ଏବେ ଏବେ ଆସିଲା ବଡ ଖବର : ସାବଧାନ ! ସମୁଦ୍ରରେ ବୁଡିଯିବାକୁ ଯାଉଛି ଏହି ୫ଟି ସହର, ଅଧିକରୁ ଅଧିକ ସେୟାର କରି ଶୀଘ୍ର ସମସ୍ତଙ୍କୁ ଜଣାନ୍ତୁ

ସମୁଦ୍ରରେ ବୁଢିଯିବ କି ମାଳଦ୍ବୀପ । ଏମିତି ଭୟଙ୍କର ଘଟଣାର ଆକଳନ କରିଛନ୍ତି ପରିବେଶବିତ୍ତ୍ । ଗତ କିଛି ବର୍ଷ ମଧ୍ୟରେ ବିଶ୍ବ ତାପମାତ୍ରା କୁ ନେଇ ଚେତାବନି ଦିଆ ଯାଇଛି ଯେ ମେରୁ ଅଞ୍ଚଳରେ ଜମି ରହି ଥିବା ବରଫ ତରଳି ଯିବ ଏବଂ ସମୁଦ୍ର ପତନ ବୃଦ୍ଧି ପାଇବ । ଏହାଦ୍ବାରା ସମୁଦ୍ରରେ ନିର୍ମିତ ଦ୍ବୀପ ସମେତ ସମୁଦ୍ରକୂଳରେ ଅବସ୍ଥିତି ସହର ଗୁଡିକ ମଧ୍ୟ ଜଳମଗ୍ନ ହୋଇଯିବ ।

ପରିବେଶବିତ୍ତମାନେ ଏହି ବିପଦ ସମ୍ବନ୍ଧରେ ନିରନ୍ତର ଆଲୋଚନା କରୁଛନ୍ତି । ବିଶେଷ କରି ସମୁଦ୍ର ମଧ୍ୟରେ ସୁନ୍ଦର ଦ୍ବୀପପୁଞ୍ଜ ବୁଡିଯିବା ବିଷୟରେ ଚେତାବନି ଦିଆ ଯାଉଛି । ଏପରି ଅନେକ ଦ୍ବୀପ ଅଛି ଯାହା ଆଗାମୀ ଛଅଦଶନ୍ଧିରୁ କମ୍ ସମୟ ମଧ୍ୟରେ ପାଣିରେ ବୁଡିଯିବ । ତେବେ ଆସନ୍ତୁ ଜଳମଗ୍ନ ହେବାର ବିପଦ ଥିବାର ଦ୍ବୀପପୁଞ୍ଜ ବିଷୟରେ ଜାଣିବା ପୂର୍ବରୁ ସମୁଦ୍ରପତ୍ତନ ଏବଂ ଜଳବାୟୁ ପରିବର୍ତ୍ତନ ବିଷୟରେ କିଛି ତଥ୍ୟ ଜାଣିନେବା ।

ଆମେରିକାର ବୈଜ୍ଞାନିକ ବେନ୍ ଅଫ୍ ଗୁଟେନବର୍ଣ୍ଣ 40 ବର୍ଷ ପୂର୍ବରୁ ଏହାକୁ ଲକ୍ଷ୍ୟ କରି ଥିଲେ । ଏକ ଅଧ୍ୟୟନ ସମୟରେ ସେ ,ସନ୍ଧାନ କରିଥିଲେ ଯେ ସମୁଦ୍ରରେ ଜଳପତ୍ତନ ବଢୁଛି । ତାଙ୍କର ସନ୍ଦେହକୁ ନିଶ୍ଚିତ କରିବା ପାଇଁ ଗୁଟେନବର୍ଗ ଗତ 100 ବର୍ଷର ତଥ୍ୟ ଅଧ୍ୟୟନ କରିଥିଲେ ଏବଂ ତାଙ୍କ ସନ୍ଦେହ ଏକ ବିଶ୍ବାସରେ ପରିଣତ ହୋଇଥିଲା ।

ମେରୁ ଅଞ୍ଚଳର ବରଫ ତରଳିବା ହେତୁ ସମୁଦ୍ରଜଳ କ୍ରମାଗତ ଭାବରେ ବୃଦ୍ଧି ପାଉଛି । ନବେ ଦଶକରେ ନାସା ମଧ୍ୟ ଏହା ନିଶ୍ଚିତ କରିଛି , ସେବେଠାରୁ ଗ୍ଲୋବାଲୱାର୍ମିଂ ଅନ୍ୟ ବିପଦ ବିଷୟରେ ଆଲୋଚନା କରାଯିବା ସହ ଶିଘ୍ର ଦ୍ବୀପପୁଞ୍ଜ ଜଳମଗ୍ନ ହେବାର ଆରମ୍ଭ ହୋଇଯିବା ଆଶଙ୍କା ରହିଛି ।

ଏହିପରି ଏକ ଦ୍ବୀପପୁଞ୍ଜ ହେଉଛି ସ୍ବେଲେମାନ୍ ଦ୍ବୀପପୁଞ୍ଜ । ଦକ୍ଷିଣପ୍ରଶାନ୍ତ ମହାସାଗରରେ ପ୍ରାୟ ହଜାରେ ଦ୍ବୀପକୁ ନେଇ ଗଠିତ ଏହି ପୁଞ୍ଜ ଶିଘ୍ର ପାଣିରେ ବୁଡିଯାଉଛି । ରିଟର୍ଷ୍ଟ ଡାଇଜେଷ୍ଟରର ଏକ ରିପୋର୍ଟ ଏହା ବିଷୟରେ କହିଛି ଏହା ଅନୁଯାୟୀ 1993 ଠାରୁ ଅର୍ଥାତ ଏହା ଉପରେ ନଜରର ରଖିବା ଆରମ୍ଭରୁ ଦ୍ବୀପପୁଞ୍ଜର ଜଳ ପ୍ରତିବର୍ଷ 8ମିଲିମିଟର ବୃଦ୍ଧି ପାଉଛି ।ପରିବେଶ ଏବଂ ବିଜ୍ଞାନପତ୍ରିକା ପରିବେଷ ଅନୁସନ୍ଧାନ ପତ୍ର ଅନୁସାରେ ଏହାର 5ଦ୍ବୀପପୁଞ୍ଜ ଜଳମଗ୍ନ ହେଉଛି ।

ଦକ୍ଷିଣ ଏସିଆରେ ଉତ୍ତରରେ ଅବସ୍ଥିତ ମାଳଦ୍ବୀପର ନାମ ପ୍ରାୟ ସମସ୍ତେ ଏସିଆବାସୀ ଜାଣିଥିବେ । ପର୍ଯ୍ୟଟକଙ୍କ ପାଇଁ ସ୍ବର୍ଗ କୁହାଯାଉଥିବା ଏହି ଦ୍ବୀପକୁ ଭାରତମହାସାଗରର ଗର୍ବ କୁହାଯାଏ । କିନ୍ତୁ ବିଶ୍ବବ୍ୟାଙ୍କ ସମେତ ଅନେକ ଅନୁ୍ଷ୍ଠାନ ଭୟ କରୁଛନ୍ତି ଯେ 2100ସୁଦ୍ଧା ସମୁଦ୍ର ଜଳପତ୍ତନ ବୃଦ୍ଧି ସହିତ ଏହି ଦ୍ବୀପ ଜଳରେ ବୁଡିଯାଇପାରେ ।

ପ୍ରଶାନ୍ତମହାସାଗରରେ ଅବସ୍ଥିତି ଦ୍ବୀପାଞ୍ଚଳଦେଶ ପଲାୱା ମଧ୍ୟ ସମୁଦ୍ରରେ ବୁଡଯିବା ପଥରେ ଠିଆ ହୋଇଛି । ଏହି ଫଳାଫଳ ପଲାୱ ଜାତୀୟ ପାଣିପାଗ ସେବା କାର୍ଯ୍ୟାଳୟ ଏବଂ ପ୍ରଶାନ୍ତ ଜଯବାୟୁ ପରିବର୍ତ୍ତନ ସେବାକାର୍ଯ୍ୟକ୍ରମ ଏକତ୍ରିତ ହୋଇ ବାହାର କରିଛନ୍ତି 1993 ପରଟାରୁ ଏଠାରେ ଥିବା ସମୁଦ୍ର ଜଳ ପ୍ରତିବର୍ଷ ପ୍ରାୟ 0. 35ଇଞ୍ଚ ବୃଦ୍ଧି ପାଉଛି । ଯଦି ଉତ୍ତାପ ଏହିପରି ଦୃତଗତିରେ ବଢେ ତେବେ ଜଳସ୍ତର ବୃଦ୍ଧି ପାଇବା ଆରମ୍ଭ କରିବ 2090 ସୁଦ୍ଧା ଏହା ହୋଇପାରେ ।ଏହାପରେ ଦ୍ବୀପକୁ କୌଣସି ପ୍ରକାରେ ରକ୍ଷା କରାଯାଇପାରିବ ନାହିଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।