ୍କ ର ବୟସ ପ୍ରାୟ 35-40 ବର୍ଷ ପାଖା ପାଖି ଏବଂ ସେ ପ୍ରାୟ ତିନି ଚାରି ଦିନ ପୂ୍ର୍ବ ରୁ ମୃତ୍ୟୁ ବରଣ କରି ଥିବା ଅନୁମାନ କରା ଯାଉଛି , କାହିଁକି ନାଁ ମୃତ ଶରୀର ଟି ଫୁଲି ଯାଇ ଥିଲା । କିନ୍ତୁ ସେହି ମୃତ ଶରୀର ଟି କାହାର ତାହା ଏ ପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି ।