BREAKING news ବଙ୍ଗୋପସାଗର ରେ ଲଘୁଚାପ ସମ୍ଭାବନା, 10 ରୁ 5 ଦିନ ଯାଏଁ ପ୍ରବଳ ବର୍ଷା-ପୁଣି 11 ତାରିଖ ବାତ୍ୟା ସମ୍ଭାବନା….

ତେବେ ଏହି କିଛି ଦିନ ପୂର୍ଵ ରୁ ବାତ୍ୟା ଏବଂ ବନ୍ୟା ଗଲା ପରେ ପୁଣି ପାଣି ପାଗ କେନ୍ଦ୍ର ରୁ ସୂଚନା ମିଳିଛି ଯେ ଦେଖା ଯିବ ଲଘୁଚାପ | ଏହି ଲଘୁଚାପ ରେ ବିଭିନ୍ନ ଜିଲ୍ଲା ରେ ପ୍ରବଳ ମାତ୍ରା ବର୍ଷା ରହିବ ସେଥିପାଇଁ ସତର୍କ ରହିବା ପାଇଁ ମଧ୍ୟ କୁହା ଯାଇଛି | କିଛି ଦିନ ପୂର୍ବରୁ ବାତ୍ୟା ଏବଂ ବନ୍ୟା କୁ ସମ୍ମୁଖୀନ କରି ଲୋକ ମାନେ ବହୁତ ଅସୁବିଧା ରେ କରିଛନ୍ତି କାହାର କାହାର ଘର ମଧ୍ୟ ଭାଙ୍ଗି ଯାଇଛି | ଏହା ପରେ ପୁଣି ଲଘୁଚାପ ହେବାର ରହିଛି ବୋଲି ପାଣି ପାଗ କେନ୍ଦ୍ର ରୁ ସୂଚନା ମିଳିଛି ତେଣୁ ଏଥି ପାଇଁ ସତର୍କ ରହିବାକୁ କୁହା ଯାଇଛି, ତେବେ ଆସନ୍ତୁ ଜାଣିବା ଏହି ବଙ୍ଗୋପସାଗର ରେ ହେଵାକୁ ଯାଉ ଥିବା ଲଘୁଚାପ ବିଷୟରେ |

ତେବେ ପାଣି ପାଗ କେନ୍ଦ୍ର ରୁ ସୂଚନା ମିଳିଛି ଯେ ବଙ୍ଗୋପ ସାଗର ରେ ଲଘୁଚାପ ହେବ ଯାହା ଦ୍ୱାରା ପ୍ରବଳ ମାତ୍ରା ରେ ବର୍ଷା ଲାଗି ରହିବ | ପାଣି ପାଗ କେନ୍ଦ୍ର ରୁ ସୂଚନା ଅନୁଯାଇ 10 ତାରିଖ ରୁ ରାଜ୍ୟ ରେ ବଢ଼ିବ ଏହି ବର୍ଷା ର ପରିମାଣ ଏବଂ ଆଜି ଠାରୁ ଅନେକ ଜିଲ୍ଲା ରେ ଘଡ଼ଘଡ଼ି ମାରିବାର ଅନୁମାନ କରାଯାଇଛି |

ଏହି ସମୟରେ ରାଜ୍ୟ ରେ ପ୍ରବେଶ କରିବ ଦକ୍ଷିଣ-ପଶ୍ଚିମ ମୌସୁମୀ ଫଳରେ ରାଜ୍ୟ ରେ ଅଧିକାଂଶ ସ୍ଥାନ ରେ ପ୍ରବଳ ମାତ୍ରା ରେ ବର୍ଷା ହେବ ବୋଲି ଅନୁମାନ କରିଛି ଭାରତୀୟ ପାଣି ପାଗ ବିଭାଗ | ବାଲେଶ୍ୱର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର ଭଦ୍ରକ, ଅନୁଗୁଳ, ଢେଙ୍କାନାଳ ଏବଂ ଯାଜପୁର ପାଇଁ 1

1 ତାରିଖ ରେ ଜାରି ହୋଇଛି ଅରେଞ୍ଜ ୱାର୍ନିଙ୍ଗ ଏବଂ ଫସଲ କ୍ଷତି ହେବାର ଅନୁମାନ ରହିଛି | ଏହା ସହିତ 11 ତାରିଖ ରେ ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଦେବଗଡ଼, ସମ୍ବଲପୁର, ଝାରସୁଗୁଡା, ବରଗଡ଼, ପୁରୀ, ଖୋର୍ଦ୍ଧା, ରାୟଗଡ଼, ବୌଦ୍ଧ, ସୋନପୁର ଏବଂ କଳାହାଣ୍ଡି ରେ ପ୍ରବଳ ବର୍ଷା ର ଆକଳନ କରାଯାଇଛି |

ଲଘୁଚାପ କେରଳ ଛୁଇଁବା ପରେ ଏହା ଆସ୍ତେ ଆସ୍ତେ ଓଡ଼ିଶା ମୁହାଁ ହୋଇଛି ଏହା 11 ତାରିଖ ରୁ ପାଞ୍ଚ ଦିନ ଯାଏଁ ରହିବ ବୋଲି ଆକଳନ କରାଯାଇଛି | ବର୍ତ୍ତମାନ ଛଅ ଟି ଜିଲ୍ଲା ରେ ତାପମାତ୍ରା 40 ଡିଗ୍ରୀ ଉପରେ ରହିଛି ଏହାର ପ୍ରଭାବ ରେ ବହୁତ ଗୁଳୁଗୁଳି ଅନୁଭବ ହେଉଛି ଏବଂ ଏହା ଆଉ ଦୁଇ ଦିନ ଧରି ଲାଗି ରହିବ ବୋଲି ଅନୁମାନ କରାଯାଉଛି | କିଛି ଜିଲ୍ଲା ରେ ଏହା ଅଧିକ ମାତ୍ରା ରେ ବର୍ଷା ହେବା ଯୋଗୁଁ ବନ୍ୟା ର ମଧ୍ୟ ଆଶଙ୍କା ରହିଛି ଯାହା ପାଣିପାଗ ବିଭାଗ ରୁ ସୂଚନା ମିଳିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।