2 ହଜାର ବର୍ଷ ହେଲା ଜଳୁଛି ଅଖଣ୍ଡ ଦୀପ ଭଗବାନ ଙ୍କ ଲୀଳା ଦେଖି ବୈଜ୍ଞାନିକ ମାନେ ବି ମୁଣ୍ଡରେ ହାତ ଦେଲେ ! ସମ୍ପୂର୍ଣ ତଥ୍ୟ ଜାଣିଲେ ଆଶ୍ଚର୍ଯ୍ୟ ହେବେ – Special report

ତେବେ ଆମ ଭାରତ ହିନ୍ଦୁ ଦେଶ ରେ କିଛି ଏହି ଭଳି ଦୃଶ୍ୟ ଅଛି ଯାହାକୁ ଦେଖିଲେ ବହୁତ ଆଶ୍ଚର୍ଯ୍ୟ ଲାଗି ଥାଏ | ତେବେ ଆମ ଭାରତ ଦେଶ ରେ ଇତିହାସିକ ଯୁଗ କଥା ଅଛି ଯାହା ଆଗରେ ବୈଜ୍ଞାନିକ ମଧ୍ୟ ହାର ମାନି ଯାଇ ଥାଏ | ତେବେ ଆମ ଭାରତ ରେ କିଛି ଏହି ଭଳି ମନ୍ଦିର ଅଛି ଯାହା ବହୁତ ପୁରାତନ ଯୁଗ ର, ପ୍ରାୟ ହାଜର ହାଜର ପୂର୍ଵ ବର୍ଷ ର ମନ୍ଦିର ହୋଇ ଥାଏ | ତେବେ ଏହି ଭଳି ଅନେକ ମନ୍ଦିର ରହିଛି ଆମ ଭାରତ ଦେଶ ରେ, ସେହି ମନ୍ଦିର ରୁ ମଧ୍ୟପ୍ରଦେଶ ର ମା ହରିସିଡ଼ି ମନ୍ଦିର ହେଉଛି ଅନ୍ୟତମ | ତେବେ ଏହି ମନ୍ଦିରର ଚମତ୍କାର ବିଷୟରେ ଜାଣିଲେ ସେହି ମନ୍ଦିର କୁ ଦର୍ଶନ କରିବା ପାଇଁ ଆପଣ ମାନଙ୍କର ମଧ୍ୟ ଇଚ୍ଛା ହେବ |

ତେବେ ଏହି ମନ୍ଦିର ର ବିଶେଷତ୍ୱ ହେଉଛି ଏହି ମନ୍ଦିର ର ମା ଙ୍କ ପାଖରେ ଜଳୁ ଥିବା ଅଖଣ୍ଡ ଦୀପ କେବେ ବି ଲିଭେ ନାହିଁ ଯାହା ଶୁଣିଲେ ବହୁତ ଆଶ୍ଚର୍ଯ୍ୟ ଲାଗେ, ତେବେ ଆସନ୍ତୁ ଜାଣିବା ଏହି ଚମତ୍କାର ମନ୍ଦିର ବିଷୟରେ |

ତେବେ ମଧ୍ୟପ୍ରଦେଶ ର ଉଜୟିନୀ ସହର ଠାରୁ ଅଲ୍ପ ଦୂରରେ ବିଜାର ଅଗ୍ର ମାଲୱା ଠାରେ ଅବସ୍ଥିତ ଏହି ମା ହରିସିଡ଼ି ମନ୍ଦିର |ତେବେ ଏହି ମନ୍ଦିର ରେ ମା ଙ୍କର ପାଖରେ ଜଳୁଥିବା ଏକ ଅଖଣ୍ଡ ଦୀପ କେବେବି ଲିଭି ନଥାଏ | ସେହି ମନ୍ଦିର ରେ ଯେତେ ବଡ଼ ବାତ୍ୟା ଆସୁ କି ପବନ ହଉ କିନ୍ତୁ ସେହି ଦୀପ ଉପରେ କିଛିବି ଫରକ ପଡି ନଥାଏ | ସେହି ମନ୍ଦିର ର ଆଶ୍ଚର୍ଯ୍ୟ ଜନକ କଥା ହେଉଛି ମା ୩ଟି ରୂପ ରେ ଦର୍ଶନ ଦେଇଥାନ୍ତି |

ମା ହରିସିଡ଼ି ସକାଳେ ଗୋଟେ ଛୋଟ ପିଲା ରୂପ ରେ, ଦିପହରେ ଗୋଟେ ଯୌନବସ୍ଥା ରେ ଏବଂ ରାତି ରେ ବୃଦ୍ଧ ଅବସ୍ଥା ରେ ଦର୍ଶନ ଦେଇଥାନ୍ତି | ତେବେ ଏହି ମା ଙ୍କ ୩ଟି ରୂପର କାରଣକୁ ନେଇ ବୈଜ୍ଞାନିକ ମାନେ ବି ହାର ମାନି ଯାଇଛନ୍ତି |

ତେବେ ଏହି ମନ୍ଦିର ର ଇତିହାସ ମଧ୍ୟ ଭିନ୍ନ, ତେବେ ଏହି ମନ୍ଦିର ନିର୍ମାଣ କରି ଥିଲେ ବିକର୍ମଦାତ୍ୟ ଙ୍କର ପୁଅ ବିଜୟ ସିଂ | ବିଜୟ ସିଂ ମା ଉଜୟିନୀ ଙ୍କର ବଡ଼ ଭକ୍ତ ଥିଲେ ଏବଂ ସେ ପ୍ରତିଦିନ ମା ଙ୍କୁ ଦର୍ଶନ କରିବାକୁ ଯାଉ ଥିଲେ | ତେବେ ଏକଦା ମା ବିଜୟ ସିଂ ଙ୍କର ସ୍ବପ୍ନ ରେ ଆସି କହି ଥିଲେ ଯେ ମୁଁ ତୁମ ଭକ୍ତି ରେ ପ୍ରସନ୍ନ ତେଣୁ ମୋର ଏକ ବିଜା ଠାରେ ପୂର୍ବକୁ ମୋର ମନ୍ଦିର ନିର୍ମାଣ କର |

ତେବେ ରାଜା ମା ଙ୍କ ଆଦେଶ କ୍ରମେ ମନ୍ଦିର ନିର୍ମାଣ କରିଥିଲେ | ଏହି ମନ୍ଦିର କୁ ଏକ ପ୍ରତ୍ୟକ୍ଷ ମନ୍ଦିର ବୋଲି ମଧ୍ୟ କୁହାଯାଏ କାରଣ ଏହି ମନ୍ଦିର ରେ ମା ପ୍ରତ୍ୟକ୍ଷ ଭାବରେ ଆବିର୍ଭାବ ହୋଇଥାନ୍ତି ଏବଂ ଭକ୍ତ ମାନଙ୍କ ର ଆଶା ଆକାଂକ୍ଷା କୁ ମଧ୍ୟ ପୂରଣ କରିଥାନ୍ତି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।