ollywood news- ଛାଡ଼ପତ୍ର ପରେ କ’ଣ ହେବ କୁନି ପୁଅ ର ଅବସ୍ତା, ଏହାକୁ ନେଇ କଣ କହିଲେ ଅଭିନେତା ବବିମିଶ୍ର…..ନିଶ୍ଚିତ ଦେଖନ୍ତୁ

ଆମ ଓଲିଉଡ୍ ଇଣ୍ଡଷ୍ଟ୍ରି ରେ ଆପଣଙ୍କର ପ୍ରିୟ ଅଭିନେତା , ଅଲିଉ଼ଡ୍ ର ପ୍ରିୟ ଯୋଡି ବବି ମିଶ୍ର ଓ କୋଏଲ ବାନାର୍ଜୀଙ୍କ ମଧ୍ୟରେ ଏବେ ବର୍ତ୍ତମାନ ଛାଡପତ୍ର ହୋଇଯାଇଛି ।ଯାହା ସମସ୍ତେ ଜାଣିଛନ୍ତି ।ତେବେ କାହିଁକି ବବି ମିଶ୍ର ଓ କୋଏଲ୍ ବାନର୍ଜୀ ଙ୍କ ମଧ୍ୟରେ ଛାଡପତ୍ର ହୋଇଛି ।ଆପଣ ମାନେ ସମସ୍ତେ ଜାଣିଥିବେ , ବବି ମିଶ୍ର ଓ କୋଏଲ୍ ବାନାର୍ଜୀ 2015 ମସିହାରେ ପରସ୍ପର କୁ ଭଲ ପାଇ ବିବାହ କରିଥିଲେ ।ହେଲେ କାହିଁକି ବିବାହର କିଛି ବର୍ଷ ପରେ ମାତ୍ର ଅଳ୍ପ କିଛି ବର୍ଷ ପରେ ପରସ୍ପର ପରସ୍ପର ଠାରୁ ଦୂରେଇ ଗଲେ . ତେବେ କ ଣ ରହିଛି ଛାଡପତ୍ର ଦେବାର କାରଣ ।ତେବେ ଆସନ୍ତୁ ଜାଣିବା ।

ତେବେ ଆପଣମାନେ ସମସ୍ତେ ଜାଣିଥିବେ ଯେ, ଆମ ଅଲିଉଡ୍ ଇଣ୍ଡଷ୍ଟ୍ରି ର ପ୍ରିୟ ଅଭିନେତା ଓ ଅଭିନେତ୍ରୀ ବବି ମିଶ୍ର ଓ କୋଏଲ ବାନାର୍ଜୀ ଙ୍କ ବିଷୟରେ । ଉଭୟେ 2015 ମସିହାରେ ପରସ୍ପର ପରସ୍ପର କୁ ଭଲ ପାଇ ବିବାହ କରିଥିଲେ । କିନ୍ତୁ ବବି ମିଶ୍ର ହେଉଛନ୍ତି ଜଣେ ଓଡିଆ କଳାକାର ଓ କୋଏଲ୍ ବାନାର୍ଜୀ ଜଣେ ବେଙ୍ଗଲୀ ନାୟିକା ।

ଯଦିଓ ଉଭୟ ଅଲିଉଡ୍ ଇଣ୍ଡଷ୍ଟ୍ରି ରେ କାମ କରୁଥିଲେ ।ଆପଣମାନେ ସମସ୍ତେ ଜାଣିଥିବେ ଯେ , ବବି ମିଶ୍ର ନିଜ କ୍ୟାରିୟରେ ଅନେକ ଚଳଚ୍ଚିତ୍ର ରେ , ଧାରାବାହିକର ରେ ଓ ଏହା ସହିତ ଅନେକ ଆସବମ୍ ରେ ମଧ୍ୟ କାମ କରି ସାରିଛନ୍ତି ।କୋଏଲ୍ ବାନାର୍ଜୀ ମଧ୍ୟ ନିଜ କ୍ୟାରିୟରେ ଅନେକ ଆଲବମ୍ ହେଉ କିମ୍ବା ଚଳଚ୍ଚିତ୍ର ହେଉ ସିରିଏଲେ ରେ ମଧ୍ୟ.କାମ କରିଛନ୍ତି ।

ତେବେ ଉଭୟ ବିବାହ କରି ସାରିଲା ପରେ କୋଏଲ୍ ବାନାର୍ଜୀ ଏତେଟା ଆକ୍ଟିଙ୍ଗ ରେ ନଜର ଆସୁନ ଥିଲେ ।କିନ୍ତୁ ଯାହା ବର୍ତ୍ତମାନ ସମୟରେ ସୂଚନା ରହିଛି ସୋସିଆଲ୍ ମିଡିଆ ସୂତ୍ରରୁ ଯାହା ଜଣା ପଡୁଛି , କୋଏଲ୍ ବାନାର୍ଜୀ ଏବଂ ବବି ମିଶ୍ର ଙ୍କ ମଧ୍ୟରେ 2018 ମସିହାରେ ଛାଡପତ୍ର ହୋଇ ଯାଇଛି ।

ତେବେ 2018 ମସିହା ପର ଠାରୁ ବବି ମିଶ୍ର ଓ କୋଏଲ୍ ବାନାର୍ଜୀ ଏକାଠି ରହୁ ନାହାନ୍ତି ।କୋଏଲ ବାନାର୍ଜୀ 2018 ମସିହା ପରେ ବେଙ୍ଗଲୀ ସିରିଏଲ୍ ରେ କାମ କରୁଛନ୍ତି ଏବଂ ଏହି ନିକଟରେ ଓଡିଆ ସିରିଏଲ୍ ରେ ବୋହୂ ଆମର ଏନଆରଆଇ ରେ ମଧ୍ୟ କୋଏଲ୍ ବାନାର୍ଜୀ କାମ କରୁଥିଲେ ଓ ସେଥିପାଇଁ ସେ କଲିକତାରୁ ଓଡିଶା ଆସିଥିଲେ ।

ହେଲେ ଏହି ଓଡିଶାରେ ରହିବା ପରେ ମଧ୍ୟ ସେ ବବି ମିଶ୍ରଙ୍କ ସହିତ ଏକାଠି ରହି ନାହାନ୍ତି ।ଏ ନେଇ ନିଜେ କୋଏଲ୍ ବାନାର୍ଜୀ ସୋସିଆଲ୍ ମିଡିଆ ମାଧ୍ୟମରେ ଫ୍ୟାନ ମାନଙ୍କୁ ସ୍ପଷ୍ଟ କରାଇଛନ୍ତି ।ଯଦିଓ ସେହି ପୋଷ୍ଟରେ ସିଧାସଳଖ ସେ ବବି ମିଶ୍ର ଙ୍କ ନାମ ଉଲ୍ଲେଖ କରି ନାହାନ୍ତି , କିନ୍ତୁ ସେହି ପୋଷ୍ଟରୁ ଯାହା ସ୍ପଷ୍ଟ ଭାବରେ ଜଣାପଡୁଛି ଯେ, ବବି ମିଶ୍ର ଓ କୋଏଲ୍ ବାନାର୍ଜୀ ଙ୍କ ମଧ୍ୟରେ ଛାଡପତ୍ର ହୋଇ ସାରିଛି ।

ଯଦିଓ ଏତେ ପର୍ଯ୍ୟନ୍ତ ସୁଦ୍ଧା ସେମାନଙ୍କ ମଧ୍ୟରେ ଛାଡପତ୍ରର କାରଣ ଜଣା ପଡି ନାହିଁ ।କିନ୍ତୁ କୋଏଲ୍ ବନାର୍ଜୀଙ୍କ ପୋଷ୍ଟର ସୂଚନା ମୁତାବକ ତାଙ୍କର କୌଣସି ବ୍ୟକ୍ତିଗତ କାରଣ ପାଇଁ ପରସ୍ପର ପରସ୍ପର ଠାରୁ ଦୂରେଇ ଯାଇଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।