ରଜ Queen ବିବାଦକୁ ନେଇ ମୁହଁ ଖୋଲିଲେ ଅଭିନେତ୍ରୀ ଝିଲିକ୍, କହିଲେ ଏହି ଜଜ୍ ମାନେ ଝିଅମାନଙ୍କୁ ଏମିତି ବ୍ୟବହାର କରିବାକୁ ସାହାସ ଦେଲା କିଏ ? ନାରୀ କୁ ସମ୍ମାନ ଦେଇ ଜାଣିନ ତୁମେମାନେ କି ଜଜ୍

ଆପଣ ସାର୍ଥକ ଚ୍ୟାନେଲ ମାଧ୍ୟମ ରେ ରଜ କୁଇନ ଏପିସଡ଼ ଦେଖି ପାରୁ ଥିବେ | ଝିଅ ମାନେ ଅନେକ କଳା ର ନିଜ ଭିତରେ ଦେଖାଇ ଏହି ରଜ କୁଇନ ଏପିସଡ଼ ଜିତି ପାରନ୍ତି ବା କୁଇନ ହୋଇ ପାରନ୍ତି | କିଛି କିଛି ଝିଅ ମାନଙ୍କୁ ଜଜ ମାନେ ଏଭଳି ପ୍ରଶ୍ନ କରି ଥାଆନ୍ତି ଯାହାର କି ଉତ୍ତର ନ ଦେଇ ପାରିବାରୁ ଝିଅ ମାନେ ବହୁତ ଲଜ୍ଜିତ ହୁଅନ୍ତି ବା ପୁରା ଦୁନିଆ ସାମ୍ନା ରେ ବେଜିତ ହୁଅନ୍ତି | ପୁଣି ଏହି ବେଜିତ ହୋଇ ଥିବା ଝିଅ ମାନଙ୍କୁ ନେଇ ଲୋକ ମାନେ ସୋସିଆଲ ମିଡିଆରେ ରେ ମଧ୍ୟ ଭାଇରାଲ କରି ଦିଅନ୍ତି ଯାହାକି ଉଚିତ ନୁହେଁ |

ତେବେ ଜଜ ମାନେ ଅଯଥା ପ୍ରଶ୍ନ ପଚାରି ଝିଅ ମାନଙ୍କୁ ଲଜ୍ଜିତ କରୁ ଥିବାରୁ ଏହାକୁ ନେଇ ଲୋକ ମାନେ ଏବେ ବହୁତ ବିବାଦ ସୃଷ୍ଟି କରିଛନ୍ତି | ତେବେ ଏହି ରଜ କୁଇନ ବିବାଦ କୁ ନେଇ ଅଭିନେତ୍ରୀ ଝିଲ୍ଲୀକ ମଧ୍ୟ ଜଜ ମାନଙ୍କୁ ନେଇ ମୁହଁ ଖୋଲିଛନ୍ତି, ତେବେ ଆସନ୍ତୁ ଜାଣିବା ସେ ଏହାକୁ ନେଇ କଣ କହିଛନ୍ତି |

ତେବେ ଏହି ରିୟାଲିଟି ସୋ କୁ ନେଇ ମୁହଁ ଖୋଲିଛନ୍ତି ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟତା ଅଭିନେତ୍ରୀ ଝିଲ୍ଲୀକ | ତେବେ ଏହାକୁ ନେଇ ଝିଲ୍ଲୀକ କହିଛନ୍ତି ଯେ, ତେବେ କୌଣସି ରିୟାଲିଟି ସୋ ରେ ଜଜ ହେଵାକୁ ହେଲେ ପ୍ରଥମେ ନିଜର ସେତିକି ଯୋଗ୍ୟତା ଦରକାର |

ଜଜ ମାନେ ପ୍ରତିଯୋଗିତା ଙ୍କୁ ଠିକ ବ୍ୟବହାର କରିବା ଉଚିତ ଏବଂ ସେମାନଙ୍କ ଭୁଲ କୁ ଠିକ ସେ ବୁଝେଇବା ଦରକାର | ତେବେ ଏବେ ଯେପରି ଜଜ ମାନଙ୍କୁ ଟ୍ରୋଲ କରାଯାଉଛି ତାହା ଠିକ କି ଭୁଲ ଝିଲ୍ଲୀକ ଙ୍କୁ ପଚରା ଯାଇ ଥିଲା, ତେବେ ସେ ତାହାର ଉତ୍ତର ରେ କହି ଥିଲେ, ତେବେ ରିୟାଲିଟି ସୋ ଯେଉଁଥି ପାଇଁ ଚାଲିଛି ତାକୁ ନେଇକି ପ୍ରତିଯୋଗିତା ମାନଙ୍କୁ ପ୍ରଶ୍ନ ପଚାରିବା ଉଚିତ କିନ୍ତୁ ଅଯଥା ପ୍ରଶ୍ନ ପଚାରି ସେମାନଙ୍କୁ ଲଜ୍ଜିତ କରିବା ଉଚିତ ନୁହେଁ |

ସେ ନିଜର ମଧ୍ୟ ଉଦାହରଣ ଦେଇଛନ୍ତି ଯେ, ” ମୁଁ ମଧ୍ୟ ଗୋଟିଏ ସୋ ରେ ଜଜ୍ ଥିଲି, ସେତେବେଳେ ତ ମୋ ନାମରେ କୌଣସି ପ୍ରଶ୍ନ ଉଠି ନ ଥିଲା, କିନ୍ତୁ ବର୍ତ୍ତମାନ କଣ ପାଇଁ ଉଠୁଛି | କାରଣ ଯେଉଁ ପ୍ରଶ୍ନ ଆବଶ୍ୟକ ସେହି ପ୍ରଶ୍ନ କୁ ପ୍ରତିଯୋଗୀ ମାନଙ୍କୁ ପଚାରିବା ଉଚିତ ଅନ୍ୟ କୌଣସି ବିଷୟ ରେ ଅଯଥା ପ୍ରଶ୍ନ କଲେ ନିଶ୍ଚୟ ଏହି ଭଳି ହିଁ ହେବ “| ତେବେ ଏହି ଭଳି ସବୁ କହି ଥିଲେ ଅଭିନେତ୍ରୀ ଝିଲ୍ଲୀକ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।