ଦେଖନ୍ତୁ viral ଭି଼ଡିଓ ! କୁକର ପାଇଁ ରାସ୍ତା ମଝିରେ ମହିଳା ଜଣଙ୍କର ହାଇଡ୍ରାମା., କାନ୍ଦି କାନ୍ଦି ନୟାନ୍ତ ..ଦେଖନ୍ତୁ ପୁରା ଭିଡିଓ

ତେବେ ସମାଜ କୁ ନେଇ ଆମେ ବହୁତ ଘଟଣା ବିଷୟରେ ଜାଣି ଥାଉ, ସେଥିରେ କିଛି ଖରାପ ଘଟଣା ଜାଣି ଥାଉ ତ ପୁଣି ଭଲ ଘଟଣା ବିଷୟରେ ବି ମଧ୍ୟ ଅବଗତ ହୋଇ ଥାଉ | ଆଜି କାଲି ସମାଜ ରେ କିଛି ଏହି ଭଳି ଘଟଣା ଆମେ ଟିଭି ଏବଂ ମୋବଇଲ ବିଷୟରେ ଜାଣି ଥାଉ ଯାହା ଶୁଣିଲେ ଆଶ୍ଚର୍ଯ୍ୟ ଲାଗି ଥାଏ | ଏଭଳି ଘଟଣା ସମସ୍ତ ଆମେ ସୋସିଆଲ ମିଡ଼ିଆ ଦ୍ୱାରା ଜାଣିବାକୁ ପାଇ ଥାଉ | ତେବେ ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଯେଉଁଠି ଏକ କୁକୁର ପାଇଁ କାଣ୍ଡ ଘଟିଛି | ଆଜି କାଲି ର ଦୁନିଆଁ ରେ ମଣିଷ ଠାରୁ ପଶୁ ମାନେ ହିଁ ଭଲ ଯେଉଁଠି କି ଆମେ ଛନ୍ଦ କପଟ ହିଂସା କ୍ରୋଧ କୌଣସି ଦେଖିବାକୁ ପାଇ ନଥାଉ |

ମଣିଷ ଠାରୁ କୁକୁର ହିଁ ବିଶ୍ୱାସ ଯୋଗ୍ୟ ହୋଇ ଥାଏ ଯାହାକୁ ଆମେ ବିନା ଦିବିଧା ରେ ବିଶ୍ୱାସ କରି ପାରିବା | ତେବେ ଏହି ଘଟଣା ଟି ରେ ଦେଖିବାକୁ ମିଳିଛି ଯେ ଏକ କୁକୁର କୁ ବାଡ଼େଇ ଥିବାରୁ ଦୁଇ ପରିବାର ମଧ୍ୟ ରେ ଝଗଡ଼ା ହୋଇଛି, ତେବେ ଆସନ୍ତୁ ଜାଣିବା ଏହି ସମ୍ପର୍କ ରେ |

ତେବେ ଏହି ମଣିଷ ଜାତି ର ଲୋକ ମାନେ ନିଜ ଜାତି ଲୋକ ଙ୍କୁ ଇର୍ଷା କରନ୍ତି, କିନ୍ତୁ ଏମିତି ବି କିଛି ଦେଖିବାକୁ ମିଳେ କାହା ଉପରେ ରାଗ ରଖି ସେମାନେ ସେହି ରାଗ କୁ ପଶୁ ଉପରେ ଦେଖାଇ ଥାଆନ୍ତି | ପଶୁ ଆମର କୌଣସି କ୍ଷତି କରି ନଥାଏ କିନ୍ତୁ ଏହି ମନୁଷ୍ୟ ଜାତି ତାଙ୍କୁ ବି ଛାଡି ନଥାନ୍ତି | ତେବେ ଏହି ଘଟଣା ର ସୂଚନା ଅନୁଯାଇ ଦେଖିବାକୁ ମିଳିଛି ଯେ ଏକ ପାଳିତ କୁକୁର କୁ ଜଣେ ବହୁତ ପିଟିଛି | ତେବେ ଘଟଣା ଦେଖିବାକୁ ମିଳିଛି ରାଜଧାନୀ ଜିଲ୍ଲା ଭୁବନେଶ୍ୱର ଠାରେ |

ସୂଚନା ଅନୁଯାଇ ପାଳିତ କୁକୁର ଟି ଗାଡ଼ି ର କଣ କାମୁଡ଼ିକି ଛିଡ଼ାଇ ଦେଇ ଥିଲା ଯାହା ଦ୍ୱାରା ସେହି ପରିବାର ଲୋକ କୁକୁର ଟି କୁ ନିଧୂମ ପିଟି ଥିଲେ | ଏହା ପରେ କୁକୁର ଟି କୁ ରଖି ଥିବା ପରିବାର ଲୋକ ଆସି ଅଟକାଇବାରୁ ନିଜ ଭିତରେ ଯୁକ୍ତିତର୍କ ହୋଇ ଥିଲା |

ତେବେ ସେହି ପରିବାର ଲୋକ ଏବଂ ଜଣେ ମହିଳା କାନ୍ଦି କାନ୍ଦି ଅଭିଯୋଗ କରିଛି ଯେ ସେମାନଙ୍କର କିଛି ରାଗ ଥିବାରୁ ସେମାନେ କୁକୁର ଟି କୁ ପିଟିଛନ୍ତି ଏବଂ ଆମେ ରୋକିବାରୁ ମୋ ସ୍ୱାମୀ ଙ୍କୁ ମଧ୍ୟ ହାତ ଉଠାଇ ବହୁତ ଅଶ୍ଳୀଳ ଭାଷା କହିଛନ୍ତି | ଏହା ପରେ ଘଟଣା ସ୍ଥଳ ରେ ପୋଲିସ ଆସି ତଦନ୍ତ ଜାରି ରଖିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।