Vairal Video-ସ୍ୱାମୀ ସହ ଗାଡ଼ିରେ ଯାଉଥିଲେ ସ୍ତ୍ରୀ,ପଛ ଆଡୁ ଯୁବକ ଆସିକି କରିଦେଲେ ଗେଲ ତା’ପରେ ଯାହା ହେଲା ଛିଃ…ଦୟାକରି କମେଣ୍ଟ କରନ୍ତୁ ଏପରି ବ୍ୟକ୍ତିଙ୍କୁ କି ଦଣ୍ଡ ଦରକାର ?

ଆମ ସମାଜରେ ଏବେ ପ୍ରତିଦିନ ବିଭିନ୍ନ ପ୍ରକାରର ଘଟଣା ଘଟିବାରେ ଲାଗିଛି । ଯାହା ଦ୍ୱାରା ଅସାମାଜିକତା ଓ ଅମାନବିକତା ର ପ୍ରଭାବ ବଢିବାରେ ଲାଗିଛି ।ବର୍ତ୍ତମାନ ଆମେ ଏକ ଅତ୍ୟାଧୁନିକ ତତା ବ୍ଲୋବାଲାଇଜଡ୍ ଦେଶରେ ବାସ କରୁଛୁ ତଥା ଆମର ଜୀବନ ପ୍ରଣୀଳୀରେ ଉନ୍ନତି ହୋଇଛି । କିନ୍ତୁ ଏହାର ବିପରୀତ ଦିଗରୁ ଦେଖିଲେ ଜଣାଯାଏ ଯେ, ଆମେ ଉନ୍ନତି ନୁହେଁ ବରଂ ଅବନତି କରୁଛୁ ।ଉନନ୍ତି କରିବା ନାଁ ରେ ଲୋକମାନେ ବିଭିନ୍ନ୍ ପ୍ରକାରର କାର୍ଯ୍ୟ କରିଥାନ୍ତି ।ଯାହା କି ଲୋକମାନଙ୍କର ବିଶ୍ୱାସର ବାହାରେ ହୋଇଥାଏ ।

ତେବେ ଏହି ଅତ୍ୟାଧୁନିକତା ର ପ୍ରଭାବରେ ଆମ ଦେଶରେ ଯୁବପିଢୀ ମାନେ ଏବେ ଆମ ସଂସ୍କୃତି ଓ ପରମ୍ପରା କୁ ଭୁଲି ଯାଉଛନ୍ତି ।ଏମିତି ସବୁ କାର୍ଯ୍ୟ କରୁଛନ୍ତି ଯେ, ତାହା ଲଜ୍ୟାଜନକ ଅଟେ । ସମାଜ ଏତେ ମାତ୍ରାରେ କଳୁଷିତ ହୋଇ ଗଲାଣି ଯେ, ସ୍ୱାମୀ- ସ୍ତ୍ରୀ ସମ୍ପର୍କ ପରି ଏକ ପବିତ୍ର ସମ୍ପର୍କ ର ମୂଲ୍ୟ କୁ ମଧ୍ୟ ଏମାନେ ପାଦରେ ଆଡେଇ ଦେଇ ନିଜ ପାପ ପ୍ରେମ ସହ ବ୍ୟସ୍ତ ରହୁଛନ୍ତି ।

ଖାଲି ସେତିକି ନୁହେଁ ଆଜିକାଲିର ଲୋକମାନେ ଏତେ ନିର୍ଲଜ ହୋଇ ଗଲେଣି ଯେ,କିଛି ଘଟଣାକୁ ରେକର୍ଡ କରି ତାକୁ ସୋସିଆଲ୍ ମିଡିଆରେ ସେୟାର କରୁଛନ୍ତି । ଆଜିକାଲିର ଯୁବପିଢୀ ମାନେ ପ୍ରାୟତଃ ସମସ୍ତେ ସୋସିଆଲ୍ ମିଡିଆ ସହିତ ସବୁବେଳେ ଜଡିତ ହଗୋଇ ରହୁଛନ୍ତି ।ପ୍ରତିଦିନ ବିଭିନ୍ନ ସ୍ଥାନ ମାନଙ୍କର ଘଟଣା ସବୁକୁ ରେକର୍ଡ କରି ତାଙ୍କୁ ଅପଲୋଡ କରି ଦେଉଛନ୍ତି ।

ସେମାନେ ଭୁଲି ଯାଉଛନ୍ତି ଯେ, ତାଙ୍କର ଏପରି ସବୁ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ଦ୍ୱାରା ଆମ ସମାଜ ଉପରେ ତଥା ଆମର ଆଗାମୀ ପିଢୀ ଉପରେ ଏହାର ବହୁତ ଖାରପ ପ୍ରଭାବ ପକାଇପାରେ ବୋଲି ।ତେବେ ସେହିଭଳି ଏକ ଖରାପ ଘଟଣା ବିଷୟରେ କହିବାକୁ ଯାଉଛୁ , ଯାହାକି ଅତ୍ୟନ୍ତ ଲଜ୍ଜାଜନକ ଅଟେ ।

ତେବେ ବର୍ତ୍ତମାନ ସୋସିଆଲ୍ ମିଡିଆରେ ଜଣେ ଯୁବତୀ ଙ୍କ ଭିଡିଓ ଖୁବ୍ ଭାଇରାଲ୍ ହେବାରେ ଲାଗିଛି ।ଭାଇରାଲ୍ ଭିଡିଓ ଟି କେଉଁଠାରେୋ ରେକର୍ଡ କରାଯାଇଛି ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣା ପଡି ନାହିଁ । ତେବେ କେହି ଜଣେ ବ୍ୟକ୍ତି ଏହି ଭିଡିଓକୁ ବାଇରାଲ୍ କରିଛନ୍ତି । ମାତ୍ର ଭିଡିଓଟି ଦେଖିଲେ ଆପଣ ବି ବିଶ୍ୱାସ କରି ପାରିବେ ନାହିଁ ଓ ହସି ହସି ବେଦମ ହୋଇ ଯିବେ ।

ତେବେ ସୂଚନା ଅନୁସାରେ , ଜଣେ ବିବାହିତ ମହିଳା ତାଙ୍କର ସ୍ୱାମୀ ଙ୍କ ସହ ବାଇକ ରେ ରାସ୍ତାରେ ଯାଉଥିଲେ ଓ ତାଙ୍କ ପଛରେ ଜଣେ ଯୁବକ ବାଇକ୍ ରେ ତାଙ୍କୁ ଫଲୋ କରି କରି ଯାଉଥିଲା ।ତେବେ ଦେଖିବାକୁ ମିଳିିଥିଲା ଯେ, ମଝିରେ ମଝିରେ ସ୍ୱାମୀଙ୍କ ବାଇକ୍ ରେ ବସିଥିବା ମହିଳା ଜଣକ ପୁଅଟିକୁ ଦେଖି ହସୁଥିଲା ।

ତେବେ ଏହିପରି କିଛି ବାଟ ଯିବା ପରେ ସେହି ଯୁବକ ଜଣକ ବାଇକ୍ ରେ ବସିଥିବା ମହିଳାଙ୍କୁ ଚୁମ୍ବନ କରିଥିଲେ ।ଅନ୍ୟ ପଟରେ ମହିଳା ଜଣକ ମଧ୍ୟ ତାଙ୍କୁ ଗ୍ରହଣ କରିଥିଲେ ଓ ଏଥିର୍ ସ୍ପଷ୍ଟ ଜଣାପଡୁଥିଲା ଯେ, ଯୁବକ ଜଣକ ମହିଳାଙ୍କର ପୂର୍ବତନ ବୟଫ୍ରେଣ୍ଡ ବୋଲି । ତେବେ ଏହି ଘଟଣାକି କେହିଜଣେ ରେକର୍ଡ କରି ସୋସିଆଲ୍ ମିଡିଆରେ ଭାଇରାଲ୍ କରିଦେଇଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ