ଦେଖନ୍ତୁ Shocking ଭିଡିଓ- ସ୍ଵାମୀ କାହାର ବିଚ ରାସ୍ତାରେ ୨ ଭଉଣୀଙ୍କ ହାଇଡ୍ରାମା , ଭିଡିଓ ଦେଖିଲେ ଆପଣ ମଧ୍ୟ ଅବାକ୍ ହୋଇ କହିବେ ଏ ସ୍ବାମୀ କାହାର ?

ଭାଇ ଭଉଣୀ କିମ୍ବା ଭାଇ ଭଉଣୀ ଭଳି ପବିତ୍ର ସମ୍ପର୍କ ଏ ଦୁନିଆରେ ଆଉ କିଛି ନାହିଁ । ଭଉୀଣୀ – ଭଉଣୀ ସମ୍ପର୍କ ଏକ ନିଆରା ସମ୍ପର୍କ ହୋଇଥାଏ । ଗେଟିଏ ଭଉଣୀ ତାର ସମସ୍ତ ଦୁଃଖ,ସୁଖ କଥା ନିଜ ଭଉଣୀ ପାଖରେ ହିଁ କହିଥାଏ । ନିଜର ମନ କଥା ବୁଝିଥାଏ । କୁନ୍ତି ଏଭଳି ଏ ଆଜିକାୀଲିର କଳୁଷିତ ସମାଜରେ ଭଉଣୀ ଭଉଣୀ ମଧ୍ୟରେ ସେମିତି ସମ୍ପର୍କ ଆଉ ଦେଖିବାକୁ ମିଳୁ ନାହିଁ । ଦେଖିବାକୁ ମିଳୁଛି , ଭଉଣୀ ଭଉଣୀ ମଧ୍ୟରେ ମାରପିଟ୍ ତ କେଉଁଠି ବଡ ଭଉଣୀ ର ସ୍ୱାମୀ ସହିତ ଇନ୍ୟ ଜଣେ ଭଉଣୀ ର ଅନୈତିକି ସମ୍ପର୍କ ରହୁଛି ଇତ୍ୟାଦି ଇତ୍ୟାଦି । ଏମିତି ଖବର ସବୁଦିନ ଶୁଣିବାକୁ ମିଳୁଛି ।

ସେହିଭଳି ଏକ ଖବର ସୋସିଆଲ୍ ମିଡିଆରେ ବହୁ ମାତ୍ରାରେ ଭାଇରାଲ୍ ହେବାରେ ଲାଗିଛି, ଯେଉଁଥିରେ ଦେଖିବାକୁ ମିଳୁଛି କି ଦୁଇ ଭଉଣୀ କୌଣସି କାରଣ ନେଇ ବିଚ୍ ରାସ୍ତାରେ ମାରପିଟ୍ କରୁଛନ୍ତି ।

ଛିଃ, ଥୁଃ , ତୋତେ ଲଜ୍ୟା ଲାଗୁନି ।ଭଉଣୀ ହୋଇ ତୁ ମୋ ସହ ଏମିତି କଲୁ ।ଏକଥା ଜଣେ ବଡ ଭଉଣୀ ଆଉ ଜଣେ ଭଉଣୀ କୁ କହୁଛି ।ବଡ ଭଉଣୀ ଙ୍କ ସ୍ୱାମୀ ଙ୍କ ସହ ସାନ ଭଉଣୀ ରାସଲୀଳା କୁ ନେଇ ରାସ୍ତା ଉପରେ ପିଟାପିଟି ହେଲେ ଦୁଇ ଭଉଣୀ ।

ସ୍ୱାମୀ କାହାର ନେଇ ବିଚ୍ ରାସ୍ତାରେ ଦୁଇ ଭଉଣୀ ଙ୍କ ଚାଲିଥିଲା ହାଇ ଡ୍ରାମା । ରାସ୍ତାରେ ଚୁଟି ଭିଡାଭିଡି ସହ ମାରପିଟ୍ ସହ ହୋଇ ଥିବାର ଦେଖିବାକୁ ମିଳିଛି ।ଦୁହେଁ ଦୁହିଁଙ୍କ ଉପରେ ଦୋଷାରପ ମଧ୍ୟ କରୁଛନ୍ତି ।ତେବେ ସୂଚନା ମୁତାବକ , ଘଟଣାଟି ଘଟିଛି ବାରିପଦା ଟାଉନ୍ ଥାନା ଅନ୍ତର୍ଗତ ରଘୁନାଥପୁର ଅଞ୍ଚଳରେ ।

ତେବେ ଜଣେ ମହିଳା ତାଙ୍କ ସ୍ୱାମୀଙ୍କ ସହ ବିବାଦ ହେବା ପରେ ଘଟଣା ଛାଡପତ୍ର ପର୍ଯ୍ୟନ୍ତ ଯାଇ କୋର୍ଟରେ ବିଚାରାଧୀନ ହୋଇ ରହିଛି ।ଏହି ସମୟରେ ମହିଳା ଙ୍କ ସ୍ୱାମୀ ମହିଳା ଙ୍କ ସାନ ଭଉଣୀ ସହ ଏକ ଭଡା ଘରେ ରହୁଥିବା ଖବର ପାଇ ସେଠାରେ ପହଞ୍ଚି ଯାଇଥିଲେ ବଡ ଭଉଣୀ ।

ଆଉ ଘର ଭିତରୁ ବାଡିଆ ବାଡି ହେବା ପରେ ମାମଲା ରାସ୍ତା ଉପରକୁ ଆସିଥିଲା । ହେଲେ ସ୍ୱାମୀ ଶାଳୀଙ୍କୁ ଧରି ଫେରାର ହୋଇ ଯିବା ପରେ ମହିଳା ଜଣକ ବାରିପଦା ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।