Sadhubani- ଏହି ମାସରେ ଜନ୍ମିତ ଝିଅ ହୋଇଥାନ୍ତି ସାକ୍ଷାତ (ମାଲଷ୍ମୀ) ନିଶ୍ଚୟ ଦେଖନ୍ତୁ…

ଶାସ୍ତ୍ରରେ ନାରୀ ମନାଙ୍କଠାରେ ସ୍ୱୟଂ ମାଆ ଲକ୍ଷ୍ମୀଙ୍କର ବାସ ଥାଏ ବୋଲି କୁହାଯାଇଅଛି ।ଏଥିପାଇଁ ଯେତେବେଳେ ବି ଗୃହରେ ଝିଅ ଜନ୍ମ ହୋଇଥାଏ , ତେବେ ଲୋକମାନେ କୁହନ୍ତିକି ଲକ୍ଷ୍ମୀ ଆସିଲେ ବା ମାଆ ଲକ୍ଷ୍ମୀଙ୍କର ଆଗମନ ହେଲା ।ବହୁତ ଲୋକଙ୍କ କହିବା ଅନୁଯାୟୀ ଝିଅମାନେ ଘର ଓ ପରିବାରରେ ସୁଖ ସହିତ ସମୃଦ୍ଧି ମଧ୍ୟ ଆଣନ୍ତି ।ଜ୍ୟୋତିଷ ଆଚାର୍ଯ୍ୟ ଙ୍କ ଅନୁସାରେ ଝିଅ ମାନଙ୍କର ଜନ୍ମ ସହିତ ତାଙ୍କର ଜନ୍ମ ମାସ ମଧ୍ୟ ବହୁତ ଭାଗ୍ୟବାନ ହୋଇଥାଏ ।

ଏହି ମାସରେ ଜନ୍ମିତ ହୋଇଥିବା ଝିଅମାନେ ନା କେବଳ ଭାଗ୍ୟଶାଲୀ ହୋଉଥାନ୍ତି , ତାହା ସହିତ ଏମାନଙ୍କୁ ଭଲ ଶଶୁର ଘର ମିଳିଥାଏ ।ସାକ୍ଷାତ ଲକ୍ଷ୍ମୀ ଙ୍କ ରୂପ ହୋଇଥାନ୍ତି ଏହି ମାସର ଜନ୍ମିତ ଝିଅ ମାନେ ।ତେବେ ଆସନ୍ତୁ ଜାଣିବା

1- ଫେବୃୟାରୀ ମାସ- ଏହି ମାସରେ ଜନ୍ମି ଥିବା ଝିଅମାନଙ୍କର ସ୍ୱଭାବ ବହୁତ ବିନମ୍ର ହୋଇଥାଏ ।ସେମାନେ ବୁଦ୍ଧିମତୀ ହୋଇଥାନ୍ତି ।ଏହି ଝିଅମାନଙ୍କର ବିବାହ ପରେ ସେମାନଙ୍କୁ ଭଲ ଘର ମିଳିଥାଏ ।ତାହା ସହିତ ଏମାନେ ନିଜ ଘରେ ସୁଖ ସମୃଦ୍ଧି ମଧ୍ୟ ଆଣିଥାନ୍ତି । ଏମାନଙ୍କ ଗ୍ରହ ଚଳନ ଏମାନଙ୍କ ପରିବାରକୁ ଲାଭ ଆଣିଥାଏ ।

2- ଏପ୍ରିଲ୍ ମାସ- ଏହି ମାସରେ ଜନ୍ମ ହୋଇଥିବା ଝିଅ ମାନଙ୍କୁ ମଧ୍ୟ ସାକ୍ଷାତ ଲକ୍ଷ୍ମୀ ଙ୍କର ସ୍ୱରୂପ କୁହାଯାଏ ।ଶାସ୍ତ୍ର ଅନୁଯାୟୀ ଏହି ମାସ ବହୁତ ଶିଭ ହୋଇଥାଏ ।ଏହି ମାସରେ ଜନ୍ମିତ ଝିଅଙ୍କର ଗ୍ରହ ଚଳନ ବହୁତ ଦୃତ ହୋଇଥାଏ ।ଯାହା ଦ୍ୱାରା ଏମାନଙ୍କୁ ସଫଳତା ମିଳିଥାଏ ।ଏମାନଙ୍କର ଭାଗ୍ୟ ଉଚ୍ଚ ହୋଇଥାଏ ।

3- ଜୁନ୍ ମାସ- ଜୁନ୍ ମାସରେ ଜନ୍ମିତ ଝିଅମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି ।କିନ୍ତୁ ଅଙ୍କ ଶାସ୍ତ୍ର ଅନୁଯାୟୀ ଏହି ମାସରେ ଜନ୍ମିତ ସନ୍ତାନ ଶୁଭ ହୋଇ ନଥାନ୍ତି ।କିନ୍ତୁ ଏହି ମାସରେ କୌଣସି ଝିଅ ଜନ୍ମ ହୋଇଥିଲେ ସେ ଲକ୍ଷ୍ମୀ ଙ୍କ ସ୍ୱରୂପ ହୋଇଥାଏ ।ଏହି ମାସରେ ଜନ୍ମିଥିବା ଝିଅ ମାନେ ଅଥ୍ୟନ୍ତ ପରିଶ୍ରମୀ ହୋଇଥାନ୍ତି ।ନିଜର ଲକ୍ଷ ପ୍ରାପ୍ତି ନିମନ୍ତେ ବହୁତ ଅଧିକ ପରିଶ୍ରମ କରି ଥାନ୍ତି ।

4- ସେପ୍ଟେମ୍ବର ମାସ- ଏହି ମାସରେ ଜନ୍ମିତ ଝିଅ ମାନଙ୍କର କୁଣ୍ଡଳୀରେ ଚନ୍ଦ୍ର , ବୁଧ, ଶୁକ୍ର,ଏହି ତିନୋଟି ଗ୍ରହଙ୍କର ମିଳନ ହୋଇଥାଏ ।ଏହି କାରଣରୁ ଏହି ମାସରେ ଜନ୍ମିତ ଝିଅ ମାନେ ବହୁତ ଧନ ବାନ ହୋଇଥାନ୍ତି ।ସେମାନେ ନିଜ ଭାଗ୍ୟ ବଳରେ ସବୁକିଛି ହାସଲ କରିଥାନ୍ତି ।କେବେ କୌଣସି ର ଅଭାବ ହୋଇ ନ ଥାଏ ।ଏବଂ ଏହା ସତ ଯେ,ଏପରି ଝିଅ ମାନଙ୍କର ବିବାହ ଧନୀ ବର ପାତ୍ର ସହିତ ହୋଇଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।