ollywood news- ଶେଷ ନିଶ୍ୱାସ ଛାଡ଼ିବା ପୂର୍ବରୁ କଣ୍ଠଶିଳ୍ପୀ ତପୁ ମିଶ୍ର କଣ କହିଥିଲେ ,ପୁରା ଊିଡିଓ ଦେଖିଲେ ଆପଣଙ୍କ ଆଖିରୁ ଲୁହ ଆସିଯିବ….

ତେବେ ତପୁ ମିଶ୍ର ଏକ କଣ୍ଠଶିଳ୍ପୀ, ଯାହା ତାଙ୍କର ବହୁତ ନାଁ ରହିଛି | ସେ ଅନେକ ଫିଲ୍ମ ଏବଂ ଆଲବମ ଜଗତ ରେ ଗୀତ ଗାଇ ଲୋକ ମାନଙ୍କୁ ତାଙ୍କ ଭଲ ପାଇବାରେ ବାନ୍ଧି ରଖୁ ଥିଲେ | ତାଙ୍କ କଣ୍ଠ ଯେପରି ସୁନ୍ଦର ତାଙ୍କ ମନ ସେପରି ସୁନ୍ଦର ଏବଂ ସେ ଦେଖିବାକୁ ମଧ୍ୟ ବହୁତ ସୁନ୍ଦର ଥିଲେ | ତେବେ ଆପଣ ମାନେ ଜାଣି ଥିବେ କରୋନା ରୋଗ ରେ ଆକ୍ରାନ୍ତ ହୋଇ ଚିକିତ୍ସିତ ଅବସ୍ଥା ରେ ତାଙ୍କର ମୃତ୍ୟୁ ହୋଇଛି ଯାହା ସାରା ଓଡ଼ିଶା ଙ୍କ ଭିତରେ ଶୋକ ର ଛାୟା ଖେଳି ଯାଇଛି | ଏହା ଫିଲ୍ମ ଇଣ୍ଡଷ୍ଟ୍ରି ପାଇଁ ମଧ୍ୟ ଏକ ବହୁତ ବଡ଼ ଦୁଃଖ ର ଖବର କାରଣ ତାଙ୍କର ମଧୁର କଣ୍ଠ ଆଉ ଶୁଣିବାକୁ ମିଳିବ ନାହିଁ |

ତେବେ ତାଙ୍କର ପରିବାର, ତାଙ୍କର ସମସ୍ତ ଦର୍ଶକବନ୍ଧୁ ଏବଂ ଓଡ଼ିଆ ଇଣ୍ଡଷ୍ଟ୍ରି ର କଳାକାର ମାନେ ଏଥି ପାଇଁ ବହୁତ ଦୁଃଖ ପ୍ରକାଶ କରିଛନ୍ତି | ତେବେ ସେ ଶେଷ ନିଶ୍ୱାସ ଛାଡ଼ିବା ପୂର୍ଵରୁ ବା ତାଙ୍କର ଦେହାନ୍ତ ହେବା ପୂର୍ବରୁ ସେ ଏକ ଭିଡ଼ିଓ ରେ କିଛି କହି ଥିଲେ ଯାହା ସୋସିଆଲ ମିଡିଆରେ ସେ ଉପଲୋଡ କରିଥିଲେ, ତେବେ ଆସନ୍ତୁ ଜାଣିବା କଣ କହିଥିଲେ ତପୁ ମିଶ୍ର |

ତେବେ ତପୁ ମିଶ୍ର ଏକ ଭିଡ଼ିଓ ମାଧ୍ୟମ ରେ କହି ଥିଲେ ଯେ, ମୋ ସ୍ୱାମୀ ଜଣେ ହେଉଛନ୍ତି ବହୁତ ବଡ଼ ମ୍ୟୁଜିକ ର ପ୍ରେମୀ ଏବଂ ସେ ବହୁତ ଗୀତ ଶୁଣନ୍ତି | ସେ ହିଁ ମତେ କୁହନ୍ତି ଯେ କେଉଁ ଫିଲ୍ମ ରେ କେଉଁ ଗୀତ ଅଛି ଏହି ଗୀତ ଏହି ଗାୟକ ଗାଇଛନ୍ତି, ମତେ ଏହି ଗୀତ ଟି ବହୁତ ଭଲ ଲାଗିଲା ଏହିଭଳି ସବୁ କହିଥାନ୍ତି ମୋ ପାଖରେ |

 ଏଥର ମୁଁ ମୋ ସ୍ୱାମୀ ଙ୍କ ସହ ମିଶି ବହୁତ ହୋଲି ଖେଳିଛି ଆଉ ଆର ବର୍ଷ ଆମେ ବମ୍ବେ ରେ ଥିଲୁ କାରଣ ଲକଡାଉନ ରେ ସେଠି ଆମେ ଫସି ଯାଇଥିଲୁ, ପ୍ରାୟ ମୁଁ ଆଠ ମାସ ସେଠି ରହି ଥିଲି ତାପରେ ଓଡ଼ିଶା ପଳେଇ ଆସି ଥିଲି |ତାଙ୍କୁ ପ୍ରଶ୍ନ କରିଥିଲେ ଯେ ତମର ସ୍ୱପ୍ନ ପ୍ରେମିକ କିଏ ଥିଲେ ଉତ୍ତର ରେ ତପୁ ମିଶ୍ର କହି ଥିଲେ ଯେ, ମୋର ଯିଏ ସ୍ୱପ୍ନ ଥିଲେ ମୁଁ ତାଙ୍କୁ ବାହା ହୋଇ ସାରିଛି ଆଉ କି ସ୍ୱପ୍ନ ମୋର | ଆଉ ମଧ୍ୟ କହିଛନ୍ତି ଆଜି ଏମିତି ପାଗ ହେଲା ମୁଁ ଚିକେନ ରୋଲ ଖାଇ ଦେଇଛି |

ତେବେ ତପୁ ମିଶ୍ର ତାଙ୍କ ଲାଷ୍ଟ ଭିଡ଼ିଓ ରେ ବହୁତ ଖୁସି ଥିଲେ | ସତରେ ତାଙ୍କର ମୃତ୍ୟୁ ଓଡ଼ିଶା ବାସୀଙ୍କ ପାଇଁ ଏକ ବହୁତ ବଡ଼ ଦୁଃଖ ର ଖବର, ତାଙ୍କର ଆତ୍ମା ର ସଦଗତି ପାଇଁ ଆମେ ଭଗବାନ ଙ୍କ ନିକଟରେ ପାର୍ଥନା କରିବା |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।