Breaking news- ଆଜି 12 ଜିଲ୍ଲାକୁ ଘଡ଼ଘଡ଼ି ହେବା ସହିତ ପବନ ଏବଂ ପ୍ରବଳ ବର୍ଷା ହେବ, ପାଣିପାଗ ବିଭାଗ ପକ୍ଷରୁ ଜାରିହେଲା ସତର୍କତା……

ତେବେ ରାଜ୍ୟ ରେ ଏବେ ମୋସୁମୀ ଯୋଗୁଁ କେତେକ ଜିଲ୍ଲା ରେ ବର୍ଷା ଲାଗି ରହୁଛି | ଜୁନ ପହିଲା ରୁ ଏହି ବର୍ଷା ହେବାର ଦେଖା ଯାଉଛି | ତେବେ ପାଣିପାଗ ସୂଚନା ଅନୁଯାଇ ଆଜି ଠୁ ହିଁ ବର୍ଷା ସହ ଘଡଘଡ଼ି ଲାଗି ରହିବ ବୋଲି ସୂଚନା ମିଳିଛି | ତେବେ ଏହି ମୌସୁମୀ ଯୋଗୁଁ ପ୍ରାୟ ଉପକୂଳ ଅଞ୍ଚଳ ଗୁଡ଼ିକ ରେ ପ୍ରବଳ ମାତ୍ରା ରେ ବର୍ଷା ଲାଗି ରହିଛି | ତେବେ ପୁଣି ଆଜି ଠୁ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ରୁ ଯାହା ସୂଚନା ମିଳିଛି ତେବେ ଏଥି ପାଇଁ କେତୋଟି ଜିଲ୍ଲା ଙ୍କୁ ସର୍ତକ ପାଇଁ ୱାର୍ନିଙ୍ଗ ଦିଆ ଯାଇଛି | ଏବେ ଏଥି ପାଇଁ କେତୋଟି ଜିଲ୍ଲା କୁ ୟେଲୋ ୱାର୍ନିଙ୍ଗ ଦିଆ ଯାଇଛି, ତେବେ ଆସନ୍ତୁ ଜାଣିବା ଏହି ସତର୍କ ୱାର୍ନିଙ୍ଗ ଭିତରେ କେଉଁ କେଉଁ ଜିଲ୍ଲା ରହିଛି |

ତେବେ ପାଣିପାଗ ସୂଚନା ଅନୁଯାଇ ଉତ୍ତର -ପଶ୍ଚିମ ରାଜସ୍ଥାନ ରୁ ଉତ୍ତର -ପୂର୍ଵ ବଙ୍ଗୋପ ସାଗର ପର୍ଯ୍ୟନ୍ତ ଲମ୍ବି ଥିବା ଏକ ଟ୍ରବଲାଇନ ଦ୍ୱାରା ଆଜି କେତୋଟି ଜିଲ୍ଲା ରେ ବର୍ଷା ସହ ଘଡ଼ଘଡ଼ି ମଧ୍ୟମ ଧରଣ ର ବର୍ଷା ହେବ ବୋଲି ସମ୍ଭାବନା ରହିଛି |

ତେବେ ଆଜି 12 ଟି ଜିଲ୍ଲା କୁ ୟେଲୋ ୱାର୍ନିଙ୍ଗ ଜାରି କରିଛି ପାଣିପାଗ ବିଭାଗ | ତେବେ ଏହି 12 ଟି ଜିଲ୍ଲା ହେଉଛି ନୂଆପଡା, ସମ୍ବଲପୁର, ବଲାଙ୍ଗୀର, ସୋନପୁର, ସୁନ୍ଦରଗଡ଼, ବରଗଡ଼, ଝାରସୁଗୁଡା, ଦେବଗଡ଼, କେନ୍ଦୁଝର, ମୟୁରଭଞ୍ଜ, ଗଜପତି ଏବଂ ଗଞ୍ଜାମ | ତେବେ ଗତ 24 ଘଣ୍ଟା ଭିତରେ କେନ୍ଦ୍ରାପଡ଼ା ଜିଲ୍ଲା ରେ ରାଜନଗର ଠାରେ ସର୍ବାଧିକ 26 ମିଲି ମିଟର ବର୍ଷା ରେକର୍ଡ କରା ଯାଇଛି |

ତେବେ ଏହି ଯେଉଁ 12 ଟି ଜିଲ୍ଲା ରହିଛି ନୂଆପଡା, ସମ୍ବଲପୁର, ବଲାଙ୍ଗୀର, ସୋନପୁର, ସୁନ୍ଦରଗଡ଼, ବରଗଡ଼, ଝାରସୁଗୁଡା, ଦେବଗଡ଼, କେନ୍ଦୁଝର, ମୟୁରଭଞ୍ଜ, ଗଜପତି ଏବଂ ଗଞ୍ଜାମ ଏହି ଜିଲ୍ଲା ଗୁଡ଼ିକୁ ସତର୍କ ରହିବାକୁ କୁହା ଯାଇଛି |

21 ତାରିଖ ଅର୍ଥାତ ଆଜି ଠୁ ହିଁ ଏହି ଜିଲ୍ଲା ଗୁଡ଼ିକ ରେ ପ୍ରାୟ ମଧ୍ୟମ ଧରଣ ର ବର୍ଷା ସହ ଘଡ଼ଘଡି ର ଆଶଙ୍କା ମଧ୍ୟ ରହିଛି | ତେଣୁ ଯାହା ପାଣିପାଗ ସୂଚନା ଅନୁଯାଇ ଏହି 12 ଗୋଟି ଜିଲ୍ଲା କୁ ସତର୍କ ରହିବାକୁ ପଡ଼ିବ କାରଣ ଜୁନ ପହିଲା ରୁ ଏହି ବର୍ଷା ଲାହି ରହିଛି | ଏହି ବର୍ଷା ଏବଂ ଘଡଘଡି ରେ କିପରି ଯେମିତି କାହାର କ୍ଷତି ନ ହେବ ସେଥି ପ୍ରତି ସଚେତନତା ହେବାକୁ ୟେଲୋ ୱାର୍ନିଙ୍ଗ ଜାରି କରା ଯାଇଛି |