ମାଳିକା ଦେଲା ଓପନ୍ ଚ୍ୟାଲେଞ୍ଜ୍ , 2021 ରୁ 2024 ମଧ୍ୟରେ ସାରା ବିଶ୍ହରେ ଦେଖାଦେବ ଭୟଙ୍କର ଘଟଣା ! ସେୟାର କରି ସମସ୍ତ ଙ୍କୁ ଜଣାନ୍ତୁ…..

ପ୍ରତ୍ୟେକ ଥର ପରି ଆଜି ଆମେ ମହାପୁରୁଷଙ୍କ ମାଳ ମାଳ ହୋଇ ରଚିତ ହୋଇଥିବା ମାଳିକା ଶାସ୍ତ୍ରକୁ ଆପଣଙ୍କ ସମ୍ମୁଖରେ ଉପସ୍ଥାପନ କରିଥାଉ । ପ୍ରତ୍ୟେକ ଥର ପରି ଛଅଶହ ବର୍ଷ ତଳେ ଲେଖା ହୋଇଥିବା ଆମ ପାଇଁ ଆମ ଭବିଷ୍ୟତ ପାଇଁ ଆଗକୁ ଘଟିବାକୁ ଯାଉଥିବା ନାନାଧିପ୍ରକାର ଘଟଣାକୁ ସବିଶେଷ ତଥ୍ୟ ପ୍ରଦାନ କରିଛନ୍ତି ମହାପୁରୁଷ ଆଉ ଆପଣ ମାନେ ଏହାକୁ ପଢି ସତର୍କ ହୋଇଚନ୍ତି । ମହାପୁରୁଷ ଛଅଶହ ବର୍ଷ ତଳେ ଯାହା ଲେଖି ଯାଇଥିଲେ ତାହା ଗୋଟିଏ ପରେ ଗୋଟିଏ ସତ୍ୟ ହୋଇଛି ।

ମହାପୁରୁଷ ଅଛ୍ୟୁତ କେବଳ ଓଡିଶାର ଭବିଷ୍ୟ ବିଷୟରେ ଲେଖି ନାହାଁନ୍ତି ସେ ପୂରା ବିଶ୍ବ ବିଷୟରେ ତାଙ୍କ ମାଳିକାଶାସ୍ତ୍ରରେ ଲେଖିଛନ୍ତି । ଏହାରି ଉପରେ ମହାପୁରୁଷ କହୁଛନ୍ତି- ହେ ରାମଚନ୍ଦ୍ର ସ୍ବର୍ଗ ମଧ୍ୟ ମର୍ତ୍ତ୍ୟ ହୋଇପାରେ , ମର୍ତ୍ତ୍ୟ ପାତାଳ ହୋଇପାରେ ପାତାଳ ସ୍ବର୍ଗ ହୋଇଯିବ ,

ପୂର୍ବର ସୂର୍ଯ୍ୟ ପଶ୍ଛିମରେ ଉଦୟ. ହେବ କିନ୍ତୁ ମୁଁ ଯେଉଁ ଲେଖୁଛି ନିମାଳବଟରେ ବସି କଳିଯୁଗର ଭବଷ୍ୟତ ଏହା କେବେ ବି ଅନ୍ୟଥା ହେବା ନାହିଁ । ତେବେ ଆମେ ଆଜି 2021-24 ମସିହା ପର୍ଯ୍ୟନ୍ତ କଣ କଣ ସବୁ ଘଟଣା ଘଟିବ ମହାପୁରୁଷ ଲେଖିଥିଲେ ତାହା ବିଷୟରେ ଆପଣଙ୍କୁ ଜଣାଇବୁ । ଗ୍ରନ୍ଥ ନାମ ହେଉଛି, ତତ୍ତ୍ବବଧନୀ ତୃତୀୟ ଅଧ୍ୟାୟ ତୃତୀୟ ଖଣ୍ଡ ।

ମହାପୁରୁଷ କହିଛନ୍ତି – ଶୁଣି ରାମଚନ୍ଦ୍ର ପୁଛଇବାଣୀ , ସଂଶୟ ମନରେ ରହିଲା ପୁଣି , ଏମନ୍ତ ଭକତ ବେଳ ହୋଇବେ ମୋ ଆଗେ ସେକଥା କହିବା ଭାବେ, ତେଇଶ ଯାଇ ଚବିଶ ଆଗତ ପୃଥିବୀ ହୋଇବ ଉଲକାପାତ । ପୃଥିବୀ ହୋଇବ ସେହାଳହୁଳି, କାକକୁକୁର ଯେ କରିବେ କଳି । ଇନ୍ଦ୍ର ବରଷା କରିବ ରକତ, ରାଜୁତ କରିବ ସ୍ବାନ,ଶୃଗାଳ । କହିଲେ ଚବିଶି ମସିହା ପର୍ଯ୍ୟନ୍ତ ବ୍ୟାଧି ହୋଇଣ ପିଶାଚି ଆସିବେ , ପ୍ରାଣୀମାନଙ୍କୁ ଗୁପତେ ଶୋଧିବେ,ନାଳଶୁଳା ସଙ୍ଗେ ରକତେ ବ୍ୟାଧି, ଘରକୁ ଘର ପକାଇବେ ସ୍ବାଧୀ ।

ଅର୍ଥାତ ଏହାପରେ ଆଉ ଏକ ବ୍ୟାଧି ଆସିବ ଏବଂ ସମଗ୍ର ଯକୃତ ଖରାପ ହୋଇଯିବ । ଏହି ପ୍ରଚକାର ଗୋଟିଏ ରୋଗ 2021-24 ମଧ୍ୟରେ ଆସିବ ଏବଂ ସମଗ୍ର ବିଶ୍ବକୁ ଗୋଷ୍ଠି ସଂକ୍ରମଣ କରିବ । ନାନାଧିପ୍ରକାର ସଂକ୍ରମଣ ଆସିବା ବିଷୟରେ ମହାପୁରୁଷ କଲମ କରିଯାଇଛନ୍ତି । ଏହାଛଡା 2023-24 ମସିହା ପରଯ୍ୟନ୍ତ ସାରା ପୃଥିବୀରେ ଉଲକାପାତ ଭଳି ପରିସ୍ଥିତି ହେବ । ଯୁଦ୍ଧର ଘନଘଟା ଲାଗିଯିବ, ଏପ୍ରକାର ଭୟଙ୍କର ପରିସ୍ଥିତକୁ ଆମେ 2023-24 ମସିହା ପର୍ଯ୍ୟନ୍ତ ଦେଖିବେ ।

ତେର ତିନି ପାଞ୍ଚ ଏକତ୍ର ରହିଲେ ଲଞ୍ଜାନକ୍ଷତ୍ର ପଡିବ ସେଦିନ ଦେଶରୁ କଳି ଛାଡିଯିବ ଧର୍ମ ଉଦୟ ହୋଇବ । ଅର୍ଥାତ 2021 ମସିହାରେ ଗୋଟିଏ ଲଞ୍ଜାନକ୍ଷତ୍ର ପଡିବ ତେବେ ତାହା କେଉଁଠି ପଡିବ ବୋଲି ନିଶ୍ଚିୟ ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ । ତେବେ ତାହା ଲୁଣିପାଣିରେ ଅର୍ଥାତ ସମୁଦ୍ର ଗର୍ଭରେ ହିଁ ପଡିବ ।