ଚଳନ୍ତା ଟ୍ରେନର ପାଇଖାନା ଭିତରେ ବିବାହିତା ପ୍ରେମିକା ମଥାରେ ସିନ୍ଦୁର ଦେଲା ପ୍ରେମିକ, ବିଶ୍ୱାସ ହେଉ ନ ଥିଲେ ବି ସତ…

ପ୍ରେମ ଏକ ପବିତ୍ର ସମ୍ପର୍କ ବୋଲି ଆମେ କହିଥାଉ, କିନ୍ତୁ ଏହି ପ୍ରେମ ପାଇଁ ଯଦି ଆମେ ନିମ୍ନତର କୁ ଖସି ଯିବା ତେବେ ତାହା ସାମଜ ପାଇଁ ଲଜ୍ୟାକର ହୋଇ ପଡ଼ିବ | ଆଜି କାଲି ର ସମାଜରେ ଯୁବକ ମାନେ ପ୍ରେମ ସମ୍ପର୍କ ପରିବାର ଠୁ ବି ଅଧିକ ଗୁରୁତ୍ୱ ବୋଲି ଭାବି ନେଇଛନ୍ତି | ଯେଉଁ ମାନେ ବି ଏହି ପ୍ରେମ ସମ୍ପର୍କ ରେ ରହିଲେ କିଛି ନା କିଛି ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଭାଇରାଲ ହେବାରେ ଲାଗିଛି | ଆଜି କାଲି ର ଯୁବକ ମାନେ ପ୍ରେମ ପାଇଁ ଅଧିକ ସିରିଏସ ହେଇ ଯାଉଛନ୍ତି | ବିବାହ କରିଥିବା ସ୍ୱାମୀ ସ୍ତ୍ରୀ ଙ୍କ ଭିତରେ ଏକ ପବିତ୍ର ସମ୍ପର୍କ ରହିଥାଏ, କିନ୍ତୁ ଆଜିକାଲି ର ସମାଜ ରେ ଏହା ଅପବିତ୍ର ହୋଇ ଗଲାଣି ଯାହା ଦେଖିବାକୁ ମିଳିଛୁ ପୁରୁଷ ହେଉ କି ସ୍ତ୍ରୀ ବିବାହ ପରେ ଅନ୍ୟ କାହା ସହ ସମ୍ପର୍କ ରଖି ପଳାଇ ଯାଉଛନ୍ତି |

ତେବେ ଏହି ଭଳି ଏକ ଖବର ଆଖି ସାମ୍ନା କୁ ଆସିଛି ଯାହା ଶୁଣିବାକୁ ଟିକେ ଆଶ୍ଚର୍ଯ୍ୟ ଲାଗିବ, ଏକ ପ୍ରେମିକ ବିବାହିତ ପ୍ରେମିକ କୁ ଚଳନ୍ତା ଟ୍ରେନ ପାଇଖାନା ଭିତରେ ସିନ୍ଦୂର ପିନ୍ଧାଇଛି, ତେବେ ଆସନ୍ତୁ ଜାଣିବା ଏହି ଘଟଣା ସମ୍ପର୍କରେ |

ତେବେ ଏହି ଘଟଣା ର ଫୋଟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି | ତେବେ ଘଟଣା ଟି ହେଉଛି ଏକ ଚଳନ୍ତା ଟ୍ରେନ ର ପାଇଖାନା ଭିତରେ ପ୍ରେମିକ ବିବାହିତା ପ୍ରେମିକା ଙ୍କୁ ସିନ୍ଦୁର ଦେଇଛି | ତେବେ ସୂଚନା ଅନୁଯାଇ, ପ୍ରାୟ ଦୁଇ ମାସ ପୂର୍ଵରୁ ଏକ ଝିଅ ବିହାରର କିରଣପୁର ଗାଁ ରେ ଜଣେ ଯୁବକଙ୍କ ସହ ବିବାହ କରି ଥିଲେ |

କିନ୍ତୁ ଯୁବତୀ ଜଣ ଙ୍କ ଏହି ବିବାହ ରେ ଖୁସି ନଥିଲେ, ତେଣୁ ସେ କିଛି ଦିନ ପରେ ତାଙ୍କ ପ୍ରେମିକ ଅଶୁ କୁମାରଙ୍କ ଙ୍କ ସହ ପଳାଇ ଯାଇଥିଲେ ଏବଂ ଚଳନ୍ତା ଟ୍ରେନ ର ପାଇଖାନା ରେ ବିବାହ କରି ଥିଲେ |

ତେବେ ତାଙ୍କ ପ୍ରେମିକ ଙ୍କ କହିବା ଅନୁଯାଇ, ଆମେ ଅନେକ ବର୍ଷ ଧରି ପ୍ରେମ କରୁଥିଲୁ କିନ୍ତୁ ଆମ ପ୍ରେମ ସମ୍ପର୍କ ଯୁବତୀ ଙ୍କ ଘରେ ମାନି ନଥିଲେ | ତାଙ୍କୁ ଜୋରଜବରଦସ୍ତ ଅନ୍ୟ ଜାଗା ରେ ଏପ୍ରିଲ ମାସରେ ବିବାହ କରାଇ ଦେଇଥିଲେ ଯେଉଁଥିରେ କି ସେ ଆଦ୍ୟ ଖୁସି ନଥିଲେ | ଯେଉଁଥିରେ ଯୁବତୀ ଜଣଙ୍କ ଭାଙ୍ଗି ପଡ଼ିଥିଲେ ଏବଂ ଫୋନ ରେ ବି ଆମର ଯୋଗାଯୋଗ ଥିଲା ଏବଂ ଘରୁ ପଳାଇ ଆସିବେ ବୋଲି ପ୍ରସ୍ତୁତି ମଧ୍ୟ ଥିଲା | ଏହା ପରେ ସମୟ ସୁବିଧା ଦେଖି ସେ ପଳାଇ ଆସିଲେ ଏବଂ ବିବାହ ମଧ୍ୟ କରିଲେ | ତେବେ ଏହା କେତେ ଦୂର ଠିକ ଆପଣ ମାନେ ହିଁ କୁହନ୍ତୁ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।