ollywood news- ଦେଖନ୍ତୁ ଭିଡିଓ ଗାୟିକା ତପୁ ମିଶ୍ର ମୃତ୍ୟୁ ବରଣ କରିବା ଆଗରୁ ନିଜ ସ୍ବା୍ମ ସହିତ ପାଳନ କରିଥିଲେ ଶେଷ ଜନ୍ମଦିନ ,ଭିଡିଓ ଦେଖିଲେ ଆଖିରୁ ଲୁହ ଆସଯିବ….

ଲୋକପ୍ରିୟ କଣ୍ଠଶିଳ୍ପୀ ତଥା ପ୍ରସିଦ୍ଧ ଗାୟିକା ତପୁ ମିଶ୍ର ଆଉ ଆମ ଗହଣ ରେ ନାହାଁନ୍ତି । ଗତ କିଛି ଦିନ ହେବ କରୋନା ଚିକିତ୍ସା ହେଉଥିବା ସମୟ ରେ 19 ତାରିଖ ର ବିଳମ୍ବିତ ରାତ୍ରୀ ରେ ମୃତ୍ୟୁ ବରଣ କରିଛନ୍ତି ତପୁ ମିଶ୍ର । ଆଉ ତପୁ ମିଶ୍ର ଙ୍କୁ ହରାଇ ଏକ ଦିଗଜ୍ଜ ଓଡିଆ ସିଙ୍ଗରଙ୍କୁ ହରାଇ ଓଲିଉଡ ଜଗତରେ ଏବେ ହାହାକାର ଖେଳି ଯାଇଛି । ଅନେକ ସେଲିବ୍ରେଟି ମାନେ ମଧ୍ୟ ତାଙ୍କର ବିୟୋଗ ରେ ଦୁଃଖ ପ୍ରକାଶ କରିଛନ୍ତି ।ତେବେ ଅଲିଉଡ ଫେମସ୍ ସିଙ୍ଗର ତପୁ ମିଶ୍ର ଅନେକ ଚଳଚିତ୍ର ରେ ଗୀତ ଗାଇବା ସହିତ ବହୁ ଧାରାବାହିକ ରେ ମଧ୍ୟ ଗୀତ ଗାଇ ଦର୍ଶକ ଙ୍କୁ ତାଙ୍କ ଆଡକୁ ଆକର୍ଷିତ କରି ପାରିଛନ୍ତି ।

ତେବେ ତପୁ ଙ୍କୁ ହରାଇ ଯେତିକି ଓଲିଉଡ ଇଣ୍ଡଷ୍ଟ୍ରି ଦୁଃଖ ପ୍ରକାଶ କରିଛନ୍ତି ତା ଠାରୁ ବହୁ ଅଧିକ ଗୁଣା ଦୁଃଖ ପ୍ରକାଶ କରିଛନ୍ତି ତପୁ ମିଶ୍ର ଙ୍କ ସ୍ହାମୀ ଦୀପକ ପୀଜାରୀ । ଏମିତି କିଛି ଫୋଟ ପୋଷ୍ଟ କରି ସୋସିଆଲ ମିଡିଆରେ ନିଜର ଦୁଃଖ ଏବଂ ତପୁ ଙ୍କ ପ୍ରତି ତାଙ୍କର ଭଲ ପାଇବାକୁ ପ୍ରକାଶ କରିଛନ୍ତି ସ୍ବାମୀ ଦୀପକ ପୂଜାରୀ ।

ତେବେ ତପୁ ଙ୍କ ସହିତ ଶେଷ ବାର୍ଥଡେ ସେଲିବ୍ରେସନ୍ କିଭଳି ମଜାଦାୟକ ଥିଲା ସେହି ପୋଟ ଗୁଡିକ ସେ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି, ଆଉ ଯେଉଁ ଫୋଟ ସବୁ ଦେଖିଲେ ଆପଣ ଙ୍କ ଆଖିରୁ ବି ଲୁହ ଆସି ଯିବ ।

ଦୀପକ ଙ୍କ ସହିତ ଶେଷ ବାର୍ଥଡେ ସେଲିବ୍ରେସନ କରିଥିଲେ ତପୁ, କିଏ ବା ଜାଣିଥିଲା ଯେ ଏହା ତାଙ୍କର ଶେଷ ବାର୍ଥଡେ ସେଲିବ୍ରେସନ୍ ହେବ ବୋଲି ଏବଂ ଆଉ ତପୁ ବାର୍ଥଡେ ସେଲିବ୍ରେସନ୍ କରି ପାରିବେ ନାହିଁ ଓ ସମସ୍ତଙ୍କୁ ତଥା ପରିବାର ଏବଂ ଓଡିଆ ସିନେ ଜଗତକୁ ଏମିତି ସବୁ ଦିନ ପାଇଁ ଛାଡି ଚାଲିଯିବେ ।


ତେବେ ଓଡିଆ ସିଙ୍ଗର ତପୁ ମିଶ୍ର ଙ୍କ ବିୟୋଗ ଯେତିକି ଓଡିଆ ସିନେ ଇଣ୍ଡଷ୍ଟ୍ରି ପାଇଁ ଦୁଃଖ ଆଣିଛି ତା ଠାରୁ ଅଧିକ ଦୁଃଖର ଭାର ଛିଣ୍ଡି ପଡିଛି ତପୁ ଙ୍କ ସ୍ବାମୀ ଦୀପକ ପୂଜାରୀ ଙ୍କ ଉପରେ । ସୂଚନା ଅନୁସାରେ ତପୁ ଙ୍କ ପରିବାର କିଛି ଦିନ ତଳେ ତପୁ ଙ୍କ ବାପା ଙ୍କୁ ମଧ୍ୟ ହରାଇ ଥିଲା । ଯାହାକି ଆଉ ଦୁଃଖ ର କାରଣ , କରୋନା ମହାମାରୀ ସମୟ ରେ କରୋନା ରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଥିଲେ ତପୁ ଙ୍କ ବାପା ଏବଂ ଏହାପରେ ପରେ ଚିକିତ୍ସାଧୀନ ଅବସ୍ଥା ରେ ମୃତ୍ୟୁ ବରଣ କରିଲେ ନିଜେ ତପୁ ମିଶ୍ର । ଯାହାକି ତାଙ୍କ ପରିବାର କୁ ସଂମ୍ପୂର୍ଣ୍ଣ ଭାବରେ ଦୁଃଖର ସାଗରରେ ଭସାଇ ଦେଇଛି ।

ତେବେ ଲୋକମାନେ ବର୍ତ୍ତମାନ ସମୟ ରେ ତାଙ୍କ ପରିବାରକୁ ଆସ୍ବସନା ଦେବା ସହିତ ପରିବାର କିଭଳି ସୁଦୃଢ ଭାବରେ ଛିଡା ହେବ ତାହା ମଧ୍ୟ କହୁଛନ୍ତି । ଆମେ କେବଳ ଏତିକି ପ୍ରଭୁ ଜଗନ୍ନାଥ ଙ୍କ ନିକଟରେ ପ୍ରାର୍ଥନା କରୁଛୁ ଯେ ତାଙ୍କ ପରିବାରକୁ ଏହା ସହିବା ପାଇଁ ଧୋର୍ଯ୍ୟ ଦିଅନ୍ତୁ ଏବଂ ଆଗକୁ ବଢିବାର ସାହସ ଏବଂ ଶକ୍ତି ଦିଅନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।