ollywood news ନୁଆ ବାହା ହୋଇଥିବା ସ୍ତ୍ରୀ ଜ୍ୟାକଲିନ୍ ଙ୍କୁ ସାବିତ୍ରୀ ବ୍ରତ ରେ କଣ ଗିପ୍ଟ ଦେଲେ ସ୍ହାମୀ ଅରବିନ୍ଦ….ଦେଖନ୍ତୁ ପୁରା ଭିଡିଓ

ଆପଣ ମାନେ ଅଭିନେତ୍ରୀ ଜ୍ୟାଙ୍କଲୀନ ଙ୍କୁ ଭଲ ଭାବରେ ତ ଜାଣି ଥିବେ | ସେ ଅନେକ ସିରିଏଲ ଜଗତ ରେ ଅଭିନୟ କରି ଦର୍ଶକ ଙ୍କର ମନକୁ କିଣି ଛନ୍ତି | ତାଙ୍କ କ୍ୟାରିୟର ସେ ରଜ କୁଇନ ରୁ ହିଁ ଆରମ୍ଭ କରି ଥିଲେ | ଏହା ପରେ ସେ ବହୁତ ଅଭିନୟ କରି ଲୋକ ମାନଙ୍କର ଭଲ ପାଇବା ସେ ହାସଲ କରି ଥିଲେ | ଏବେ ମାନେ ତ ଆପଣ ମାନେ ଜାଣି ଥିବେ ସେ ଏବେ ନୂଆ ନୂଆ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି | ଜ୍ୟାଙ୍କଲୀନ ଏବେ ଅଭିନେତା ଅରବିନ୍ଦ ଙ୍କୁ ବିବାହ କରିଛନ୍ତି |

ଆପଣ ମାନେ ଅଭିନେତା ଅରବିନ୍ଦ ଙ୍କୁ ଜାଣି ଥିବେ ସେ ମଧ୍ୟ ଅନେକ ସିରିଏଲ ଜଗତ ରେ କାମ କରି ଅନେକ ଲୋକ ମାନଙ୍କର ମନ କୁ ଜିଣି ଛନ୍ତି | ତାଙ୍କର ଏହି ପ୍ରେମ ବିବାହ ରେ ସେ ଦୁହେଁ ବହୁତ ଖୁସି ଅଛନ୍ତି ଏବଂ ତାଙ୍କ ବିବାହ ବହୁ ଆଡମ୍ବର ସହ ହୋଇ ଥିଲା |

ତେବେ ଏକ ଭିଡ଼ିଓ ରେ ଦେଖିବାକୁ ମିଳିଛି ଯେ ଜ୍ୟାଙ୍କଲୀନ ଙ୍କର ଜଣେ ସମ୍ପର୍କୀୟ ଅରବିନ୍ଦ ଙ୍କୁ ପଚାରିଛନ୍ତି ଯେ ସାବିତ୍ରୀ ବ୍ରତ ରେ କଣ ଗିଫ୍ଟ ଦେବ ତେବେ ଏହାର ଉତ୍ତର ରେ ଅରବିନ୍ଦ କଣ କହିଛନ୍ତି ଆସନ୍ତୁ ଜାଣିବା |

ତେବେ ଅଭିନେତ୍ରୀ ଜ୍ୟାଙ୍କଲୀନ ଲୋକପ୍ରିୟତା ଅଭିନେତା ଅରବିନ୍ଦ ଙ୍କୁ ପ୍ରେମ ବିବାହ କରି ବହୁତ ଖୁସି ରେ ଅଛନ୍ତି ତାଙ୍କ ଶାଶୂଘରେ | ଭିଡ଼ିଓ ମାଧ୍ୟମ ରେ ଯାହା ଜଣା ପଡୁଛି ଅରବିନ୍ଦ ଜ୍ୟାଙ୍କଲୀନ କୁ ବହୁତ ଭଲ ପାଇବା ଦେଉଛନ୍ତି ଏବଂ ତାଙ୍କୁ ଖୁସି ରେ ରଖିଛନ୍ତି |

 ଏହି ପରି ସୁନ୍ଦର ସୁନ୍ଦର ଭିଡ଼ିଓ ଜ୍ୟାଙ୍କଲୀନ ସୋସିଆଲ ମିଡ଼ିଆ ରେ ଉପଲୋଡ କରୁଛନ୍ତି ଯେ ସେ ତାଙ୍କ ବିବାହ କୁ ନେଇ କେତେ ଖୁସି ରେ ଅଛନ୍ତି | ସେହିଭଳି ଏକ ଭିଡ଼ିଓ ରେ ଦେଖିବାକୁ ମିଳିଛି ଯେ ଜ୍ୟାଙ୍କଲୀନ ଙ୍କର କେହି ଜଣେ ସମ୍ପର୍କୀୟ ଭଉଣୀ ତାଙ୍କୁ ଭିଡ଼ିଓ କଲ କରିକି ପଚାରିଛନ୍ତି ଯେ ଏଥର ସାବିତ୍ରୀ ବ୍ରତ ରେ ଜ୍ୟାଙ୍କଲୀନ ଙ୍କୁ କଣ ଗିଫ୍ଟ ଦେବ

ଏହାର ଉତ୍ତର ରେ ଅରବିନ୍ଦ କହିଲେ ଯେ ସାବିତ୍ରୀ ବ୍ରତ ରେ ମୁଁ ହିଁ ଜ୍ୟାଙ୍କଲୀନ ଙ୍କ ପାଇଁ ଗିଫ୍ଟ ଆଉ କଣ ଗିଫ୍ଟ ଦରକାର ତାଙ୍କ ପାଇଁ | ଏହି ଭଳି ବହୁତ କିଛି କଥା କହି ଜ୍ୟାଙ୍କଲୀନ ଏବଂ ତାଙ୍କ ସ୍ୱାମୀ ଅରବିନ୍ଦ ତାଙ୍କ ସମ୍ପର୍କୀୟ ସହ ଖୁସି ମଜା କରି ଥିଲେ | ତେଣୁ ଏହି ଦୁଇ ଯୋଡ଼ି ସବୁ ବେଳେ ହସ ଖୁସି ରେ ରୁହନ୍ତୁ ଏବଂ ତାଙ୍କର ଆଗାମୀ ଭବିଷ୍ୟତ ହସ ଖୁସି ରେ ଭରି ଯାଉ |